Browsing Category
ଦେଶ ବିଦେଶ
ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମୁରଲୀଧର ପୁଣି କରିବେ ଓକିଲାତି, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ ମୂରଲୀଧର ବର୍ତ୍ତମାନ ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିବେ । ସୁପ୍ରିମକୋର୍ଟଙ୍କ ସଂପୂର୍ଣ୍ଣ କୋର୍ଟ ବୈଠକରେ ୧୬ ଅକ୍ଟୋବରର…
ପାକିସ୍ତାନ ଏଥର ବିଶ୍ୱକପ ଜିତିବ; କଂଗ୍ରେସ ନେତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିବାଦ
ଓଡିଶା ଭାସ୍କର; ଚଳିତ ଆଇସିସି କ୍ରିକେଟ ବିଶ୍ୱକପ -୨୦୨୩ ଭାରତରେ ଅନୁଷ୍ଠତ ହେଉଛି । ବିଭିନ୍ନ ଦେଶମାନଙ୍କରୁ ଅନେକ ବିଦେଶୀ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭାରତ ଆସିଛନ୍ତି । ଏହା ସହ ପଡୋଶୀ ଦେଶ ତଥା ଭାରତର…
ଖୁସି ଖବର! ଆହୁରି ବୃଦ୍ଧି ପାଇବ କୃଷକଙ୍କ ଆୟ, ସରକାର ୬ଟି ରବି ଫସଲରେ ବଢାଇଲେ MSP
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ଆମଦାନୀ ଏବଂ ଆର୍ଥିକ ସ୍ଥିତିକୁ ଦୃଢ କରିବା ଲାଗି ଲଗାତାର କାମ କରିଆସୁଛନ୍ତି । ଏହାରି ମଧ୍ୟରେ ସରକାର ଦୀପାବଳି ପୂର୍ବରୁ ଦେଶର କୃଷକଙ୍କୁ ଭେଟି ଦେଇଛନ୍ତି…
ଯାଚିକା ଗ୍ରହଣ ନ ହେବାରୁ ଭିନ୍ନ ତରିକାରେ କଲେ ପ୍ରତିବାଦ, ସୁପ୍ରିମକୋର୍ଟ ପରିସରରେ ପରସ୍ପରକୁ ମୁଦି ପିନ୍ଧାଇଲେ ଦୁଇ ସମଲିଙ୍ଗୀ
ନୂଆଦିଲ୍ଲୀ: ଗତକାଲି ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ମନା କରିବା ପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ…
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ସମସ୍ତ ୫ ଅପରାଧୀଙ୍କୁ କରାଗଲା ଦୋଷୀ ସାବ୍ୟସ୍ତ, ୧୫ ବର୍ଷ ପରେ ହେଲା ଶୁଣାଣି
ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେଟ କୋର୍ଟ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ନିଷ୍ପତ୍ତି ଘଟଣାର ୧୫ ବର୍ଷ ପରେ ନିଆଯାଇଛି । ଏବେ ଏହି ମାମଲାରେ ୨୬…
ଗୁଳିଗୋଳା ବର୍ଷଣକୁ ଖାତିର ନ କରି ଇସ୍ରାଏଲ ଦମ୍ପତିଙ୍କ ଜୀବନ ରକ୍ଷା କରିଛନ୍ତି ଭାରତର ୨ ମହିଳା, ସବୁଠି ଏବେ ଏହି ସୁପରଓମେନ୍ଙ୍କୁ ନେଇ…
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ଭୟଙ୍କର ରୂପ ନେବାରେ ଲାଗିଛି । ହମାସ ବିରୁଦ୍ଧରେ ଇସ୍ରାଏଲ ଖୋଜି ଖୋଜି ପ୍ରତିଶୋଧ ନେଉଛି । ତେବେ ଏହି ଯୁଦ୍ଧରେ ୨ ଭାରତୀୟ ମହିଳାଙ୍କର ଖୁବ୍ ପ୍ରଶଂସା…
ଏୟାର ଷ୍ଟ୍ରାଇକରେ ୫୦୦ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାର ଅଲ ଅହଲୀ ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ, ସେମାନଙ୍କୁ…
ଭାରତକୁ ବାଂଲାଦେଶର କଡ଼ା ଟକ୍କର; କହୁଛି ୧୦୦ରନ୍ ଭିତରେ କରିଦେବ ଅଲଆଉଟ୍
ଓଡ଼ିଶା ଭାସ୍କର: ୨୦୨୩ କ୍ରିକେଟ ବିଶ୍ୱକପ୍ରେ ପଛୁଆ ଦଳ ସବୁ କମାଲ କରୁଛନ୍ତି । ଆଗୁଆ ଦଳ ମାନଙ୍କୁ ହରାଇ ଦେଉଛନ୍ତି । ବହୁତ ବହୁତ ବ୍ୟବଧାନରେ ହରଉଛନ୍ତି ପଛୁଆ ଦଳ । ହଁ ଆଜ୍ଞା ଚାଲିଛି ବିଶ୍ୱକପ୍ର ମହାମୁକାବିଲା ।…
ଲିଫ୍ଟ ଜନିତ ଦୁର୍ଘଟଣା ରୋକିବାକୁ ଆସିଲା କଡା ଆଇନ, ଅବମାନନା କଲେ ଜେଲ୍ ସହିତ ଭରିବାକୁ ହେବ ମୋଟା ରକମର ଜୋରିମାନା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ କିଛିଦିନ ମଧ୍ୟରେ ଲିଫ୍ଟ ଜନିତ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଲକ୍ଷ୍ୟ କରି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ଏବେ କଡା ଆଇନ ତିଆରି କରିଛନ୍ତି । ଲିଫ୍ଟ ବନ୍ଦ ହୋଇଯିବା,…
ବଡ଼ ଘୋଷଣା କଲେ ଏଲନ ମସ୍କ: ଏଣିକି ସମସ୍ତ X ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଚାର୍ଜ
ନୂଆଦିଲ୍ଲୀ: ଟ୍ୱିଟର ତଥା ‘ଏକ୍ସ’କୁ ନେଇ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ନୂଆ ଆକାଉଣ୍ଟ ଖୋଲିଲେ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡ଼ିବ । ସମସ୍ତ ୟୁଜର୍ସଙ୍କ ପାଇଁ କମ୍ପାନୀ ଏକ ପେଡ ପ୍ଲାଟଫର୍ମ ଆଡ଼କୁ ଗତି…