CHARIDHAM
Browsing Category

ଦେଶ ବିଦେଶ

ଅଜମେରରେ ମାଲଗାଡ଼ି ସହ ମୁହାଁମୁହିଁ ଧକ୍କା ହେଲା ସାବରମତି-ଆଗ୍ରା ସୁପରଫାଷ୍ଟ :ଅନେକ ଆହତ, ୬ ଟି ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରରେ ଗତକାଲି ରାତିରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନ୍ ମାଡାର ରେଳ ଷ୍ଟେସନ ନିକଟରେ ଏକ ମାଲଗାଡ଼ି୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରାକ୍ଟର- କାର ଧକ୍କା, ୭ ମୃତ

ପାଟନା: ବିହାରର ଖଗଡ଼ିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଶିଶୁ ସାମିଲ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଏନ୍‌ଏଚ୍ ୩୧ରେ…

୮୮% ଭୋଟ ସହ ନିର୍ବାଚନ ଜିତିଲେ ଭ୍ଲାଦିମିର ପୁଟିନ: ୨୦୩୦ ପର୍ଯ୍ୟନ୍ତ ହୋଇରହିବେ ରୁଷର ରାଷ୍ଟ୍ରପତି

ମସ୍କୋ : ରୁଷରେ ତିନି ଦିନିଆ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ହୋଇଥିବା ଭୋଟ୍ ଗଣନାରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ମୋଟ ଭୋଟ୍ ମଧ୍ୟରୁ ୮୭.୯୭ ଭୋଟ୍ ମିଳିଛି । ତେଣୁ ପୁଟିନ ନିର୍ବାଚନରେ ଜିତିଛନ୍ତି ଏବଂ…

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଗୋଟିଏ ବାଇକକୁ ବସ୍ ଧକ୍କା ଦେବାରୁ ସୃଷ୍ଟି ହେଲା ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ: ଆଜିକାଲି ଯାନବାହନ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇବା ଫଳରେ ସେହି ଅନୁପାତରେ ସଡ଼କ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଅନେକ ସମୟରେ ଏପରି କିଛି ଦୁର୍ଘଟଣା ଘଟିଥାଏ ଯାହା ଯେତିକି ଭୟଙ୍କର ହୋଇଥାଏ…

ଆଫଗାନିସ୍ତାନରେ ତୀବ୍ର ଭୂକମ୍ପ ଝଟକା, ଦୋହଲିଗଲା ଭାରତ ସମେତ ଅନେକ ଦେଶ; ଜାଣନ୍ତୁ କେତେ ଥିଲା ତୀବ୍ରତା ?

କାବୁଲ: ଆଫଗାନିସ୍ତାନରେ ଆଜି ସନ୍ଧ୍ୟା ୦୭:୫୯ ରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେ ମାପ କରାଯାଇଥିଲା । ଏହି ଭୂକମ୍ପ ବିଷୟରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର…

ଲାଗୁହେଲା ନୂଆ ଡ୍ରେସ୍ କୋଡ ନିୟମ: ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜିନ୍ସ, ଟି-ଶାର୍ଟ ପିନ୍ଧି ସ୍କୁଲ ଆସିବା ମନା

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏକ ନୂଆ ଡ୍ରେସ୍ କୋଡ୍ ନିୟମ । ଏଣିକି ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲକୁ ଜିନ୍ସ- ଟି-ଶାର୍ଟ ପିନ୍ଧି ଆସିପାରିବେ ନାହିଁ । ଏହି ନିୟମ ମାନିବାକୁ…

ଲୋକସଭା ନିର୍ବାଚନ ପୂର୍ବରୁ ଆଗାମୀ ୫ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ: ନିଜ ମନ୍ତ୍ରୀମାନଙ୍କୁ ଦେଲେ ଏହି ବଡ ଆଦେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ସନରେ ଦେଖିବାକୁ ମିଳିଛି । ଆସନ୍ତା ୫ ବର୍ଷ ପାଇଁ ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ବଡ ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ରରୁ ମିଳିଥିବା…

ମହିଳା ଏକ ବର୍ଷରେ ମାଗଣାରେ ଭରିଛନ୍ତି ୨୨ ଲକ୍ଷ ଟଙ୍କାର ପେଟ୍ରୋଲ, ପମ୍ପରେ ତ୍ରୁଟିରୁ ଉଠାଇଥିଲେ ଫାଇଦା

ନୂଆଦିଲ୍ଲୀ: କଥାରେ କୁହନ୍ତି ମାଗଣା ମିଳିଲେ ଲୋକେ ପେଟ୍ରୋଲ ବି ପିଇଯିବେ । ଏଠି ଏହି କଥାଟି ବାସ୍ତବରେ ପରିଣତ ହୋଇଛି । ଆମେରିକାରେ ରହୁଥିବା ଜଣେ ୪୫ ବର୍ଷୀୟା ମହିଳା ଗୋଟିଏ ଟଙ୍କା ବି ଖର୍ଚ୍ଚ ନ କରି ଏକ ବର୍ଷରେ…

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପୂର୍ବ CM ଭୁପେଶ ବଘେଲଙ୍କ ବିରୋଧରେ FIR, ମହାଦେବ ବେଟିଂ ଆପ୍ ଯୋଗୁଁ ବଢ଼ିଲା ସମସ୍ୟା

ରାୟପୁର : ଛତିଶଗଡର ପୂର୍ବତନ ସିଏମ ଭୁପେଶ ବଘେଲଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମହାଦେବ ବେଟିଂ ଆପ୍, ଠକେଇ, ବିଶ୍ୱାସଘାତ, ଜାଲିଆତି ଏବଂ ଅନ୍ୟାନ୍ୟ ମାମଲାରେ ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଛି ।…

ମାଳଦ୍ୱୀପରେ ନିର୍ବାଚନ ଲାଗି ଭାରତର ଏହି ରାଜ୍ୟରେ ହେବ ମତଦାନ, ଏହାର କାରଣ କ’ଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମାଳଦ୍ୱୀପରେ ହେଉଥିବା ସଂସଦୀୟ ନିର୍ବାଚନ ଲାଗି ଭାରତର କେରଳରେ ବି ଭୋଟିଂ ହେବ । ଏହି ଦ୍ୱୀପ ଦେଶର ନିର୍ବାଚନ କମିଶନ ମତଦାତାଙ୍କ ଲାଗି ଥିରୁଅନନ୍ତପୁରମରେ ଭୋଟବାକ୍ସ ରଖିବେ । ଏ ବିଷୟରେ ସୂଚନା ଦେଇ…