Browsing Category
ଦେଶ ବିଦେଶ
ସରୋଦ ବାଦକ ବଜାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ୬ ବର୍ଷର ଶିଶୁ, ଭିଡିଓ ଦେଖିଲେ ଆପଣ ମଧ୍ୟ କରିବେ ପ୍ରଶଂସା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୩ତମ ଜନ୍ମ ଦିନ । ଏଥି ପାଇଁ ଆଜି ତାଙ୍କୁ ସାରା ଦେଶ ଶୁଭେଚ୍ଛା ଜଣାଉନ୍ତି । ଲୋକମାନେ ସୋସିଆଲ ମିଡିଆରେ ଲେଖିକି ଭିଡିଓ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କୁ…
ବିଶ୍ୱକର୍ମା ପୋର୍ଟାଲ ସହ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ: ଜନ୍ମଦିନରେ ଉପହାର ଦେଲେ ମୋଦୀ
ନୂଆଦିଲ୍ଲୀ: ଆଜି ପବିତ୍ର ବିଶ୍ୱକର୍ମା ପୂଜା ସାରା ଦେଶରେ ପାଳନ କରାଯାଉଛି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ଦେଶବାସୀଙ୍କ ଖୁସି ଡବଲ ହୋଇଯାଇଛି । ତେବେ ଏହି ଖୁସିକୁ ଆହୁରି ସ୍ମରଣୀୟ…
ଭାରତ ସହିତ ପଙ୍ଗା ନେଲେ ତୁମର ପିଲା ଅନାଥ ହୋଇଯିବେ, ଜାଣନ୍ତୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କାହାକୁ ଦେଉଛନ୍ତି ଚେତାବନୀ ?
ନୂଆଦିଲ୍ଲୀ: କାଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ଟ୍ୱିଟରରେ ଅନନ୍ତନାଗରେ ସେନା ଅପରେସନ୍ ଉପରେ ଏକ…
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର: ପ୍ରଥମ ଥର ପାଇଁ ଏହି ହସ୍ପିଟାଲରେ ଆରମ୍ଭ ହେଲା ସ୍ପେଶାଲ OPD
ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ୱତନ୍ତ୍ର OPD ସେବା ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ଯେ, ବର୍ତ୍ତମାନ ସେମାନଙ୍କର ଦାବି…
ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ସେନାର ଏହି ନୂଆ ଡ୍ରୋନ, ୪ ଦିଗରୁ କରିବ ବମ୍ ବର୍ଷା
ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଷଷ୍ଠ ଦିନ ବି ଏନକାଉଣ୍ଟର ଜାରି ରହିଛି । ଏଠାରେ ଏବେ ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଆତଙ୍କବାଦୀଙ୍କ ତଲାସରେ ସେନାର ବିଶେଷ ହେଲିକପ୍ଟର…
‘ପିଏମ୍-ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ସାଧାରଣ ଲୋକଙ୍କୁ କ’ଣ ମିଳିବ ଫାଇଦା ?
ନୂଆଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍-ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ପାରମ୍ପରିକ ହସ୍ତଶିଳ୍ପୀ ଏବଂ କାରିଗରମାନଙ୍କୁ ଅଧିକ ସଶକ୍ତ…
(video)ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ଯଶୋଭୂମି ସେଣ୍ଟର, ଜୋତା ହାତରେ ଧରି ମୋଚୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ନିର୍ମିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର(IICC)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଯଶୋଭୂମି କନଭେନସନ ସେଣ୍ଟର…
କ’ଣ ଏଇଥି ପାଇଁ ବିଦେଶ ଯାଇଛନ୍ତି ରାହୁଲ ଗାନ୍ଧୀ ? ମାନଚିତ୍ରରେ ଉତ୍ତର-ପୁର୍ବ ରାଜ୍ୟ ନଥିବାରୁ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିବାକୁ କଂଗ୍ରେସ ପ୍ରସ୍ତୁତ କରିଥିବା ଭିଡିଓ ପାଇଁ ଏବେ ନିଜେ ଫସିଯାଇଛି । କଂଗ୍ରେସ ଏକ ଆନିମେଟେଡ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ…
ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦରୁ ବିଜେପି ଉଠାଉଛି ଲାଭ, କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ
ହାଇଦ୍ରାବାଦ: ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ; ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…