Browsing Category
ଦେଶ ବିଦେଶ
ଅଗଷ୍ଟରେ କମିଯିବ ସିମେଣ୍ଟ ଦର, ଜାଣନ୍ତୁ ଏହା ପଛରେ ଥିବା କାରଣ
ନୂଆଦିଲ୍ଲୀ: ବର୍ତ୍ତମାନ ଘର ନିର୍ମାଣ ଟିକେ ଶସ୍ତା ହୋଇପାରେ କାରଣ ଦେଶରେ ସିମେଣ୍ଟ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଇନପୁଟ୍ ମୂଲ୍ୟର ଚାପ ହ୍ରାସ ପାଉଛି ଯେଉଁଥିପାଇଁ ସିମେଣ୍ଟର ଚାହିଦା ବଢିବ। ଆଗାମୀ ଲୋକସଭା…
ସ୍ୱାଧୀନତା ଦିବସରେ ଆମେରିକୀୟ ସାଂସଦମାନେ ଲାଲ କିଲାରେ ଶୁଣିବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ, ଏହି ଲୋକମାନଙ୍କୁ ମଧ୍ୟ ଭେଟିବେ
ନୂଆଦିଲ୍ଲୀ: ଅଗଷ୍ଟ ୧୫ ରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପାଇଁ ଆମେରିକା ସାଂସଦର ଏକ ଦ୍ୱିପାକ୍ଷିକ ଦଳ ଭାରତ ଗସ୍ତ କରୁଛନ୍ତି। ଦ୍ୱିପାକ୍ଷିକ ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ…
Airtel Xstream AirFiber ସର୍ଭିସ ଭାରତରେ ଲଞ୍ଚ ହେଲା: ୬୪ଟି ଡିଭାଇସରେ ଏକସଙ୍ଗେ ଚାଲିବ 5G ଇଣ୍ଟରନେଟ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓଠାରୁ ଗୋଟିଏ ପାଦ ଆଗକୁ ଯାଇ ଭାରତରେ ଏୟାରଟେଲ ନିଜର ଏକ୍ସଷ୍ଟ୍ରିମ ଏୟାରଫାଇବର ସର୍ଭିସ ଲଞ୍ଚ କରିଛି । ଏହି ସେବାର ସହାୟତାରେ ଆପଣ ଯେ କୌଣସି ଡିଭାଇସରେ ଏକ ସଙ୍ଗେ ୫ଜି ଇଣ୍ଟରନେଟ ୟୁଜ୍…
ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ
ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା…
What Is Disease X? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ କ’ଣ ଥିଲା, ବୈଜ୍ଞାନିକମାନେ ଏହି ଅଜଣା ରୋଗକୁ ନେଇ ଏତେ ଚିନ୍ତିତ କାହିଁକି
ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବରୁ ଡିଜିଜ-ଏକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଖାପାଖି ତିନିବର୍ଷ ଧରି କରୋନା ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ତେବେ ଗତବର୍ଷ ଶେଷ ଆଡ଼କୁ କିଛି…
ଖୁସି ଖବର! ଖୁବ ଶୀଘ୍ର କମିବ ବିଲାତି ଏବଂ ଡାଲି ଦର, ସରକାର ନେଉଛନ୍ତି ପଦକ୍ଷେପ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁଯାୟୀ, ସରକାର ବିଲାତି, ପିଆଜ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ନଜର ରଖିଛନ୍ତି ଏବଂ ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ…
ଆଜି ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏସ.ମୁରଲୀଧର ସୋମବାର ଦିନ ଅବସର ଗ୍ରହଣ କରିଛନ୍ତି । ବର୍ତ୍ତମାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ରରେ ଆଜି ଶପଥ ଗ୍ରହଣ…
ମହିଳା ସମ୍ମାନ ସଞ୍ଚୟ ଯୋଜନା ସମ୍ବନ୍ଧରେ ସରକାର ଦେଲେ ଅପଡେଟ : ଜାଣିନିଅନ୍ତୁ ପୁରା ବିବରଣୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହିଳାମାନଙ୍କୁ ଉପହାର ଦେଇ ମହିଳା ସମ୍ମାନ ଯୋଜନା ସଞ୍ଚୟ ପତ୍ର ନାମକ ଏକ ନୂତନ ଯୋଜନା ପ୍ରଣୟନ କରିଥିଲେ। ଏହା ଅଧୀନରେ ମହିଳାମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ।…
ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ ଫ୍ରିଡକିନଙ୍କ ପରଲୋକ, ୮୭ ବର୍ଷରେ ବୁଜିଲେ ଆଖି
ନୂଆଦିଲ୍ଲୀ: 'ଦି ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନଙ୍କ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟ ସମୟରେ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ହଲିଉଡ୍…
ଡାଟା ସୁରକ୍ଷା ବିଲ ପ୍ରତି ଭାରତୀୟଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ: ସାଧାରଣ ଜନତାଙ୍କୁ ମିଳିବାକୁ ଯାଉଛିି ୧୦ ବଡ଼ ଡିଜିଟାଲ୍ ବେନିଫିଟ୍
ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଗତ ୭ ତାରିଖରେ ଲୋକସଭାରେ ତଥ୍ୟ ସୁରକ୍ଷା ବିଲ ପାସ କରିନେଇଛି ଏନଡିଏ ସରକାର । ଗୋପନୀୟତା ପ୍ରସଙ୍ଗ ଓ ବ୍ୟକ୍ତିଗତ ମୌଳିକ ଅଧିକାର ଉଲ୍ଲଂଘନକୁ ନେଇ ବିରୋଧୀ କ୍ରମାଗତ ଭାବେ…