Browsing Category

ଦେଶ ବିଦେଶ

ଆସିଗଲା ସବୁଠାରୁ ପ୍ରଥମ ରେଜଲ୍ଟ: ଖାତା ଖୋଲିଲା BJP, ଗୁଜୁରାଟର ଏହି ଆସନରେ ମାରିଲା ଜିତ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବର୍ତ୍ତମାନ ଆସିବା ଆରମ୍ଭ କରିଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ…

ଓଡ଼ିଶାରେ କାହାର ହେବ ବିଜୟ ? ଆଜି ଆସିବ ଜନାଦେଶ, ସକାଳ ୮ରୁ କାଉଣ୍ଟିଂ

ନୂଆଦିଲ୍ଲୀ: ଆଜି ଆସିବ ଜନାଦେଶ । ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। ଓଡ଼ିଶାରେ କିଏ ସରକାର ଗଢ଼ିବ? ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହୋଇଥିଲା । ଏହାପରେ ମାରାଥନ…

ଏମିତି ବି ଆସେ ମୃତ୍ୟୁ ! ଛକା ମାରିବା ପରେ ଚାଲିଗଲା କ୍ରିକେଟରଙ୍କ ଜୀବନ (Video)

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେର ମିରା ରୋଡ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ରିକେଟ ମ୍ୟାଚ ଚାଲିଥିଲା। କ୍ରିକେଟ୍ ଖେଳୁଥିବା ବେଳେ ପଡ଼ିଆରେ ହିଁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘଟଣା…

ଦେଶଦ୍ରୋହୀ ପୂର୍ବତନ ବ୍ରହ୍ମାସ ଯନ୍ତ୍ରୀଙ୍କୁ ଆଜୀବନ ସଜା, ପାକିସ୍ତାନକୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡାଦେଶ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେ. କବିତାଙ୍କ ନାଁରେ ଦାଖଲ ହେଲା ସପ୍ଲିମେଣ୍ଟାରୀ ଚାର୍ଜସିଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଈଜଝ ନେତ୍ରୀ କେ. କବିତାଙ୍କ ନାଁରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଉକ୍ତ ଚାର୍ଜସିଟ୍ ଅନୁଯାୟୀ ମୋଟ୍ ୧…

ମୁମ୍ବାଇର ଏକ ବିଲ୍ଡିଂରୁ ଡେଇଁ ପ୍ରାଣ ହାରିଲେ ଆଇନ୍ ଛାତ୍ରୀ, ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରିଲା ପୋଲିସ

ମୁମ୍ବାଇ: ସୋମବାର ମୁମ୍ବାଇରେ ଆଇନ୍ ପଢ଼ୁଥିବା ଜଣେ ଛାତ୍ରୀ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ…

୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ 

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସ ଆଜି ୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ସରକାରର ପଞ୍ଚମ ପାଳିର ଶେଷ…

ଏକଜିଟ୍ ପୋଲ୍ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଉତ୍ସବର ମାହୋଲ, ମୋଦୀ ମାସ୍କ ପିନ୍ଧି ଚାଲିଛି ମିଠା ପ୍ରସ୍ତୁତି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଘୋଷଣା ହେବ । ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏଥର କେନ୍ଦ୍ରରେ କେଉଁ ରାଜନୈତିକ ଦଳ…

ଅଭିନେତ୍ରୀ ହେମାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ : ରେଭ୍ ପାର୍ଟୀରେ ଡ୍ରଗ୍ସ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରେଭ ପାର୍ଟି ମାମଲାରେ କ୍ରାଇମବ୍ରାଞ୍ଚ ସୋମବାର ତେଲୁଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରିଛି । ଏହାପୂର୍ବରୁ ବେଙ୍ଗାଲୁରୁ ପୋଲିସର ସିସିବି ହେମାଙ୍କ ସମେତ ଆଠ ଜଣଙ୍କୁ ନୋଟିସ ପଠାଇଥିଲା ।…

ଏବେ ୫ ପୃଷ୍ଠା ବିଶିଷ୍ଟ ଫର୍ମ ଭରୁଛନ୍ତି ବିଜେପି ପ୍ରାର୍ଥୀ, କ’ଣ ରହିଛି ପ୍ଲାନ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିଜେପି ଦଳର ଲୋକସଭା ପ୍ରାର୍ଥୀଙ୍କ ପୁରା ବିବରଣୀ ମଗାଇଛନ୍ତି…