Browsing Category

ଦେଶ ବିଦେଶ

ମାଳିକା ହେଲା ସତ! ପୃଥିବୀରୁ ଏହି ତାରିଖରେ ଲୋପ ପାଇବ ମଣିଷଜାତି: ଧ୍ୱଂସ ହେବ ପୃଥିବୀ

ନୂଆଦିଲ୍ଲୀ: ଡାଇନାସୋର ଭଳି ପୃଥିବୀରୁ ଲୋପ ପାଇଯିବ ମଣିଷ । ଯାହାକୁ ନେଇ ବୈଜ୍ଞାନିକମାନେ ତାରିଖ ବି ଆକଳନ କରିସାରିଛନ୍ତି । ପୃଥିବୀ ପୃଷ୍ଠରୁ ମଣିଷ ଲୋପ ପାଇଯିବା ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର…

ଉଚ୍ଚତା ପାଇଁ ସାଙ୍ଗ ସାଥୀ ମାନେ ଝିଅକୁ କରୁଥିଲେ ଟାହି ଟାପରା …ହେଲେ ଝିଅ ହୋଇଗଲା IAS

ଓଡ଼ିଶା ଭାସ୍କର: ସାଙ୍ଗ ସାଥୀ ସାହି ପରିଜନ ସମସ୍ତେ ତାଙ୍କୁ ଚିଡାଉଥିଲେ । ତାଙ୍କର ଉଚ୍ଚତାକୁ ନେଇ ମଜାକ ଉଡାଉ ଥିଲେ । ହେଲେ ସେହି ଝିଅ ଶାସନର ଭାର ସମ୍ଭାଳୁଛି । ହଁ ଆଜ୍ଞା ଉଚ୍ଚତା ମାତ୍ର ସାଢେ ୩ ଫୁଟ । ହେଲେ…

୫୦୦ କୋଟି ଟଙ୍କା ଦିଅ ; ନହେଲେ ମୋଦୀଙ୍କୁ ଉଡାଇବା ସହ ମୋଦୀ କ୍ରିକେଟ ଷ୍ଟାଡିୟମକୁ ବି ଉଡାଇଦେବୁ….

ନୂଆଦିଲ୍ଲୀ : ମୋଦୀଙ୍କୁ ଉଡାଇବା ସହ ମୋଦୀ କ୍ରିକେଟ ଷ୍ଟାଡିୟମକୁ ବି ଉଡାଇଦେବୁ । ୫୦୦ କୋଟି ଟଙ୍କା ଦିଅ ଆଉ ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କର । ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ଜାତୀୟ ଅନୁସନ୍ଧାନ…

ଭାରତ ଆସିବେ ସାମିଆ ସୁଲୁହୁ ହାସନ, ଅକ୍ଟୋବର ୮ରୁ ରହିଛି ତିନି ଦିନିଆ ଗସ୍ତ

ଓଡିଶା ଭାସ୍କର (ନୂଆଦିଲ୍ଲୀ) : ଆସନ୍ତା ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାନଜିଆନର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ । ଏନେଇ ଆଜି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା…

X, Youtube ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଆଇଟି ମନ୍ତ୍ରଣାଳୟ: ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ଶୋଷଣ ସହ ଜଡିତ ମାମଲାକୁ ନେଇ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବୈଦ୍ୟୁତିକ ଏବଂ ଆଇଟି ମନ୍ତ୍ରଣାଳୟର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ ଶବ୍ଦରେ…

ସିନେ ଦୁନିଆରେ ଓଡ଼ିଆଙ୍କ ଦବଦବା: NSD ନୂତନ ଅଧ୍ୟକ୍ଷ ପଦରେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାର ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ନ୍ୟାଶନାଲ ଡ୍ରାମା ସ୍କୁଲ(ଏନଏସଡି)ର ଅଧ୍ୟକ୍ଷ । ତାଙ୍କୁ ଗତ ଗୁରୁବାର ଏହି ପଦରେ ନିଯୁକ୍ତ କରାଗଲା । ତେବେ ଚିତ୍ତରଞ୍ଜନ ଏହି ପଦବୀ ସମ୍ଭାଳିବାରେ ପ୍ରଥମ ଓଡ଼ିଆ ।…

ସରିନି ଭାରତର ‘Moon Mission’ : ଚନ୍ଦ୍ରଯାନ-୪,୫,୬କୁ ନେଇ ବଡ଼ ଅପଡେଟ ଦେଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଭାରତର ଆତ୍ମବିଶ୍ୱାସକୁ ଦୃଢୀଭୂତ କରିଛି । ମହାକାଶ ଏବଂ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ମାଇଲ ଷ୍ଟୋନ୍ ସୃଷ୍ଟି କରିଛି ଭାରତ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ…

ଏସୀୟ କ୍ରୀଡ଼ା: ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା, ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ସାତ୍ବିକ-ଚିରାଗ

ଓଡ଼ିଶା ଭାସ୍କର: ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସଫଳତା । ବ୍ୟାଡମିଣ୍ଟନରେ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ଶନିବାର ଫାଇନାଲରେ ବିଶ୍ୱର ୩ ନମ୍ବର ଭାରତୀୟ…

ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଧ୍ୟାନ ଦିଅନ୍ତୁ; ଏହାକୁ ବଦଳାଇବାକୁ ପାଇଁ କାଲି ହେଉଛି ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୭ ହେଉଛି ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ । କାଲି ପରଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ପ୍ରତିବନ୍ଧକ ଲାଗିବ। ଏଣୁ ଆପଣଙ୍କ ପାଖରେ ଯଦି ୨୦୦୦ ଟଙ୍କିଆ ନୋଟ…

ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ବୋଲି କହି ଫସିଗଲା BJP ! ଜୟପୁରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିରୋଧରେ ଏକ ଅଭିଯୋଗ ରୁଜୁ ହୋଇଛି । ଜୟପୁରର ଓକିଲ ଜସୱନ୍ତ ଗୁର୍ଜର ଏହି ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବିଷୟରେ…