Browsing Category
ଦେଶ ବିଦେଶ
ପର୍ବପର୍ବାଣୀ ପୂର୍ବରୁ ସରକାର ଦେଲେ ଏହି ଉପହାର: ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ଏକ-ଏକ ହଜାର ଟଙ୍କା
ନୂଆଦିଲ୍ଲୀ: ତାମିଲନାଡୁ ସରକାର ଶୁକ୍ରବାର ଠାରୁ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କାଞ୍ଚିପୁରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଯୋଜନା ଆରମ୍ଭ କରିଛନ୍ତି, ଯାହାର ନାମ…
୯ କୋଟିରେ ବିକ୍ରି ହେଲା ରାଜକୁମାରୀ ଡାଏନାଙ୍କ ‘ଲାଲ ସ୍ୱେଟର’ , ୪୨ ବର୍ଷ ତଳେ ପିନ୍ଧିଥିଲେ ଏକ ଖାସ୍ ଦିନରେ
ନୂଆଦିଲ୍ଲୀ : ବ୍ରିଟେନର ରାଜକୁମାରୀ ଡାଏନା ପିନ୍ଧିଥିବା ଏକ ସ୍ୱେଟର ନିଲାମ ହୋଇଛି । ଏହି ସ୍ୱେଟରରେ ଏକ କଳା ମେଣ୍ଢାର ଚିତ୍ର ରହିଥିବାରୁ ଏହାର ନାଁ ହେଉଛି "ବ୍ଲାକ ସିପ' ସ୍ୱେଟର । ଏହା ନ୍ୟୁୟର୍କ ସୋଥବିରେ ୧.୧…
ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଚୋରି ହେଲା ମୂଲ୍ୟବାନ ଜିନିଷ,ଜଣେ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନାସନାଲ ଏୟାରପୋର୍ଟରେ ଲୋଡର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏୟାରପୋର୍ଟ ପୋଲିସ କହିବା ଅନୁସାରରେ ଏହି ଲୋଡର ଲୋକମାନଙ୍କ ବ୍ୟାଗରୁ ମୂଲ୍ୟବାନ…
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର ୪ ମୃତ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଏଥିସହ ୩ ଜଣ ମଧ୍ୟ…
ନୁହରେ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା, ଲାଗୁ ହେଲା ୧୪୪ ଧାରା, କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଶୁଣାଣି
ନୂଆଦିଲ୍ଲୀ: ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏଥିସହ ୧୬ ସେପ୍ଟେମ୍ବର ରାତି ୧୨ଟା ଯାଏଁ ଇଣ୍ଟରନେଟ ସେବା ଗୁଡିକୁ ବନ୍ଦ କରାଯାଇଛି । ହରିୟାଣା…
ବିନା ପ୍ରସ୍ତୁତିରେ ଜୁନିଅରଙ୍କୁ ସୁପ୍ରିମକୋର୍ଟ ପଠାଇଦେଲେ ବରିଷ୍ଠ ଓକିଲ, ଜାଣନ୍ତୁ ତା’ପରେ ହେଲା କ’ଣ ?
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଜଣେ ଓକିଲଙ୍କୁ ଏକ ମାମଲା ସ୍ଥଗିତାଦେଶ ପାଇଁ ଜଣେ ଅପ୍ରସ୍ତୁତ” ଜୁନିଅରଙ୍କୁ ପଠାଇବା କାରଣରୁ ବିଚାରପତି ସମ୍ପୃକ୍ତ ଓକିଲଙ୍କ ଉପରେ ୨,୦୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି ।…
ଗ୍ରେଟର ନୋଏଡାରେ ଭୁଶୁଡ଼ି ପଡ଼ିଲା ବିଲଡିଂର ଲିଫ୍ଟ, ଦୁର୍ଘଟଣାରେ ୪ ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭୁଶୁଡ଼ିପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା…
ଅଚାନକ ବଢିଗଲା ଗହମ ଦର, ଜମାଖୋର ଓ କଳାବଜାରୀଙ୍କୁ ସାବାଡ କରିବାକୁ ସରକାର ନେଲେ ଏପରି ପଦକ୍ଷେପ
ନୂଆଦିଲ୍ଲୀ:ପ୍ରଥମେ ପନିପରିବା, ତା’ ପରେ ମସଲା ଓ ଡାଲି ପରେ ଏବଂ ଏବେ ଗହମର ଦାମ୍ ବୃଦ୍ଧି ପାଇଛି । ଏହି କାରଣରୁ କେନ୍ଦ୍ର ସରକାର ଗହମର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ତତ୍କାଳ ପଦକ୍ଷେପ ନେବାକୁ ବାଧ୍ୟ…
କେରଳରୁ ନିପା ଭାଇରସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ: ସମ୍ପର୍କରେ ୫୦ ଲୋକ, କୋଝିକୋଡେରେ ସ୍କୁଲ-କଲେଜ-ଅଫିସ୍ ବନ୍ଦ
ନୂଆଦିଲ୍ଲୀ: ନିପା ଭାଇରସରେ ସଂକ୍ରମିତ ଆଉ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬ କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପାଇଁ ଆରାମଦାୟକ ବିଷୟ ଯେ ପୂର୍ବରୁ ପରୀକ୍ଷା…
ବିଶ୍ୱକୁ ଚଲାଉଛନ୍ତି ଭାରତ ସମେତ ଏହି ୧୦ ଦେଶ! ଜାଣନ୍ତୁ କେଉଁଠି ଅଛି ସବୁଠୁ ଅଧିକ ଇଣ୍ଡଷ୍ଟ୍ରୀ
ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ, ବିଶ୍ୱରେ ଶିଳ୍ପ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି । ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ଏହି ବୃଦ୍ଧି ଉଲ୍ଲେଖନୀୟ । ଏହାର ସଂଖ୍ୟାରେ ଏକ ଭଲ ବୃଦ୍ଧି କେବଳ ବିଶ୍ୱବ୍ୟାପୀ ନୁହେଁ,…