Browsing Category
ଦେଶ ବିଦେଶ
କୋର୍ଟରେ ପିତାମାତାଙ୍କୁ ବାଛିଲା ଝିଅ: ଶୁଣାଣି ପରେ ବିଚାରପତିଙ୍କ ଆଗରେ ହାତ କାଟିଦେଲା ବିବାହିତ ପ୍ରେମିକ
ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ଯେତେବେଳେ ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତି ହାଇକୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ତାଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାସ୍ତବରେ ଯେଉଁ…
ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ଜାରି କଲା ନୂଆ ନିୟମ: ଅକ୍ଟୋବର ୧ରୁ ଲାଗୁହେବ କଟକଣା
ନୂଆଦିଲ୍ଲୀ: ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଟେଲିକମ ଠକେଇ, ଫୋନ କଲ ଓ ମେସେଜ ଫ୍ରଡ ମାମଲା ସାମ୍ନାକୁ ଆସିବା ପରେ ଏହି ନିୟମ ଲାଗୁ କରାଯାଇଛି । ଜଣେ…
RBI ଦେଲା ଗ୍ରାହକଙ୍କୁ ଦମଦାର ଅଫର! ଏବେ ପୂର୍ବ-ଅନୁମୋଦିତ ଋଣ ମାଧ୍ୟମରେ କରିପାରିବେ UPI କାରବାର
ନୂଆଦିଲ୍ଲୀ : ଦେଶରେ UPIର କାରବାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ସହ ଜଡିତ ସୁବିଧା ଗୁଡିକ ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ପରିସରରେ ଆଉ ଏକ ନୂତନ ସୁବିଧାକୁ ଯୋଗ କରାଯାଇଛି । ରିଜର୍ଭ…
ସମ୍ବିଧାନରୁ ‘India’କୁ ହଟାଇବା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ବିଲ ଉପସ୍ଥାପନ କରିପାରନ୍ତି: ସୂତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ‘ଦାସତ୍ୱ ମାନସିକତା’ରୁ ମୁକ୍ତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି । ଏଥିସହିତ ‘ଅମୃତ କାଳ’ ସମୟର ଏହି ମାନସିକତା ସହ…
ଜୁଲାଇରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି WhatsApp: ଏହି ଭୁଲ୍ କଲେ ଆପଣଙ୍କ ନମ୍ବର ବି ହୋଇପାରେ
ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀଗୁଡିକକୁ ପ୍ରତି ମାସରେ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରଦାନ କରିବାକୁ ପଡିଥାଏ । ମେଟା ଜୁଲାଇ ମାସ ପାଇଁ ହ୍ୱାଟ୍ସଆପର ସୁରକ୍ଷା ରିପୋର୍ଟ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଫ୍ୟାନମାନଙ୍କର ନିଆରା ପ୍ରୟାସ: ୭,୨୦୦ ହୀରାରେ ପ୍ରସ୍ତୁତ ହେଲା ପ୍ରଧାନମନ୍ତ୍ରୀଙ୍କ ଚିତ୍ର
ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଚଳିତ ମାସ ପାଳନ ହେବ । ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ତାଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୧୭ ସେପ୍ଟେମ୍ବରରେ…
ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ, ହେଲେ ତାଙ୍କ ବଦଳରେ ଆସିବେ…
ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼…
ବର୍ତ୍ତମାନ ୨୦୧୪ ମସିହାର ଦରରେ ମିଳିବ LPG : ଆସନ୍ତୁ ଜାଣିବା କେତେ ଦରରେ ଦିଆଯିବ ସିଲିଣ୍ଡର
ନୂଆଦିଲ୍ଲୀ : ବର୍ତ୍ତମାନ ବିନା ସବସିଡିର ଘରୋଇ ଗ୍ୟାସ ୨୦୧୪ରେ ଥିବା ଦରରେ ମିଳିବ । ଇଣ୍ଡିୟାନ ଅଏଲ ଅନୁସାରେ ସେପ୍ଟେମ୍ବର ୧ ୨୦୧୪ରେ ଘରୋଇ ଗ୍ୟାସ ସିଲିଣ୍ଡରର ଦର ଦିଲ୍ଲୀରେ ୯୦୧ ଟଙ୍କା, କୋଲକାତାରେ ୯୪୫ ଟଙ୍କା,…
ସଫଳତାର ସହ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍୧
ଓଡିଶା ଭାସ୍କର; ମହାକାଶରେ ପୃଥିବୀର ଦ୍ୱିତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍୧ । ପୂର୍ବରୁ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ବେଳେ ଏବେ ଦ୍ୱିତୀୟ ଅର୍ବିଟ୍ ରେଜିଂ କରିବାରେ ସଫଳ…
ଭାରତ ଆସିବା ପୂର୍ବରୁ ଆମେରିକାର ପ୍ରଥମ ଲେଡିଙ୍କୁ ହେଲା କରୋନା: ବାଇଡେନଙ୍କର ମଧ୍ୟ ହେଲା ଟେଷ୍ଟ
ନୂଆଦିଲ୍ଲୀ: ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ କରୋନା ପଜିଟିଭ୍ ହୋଇଥିବା…