Browsing Category
ଦେଶ ବିଦେଶ
ଏପରି ଗାଁ ଯେଉଁଠାରେ ମଣିଷ ପାଲଟି ଯାଆନ୍ତି କଣ୍ଢେଇ: କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଜାପାନ: ଦୁନିଆରେ ବିଭିନ୍ନ ଅଜବ ସ୍ଥାନ ରହିଛି ଯାହା ମନୁଷ୍ୟ କେବେ କଳ୍ପନା କରି ପାରେନାହିଁ । ତେବେ ଏହି ଦୁନିଆରେ ଏପରି ଏକ ଅଜବ ସ୍ଥାନ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ କଣ୍ଢେଇ ରହିଛି । ବିଶ୍ୱାସ ହେଉ ନଥିଲେ ବି…
ଦୋହଲୁଛି ପାକିସ୍ତାନ ରାଜନୀତି: ବିପଦରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ପଦବୀ, ସୁପ୍ରିମକୋର୍ଟ ଉପରେ ସଭିଙ୍କ ନଜର
ପାକିସ୍ତାନ: ଦାୟିତ୍ୱ ତୁଲାଇବାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ପାକିସ୍ତାନ ରାଷ୍ର୍ରପତି ଆରିଫ ଅଲଭିଙ୍କୁ ପଦବୀରୁ ହଟାଇବାକୁ ଅନୁରୋଧ କରି ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।…
(Video)ଟନେଲ୍ ଟ୍ରାଜେଡି: ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଲେ ବାପା
ଉତ୍ତରକାଶୀ: ଆଜକୁ ୧୫ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ୪୧ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି…
ଦଳିତ ନାବାଳକଙ୍କୁ ମାଡ଼ ମାରି ପରିସ୍ରା ପିଆଇଲେ ଗାଁ’ ଯୁବକ, ଶାରିରୀକ ନିର୍ଯାତନା ଦେଇ କାଟି ଦେଲେ..
ଜୌନପୁର: ଜଣେ ଦଳିତ ନାବାଳକଙ୍କୁ ତାଙ୍କ ଗାଁର ଦୁଇ ଜଣ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ନାବାଳକକୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ୟାତନା ଦେବା ସହ…
ବିବାହ ଏକ ବାହାନା, ଚଉଠି ରାତି ଥିଲା ଛଳନା: ମିଛ କହି ୨ ଭାଇଙ୍କୁ ବିବାହ କରି ଲୁଟିଲେ ଦୁଇ ଭଉଣୀ
ଉତ୍ତରପ୍ରଦେଶ: ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କଲେ ଅନ୍ୟ ଏକ ପରିବାରର ୨ ଭଉଣୀ । ହେଲେ ଶାଶୂଘର ଲୋକଙ୍କୁ ନିଶାଯୁକ୍ତ କ୍ଷୀରି ଖୁଆଇ ଟଙ୍କା ଓ ସୁନା ଗହଣା ସହ ବିବାହରେ ମିଳିଥିବା ଉପହାର ଧରି ଚମ୍ପଟ ମାରିଲେ ୨…
(video)ସୁଡଙ୍ଗର ଛାତି ଚିରି ଶ୍ରମିକଙ୍କୁ କରାଯିବ ଉଦ୍ଧାର: ଘଟଣାସ୍ଥଳରେ ଜୟ ଶ୍ରୀରାମ ନାରା, ଭିଡିଓ ଜାରି
ଉତ୍ତରକାଶୀ ସିଲ୍କୟାରା ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଆମେରିକାର ଅଗର ମେସିନ୍ ବିଫଳ ହୋଇଯିବା ପରେ ସମସ୍ତେ ନିରାଶ ହୋଇପଡିଛନ୍ତି । ଏହାପରେ ଉଦ୍ଧାରକାରୀ ଦଳ ଏବେ ଅନ୍ୟ ଏକ ଯୋଜନା ହାତକୁ…
ଲୋମହର୍ଷଣକାରୀ ଘଟଣା: ପ୍ରଥମେ ପତ୍ନୀ, ତା’ପରେ ଶ୍ୱଶୂର ଓ ପରେ ନିଜକୁ ଗୁଳିମାରିଲା ଜ୍ୱାଇଁ
ଉତ୍ତରପ୍ରଦେଶ: ଶ୍ୱଶୂର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଲେ । ପରେ ଶ୍ୱଶୁରଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଜ୍ୱାଇଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି…
ଚୀନ୍ର ରହସ୍ୟମୟ ରୋଗକୁ ନେଇ ଭାରତରେ ଆତଙ୍କ, କରୋନା ସମୟର ଗାଇଡଲାଇନ୍ ମାନିବାକୁ ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ: କରୋନା ପରେ ଚୀନ୍ରେ ବ୍ୟାପିଥିବା ରହସ୍ୟମୟ ରୋଗ ଏବେ ବିଶ୍ୱର ବହୁ ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମଧ୍ୟ ଚେତାବନୀ ଜାରି କରିସାରିଛି । ଏହି ନୂଆ ରୋଗ…
ଡିସେମ୍ବର ୩କୁ ଅପେକ୍ଷା କରିଛି ସାରା ଦେଶ: ୫ଟି ରାଜ୍ୟର ଫଳାଫଳ ଲେଖିବ ୨୦୨୪ର ଇତିହାସ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା…
ଲମ୍ବା ପାଦ, ପତଳା ଆଙ୍ଗୁଠି ସହ ଚଉଡ଼ା ପଞ୍ଝା… ମିଳିଲା Dinosaurର ସନ୍ଧାନ! ପୃଥିବୀକୁ ଫେରିବ କି ଏହି ପ୍ରଜାତି
ନୂଆଦିଲ୍ଲୀ: ପୃଥିବୀରେ ଆକୃତି ଏବଂ କାର୍ଯ୍ୟଶୈଳୀ ଅନୁସାରେ ସବୁଠାରୁ ଅଲଗା ପ୍ରଜାତି ହେଉଛି ଡାଇନୋସର । ଆକାରରେ ବିଶାଳ ଏବଂ ଖୁବ ଭୟଙ୍କର ରୂପଧାରୀ ଡାଇନୋସର ପ୍ରଜାତି ବହୁ ବର୍ଷରୁ ଲୋପ ପାଇଯାଇଛି । ବ୍ରାଜିଲର…