Browsing Category

ଦେଶ ବିଦେଶ

ଅଧିକାରୀ କହିଲେ ପାର୍ଟି ଦେଲେ ହେବ କାର୍ଯ୍ୟାନୁଷ୍ଠାନ; ଛେଳି, କୁକୁଡା, ମଦ ଓ ସିଗାରେଟ୍ ସାଥିରେ ଧରି କୃଷି କାର୍ଯ୍ୟାଳୟରେ ପହଞ୍ଚିଥିଲେ…

ହିଙ୍ଗୋଲି: ମହାରାଷ୍ଟ୍ର ହିଙ୍ଗୋଲୀରେ ନକଲି ଜୈବିକ ସାର ଓ ବିହନ ବିକ୍ରୀ କରୁଥିବା କମ୍ପାନୀ ଓ ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ସ୍ୱାଭିମାନୀ କୃଷକ ସଂଗଠନ ଗତ ୪ ମାସ ଧରି ଲଗାତର ଆନ୍ଦୋଳନ…

ବିଜେପିରୁ ଇସ୍ତଫା ଦେଲେ ଏହି ଅଭିନେତା: କହିଲେ- ‘ଜାତୀୟ ବିବାଦର ମୁକାବିଲା କରିବାରେ ସରକାର ଅକ୍ଷମ’

ନୂଆଦିଲ୍ଲୀ: ଜଣାଶୁଣା ମଣିପୁରୀ ଚଳଚ୍ଚିତ୍ର ଅଭିନେତା ରାଜକୁମାର କାଇକୁ ଓରଫ୍ ସୋମେନ୍ଦ୍ର ମଣିପୁରରେ ଦୁଇ ଯୁବ ଛାତ୍ରଙ୍କ ନିର୍ଦ୍ଦୟ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ସେ ଶାସକ…

ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନଙ୍କ ପରଲୋକ: ୯୮ ବର୍ଷରେ ନେଲେ ବିଦାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନ ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି । ଚେନ୍ନାଇଠାରେ ସ୍ୱାମୀନାଥନ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାମିଲନାଡ଼ୁର ଟେନାମ୍ପେଟ…

ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିନାହିଁ: ଭାରତର ସଫଳତାକୁ ମିଛ ବୋଲି କହିଲା ଚୀନ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ମିଶନ ଇତିହାସ ରଚିବା ପରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଥିଲା ପ୍ରଶଂସାର ସୁଅ । ନାସା ଠାରୁ ଆରମ୍ଭ କରି ୟୁରୋପୀୟ ମହାକାଶ ସଂସ୍ଥା ଏନେଇ ଭାରତକୁ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱର…

୫ ଘଣ୍ଟା ଜାମ୍ ହେଲା ବେଙ୍ଗାଲୁରୁ ସହର: ସକାଳୁ ସ୍କୁଲ ଯାଇଥିବା ପିଲା ରାତିରେ ଫେରିଲେ ଘରକୁ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଏପରି ହୋଇଥାଏ ଯେ, ଜନସାଧାରଣଙ୍କୁ ମାତ୍ର କିଛି ଦୂରର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଇଥାଏ । ତେବେ ଏଭଳି ଏକ ବଡ଼ ଦୃଶ୍ୟ…

ମନ୍ଦିରର ଦାନବାକ୍ସରୁ ବାହାରିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଟଙ୍କା ଭର୍ତ୍ତି ଲଫାଫା ! ଲୋକ କହିଲେ ଆମ ପ୍ରଧାନମନ୍ତ୍ରୀ କ’ଣ ଏତେ କଞ୍ଜୁସ

ଜୟପୁର: ଶୀର୍ଷକଟି ପଢି ଆପଣଙ୍କ ମନ ମଧ୍ୟରେ ଅନେକ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରିବ । କିନ୍ତୁ ଏପରି ଲେଖିବା ପଛରେ କିଛି ଏକ କାରଣ ରହିଛି । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ…

ବିରଳ ଘଟଣା ! ମାତ୍ର ୧୮ ଦିନରେ ମହିଳା ୨ ଥର ଗର୍ଭବତୀ, ଯାହାକୁ ଦେଖି ଉଡ଼ିଲା ଡାକ୍ତରଙ୍କ ହୋସ୍

ପ୍ରକୃତିର ଚମତ୍କାର ଆମକୁ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ଅନେକ ଥର ଏପରି ଘଟଣା ଘଟେ ଯାହା ଆମର ଏବଂ ଡାକ୍ତରଙ୍କ ମଧ୍ୟ କଳ୍ପନା ବାହାରେ ହୋଇଥାଏ । ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି । ସେ…

CBDT ଜାରି କଲା ନୋଟିଫିକେସନ: ଗୁଗଲ, ଫେସବୁକ ଓ ଏକ୍ସ’କୁ ଦେବାକୁ ପଡ଼ିବ ୧୮ ପ୍ରତିଶତ GST!

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ନୋଟିଫିକେସନ ମୁତାବକ, ଏଡଟେକ କମ୍ପାନୀମାନଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେବେ କେନ୍ଦ୍ର…

ବୈଜ୍ଞାନିକମାନେ ଆବିଷ୍କାର କଲେ ବିଶ୍ୱର ‘ଅଷ୍ଟମ ମହାଦେଶ’: ୩୭୫ ବର୍ଷ ଧରି ରହିଥିଲା ଅଦୃଶ୍ୟ

ନୂଆଦିଲ୍ଲୀ: ଦୀର୍ଘ ୩୭୫ ବର୍ଷ ପରେ ଭୂବିଜ୍ଞାନୀମାନେ ଏକ ବଡ଼ ସଫଳତା କରିଛନ୍ତି । ପୃଥିବୀର ‘ଅଷ୍ଟମ ମହାଦେଶ’ର ସନ୍ଧାନ ମିଳିଛି । ଭୂବିଜ୍ଞାନୀ ଓ ଭୂକମ୍ପ ବିଜ୍ଞାନୀଙ୍କର ଏକ ଛୋଟ ଟିମ ଏନେଇ ଏକ ନୂଆ ମ୍ୟାପ୍ ପ୍ରସ୍ତୁତ…

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ପୋଲିସ: ଡ୍ରଗ୍ସ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକ ଗିରଫ ହୋଇଛନ୍ତି । ଡ୍ରଗସ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ…