Browsing Category

ଦେଶ ବିଦେଶ

ଭିସ୍ତାରା ଏୟାରଲାଇନ୍ସର ବିମାନକୁ ବୋମା ଧମକ: ଶ୍ରୀନଗର ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଭିସ୍ତାରା ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ବିମାନଟି ଶ୍ରୀନଗର ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା । ବିମାନରେ…

ଗରମରେ ଏହି ଛୋଟ ଭୁଲ ଯୋଗୁଁ ବ୍ଲାଷ୍ଟ ହୋଇଯିବ ଫୋନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଖରାଦିନେ ତାପମାତ୍ରା ଦିନରେ ବଢିଥାଏ । ଏଥିରେ ସ୍ମାର୍ଟଫନର ଚାର୍ଜ କରିବା ଏବଂ ବ୍ୟବହାର କରିବାରେ ଅସୁବିଧା ଦେଖାଦେଇଥାଏ । କିଛି ଲୋକଙ୍କ ଫୋନ କମ ଚାର୍ଚ୍ଚ ହେଉଥିବେ ବେଳେ କିଛି ଲୋକଙ୍କର ଚାର୍ଜ ହୋଇନଥାଏ…

କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ସୂର୍ଯ୍ୟ ଅର୍ଘ୍ୟ, ରାଜନୀତି ସହ ଜଡିତ ରହିଛି ଏହି ବଡ ରହସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ ନିକଟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ଓ ଏହାପରେ ୨ ଦିନ ପର୍ଯ୍ୟନ୍ତ ଧ୍ୟାନ…

ବରଣମାଳା ସମୟରେ କିସ୍ କରିବାକୁ ନେଇ ଝଗଡା, ଏହା ପରଦିନ ଝିଅ ଫେରାର ହୋଇ..

ନୂଆଦିଲ୍ଲୀ: ବରଣମାଳା ସମୟରେ ବର-କନ୍ୟା କିସ୍ କରିବାକୁ ନେଇ ଝଗଡ଼ା ଲାଗିଲା । ଏହି ଝଗଡାରେ ଦୁହିଁଙ୍କ ପକ୍ଷ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ହେଲେ ଏହା କୁହାଯାଉଛି ଯେ, କନ୍ୟା ଘରୁ ଲୁଚି ସେହି ପୁଅକୁ ବିବାହ କରିଛି…

RBIର ବଡ ସଫଳତା, ବ୍ରିଟେନରୁ ଫେରି ଆସିଲା ୧୦୦ଟନ୍ ସୁନା, ଜାଣନ୍ତୁ କେଉଁଠି ରଖାଯିବ ଏତେ ବଡ ଭଣ୍ଡାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ରିଟେନରୁ ୧୦୦ଟନ୍‌ରୁ ଅଧିକ ସୁନା ଦେଶକୁ ଫେରାଇ ଆଣିଛି ଓ ଏହାକୁ ନିଜ ଭଣ୍ଡାରରେ ଟ୍ରାନ୍ସଫର କରିଛି । ମିଳିଥିବା ଏକ ରିପୋର୍ଟରୁ ଜଣାଯାଇଛି କି ଆଗାମୀ ଦିନରେ ପୁଣି…

ଅଂଶୁଘାତରୁ କିପରି ବର୍ତ୍ତିବେ? ସତର୍କତା ପାଇଁ ଅନୁସରଣ କରନ୍ତୁ ଡାକ୍ତରଙ୍କ ପରାମର୍ଶ

ଓଡ଼ିଶା ଭାସ୍କର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସମୟରେ ଦେଶରେ ତଥା ରାଜ୍ୟରେ ଅଂଶୁଘାତରେ ଶତାଧିକଙ୍କ ଲୋକଙ୍କର ପ୍ରାଣହାନୀ ଘଟିଛି । ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ । ଏନେଇ ଅଂଶୁଘାତରୁ କିପରି…

(Video)ରାଷ୍ଟ୍ରୀୟ ରାଜଧାନୀରେ ଏ କି ଅବସ୍ଥା; ପାଣି ପାଇଁ ଲୋକମାନଙ୍କୁ କରିବାକୁ ପଡୁଛି ଏପରି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଏବେ ଦେଶର ପ୍ରାୟ ଅଧିକାଂଶ ଅଞ୍ଚଳରେ ଭୀଷଣ ଗ୍ରୀଷ୍ଣ ପ୍ରବାହ ଯୋଗୁ ଜନଜୀବନ ଅତିଷ୍ଠ ହୋଇପଡିଛି । ଏଥର ତାପମାତ୍ରା ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି । ଦେଶର ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ…

ଗେରୁଆ ବସ୍ତ୍ର, ଯୋଗୀ ମୁଦ୍ରା, ସାମ୍ନାକୁ ଆସିଲା ଧ୍ୟାନମଗ୍ନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲ ଧାନ ମଣ୍ଡପମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନ ସାଧନାର ଫଟୋ ସାମ୍ନାକୁ ଆସିଛି । ଫଟୋରେ ଆପଣ ଦେଖିପାରୁଥିବେ ଯେ, ସେ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି ।…

ଡୋନାଲ ଟ୍ରମ୍ପଙ୍କ ବିରୋଧରେ ୩୪ଟି ମାମଲା ରୁଜ୍ଜୁ, ଜାଣନ୍ତୁ ଏବେ ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ କି ନାହିଁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା କୋର୍ଟ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ଆମେରିକାରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସିଛନ୍ତି । ତାଙ୍କୁ ଅନେକ ଅପରାଧୀ ମାମଲାରେ…

BIG BREAKING…୫୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି; ପ୍ରବଳ ଖରା ଓ ଗୁଳୁଗୁଳି, ଅଂଶୁଘାତରେ ୫୨ ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ଆକାଶରୁ ଅଗ୍ନିବର୍ଷା ହେଉଛି । ଗରମ ଏତେ ମାତ୍ରାରେ ହେଉଛି ଯେ ଅନେକ ଲୋକ ରାସ୍ତାରେ ପଡ଼ି ପ୍ରାଣ ହରାଉଛନ୍ତି। ଗୁରୁବାର ସାରା ବିହାରରେ ଅଂଶୁଘାତ ଯୋଗୁଁ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ…