Browsing Category
ଦେଶ ବିଦେଶ
ଦୁନିଆରେ ଏପରି ୩ ଜଣ ଅଛନ୍ତି, ଯିଏ ବିନା ପାସପୋର୍ଟରେ ମଧ୍ୟ ସବୁଆଡେ ଯାଇପାରିବେ!
ନୂଆଦିଲ୍ଲୀ: ଯେତେବେଳେ କେହି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାସପୋର୍ଟ। ଏପରିକି କୌଣସି ଦେଶର ସବୁଠାରୁ ବଡ ଭିଆଇପି ଅନ୍ୟ ଦେଶକୁ ଯିବାବେଳେ ତାଙ୍କ ସହିତ…
ଆଉ ଶୁଭିବ ନାହିଁ ‘ବବର ଶେର’ର ରଡି, ୧୭ ବର୍ଷରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଗଲା ପୃଥିବୀ
ଲକ୍ଷ୍ନୌ: ଆଉ ନାହିଁ ‘ବବର ଶେର’ ପୃଥିବୀ ଯିଏ ଲକ୍ଷ୍ନୌ ଚିଡିଆଘରେ ସାରା ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଯାହାର ଗୋଟିଏ ରଡି ସାରା ଅଞ୍ଚଳକୁ ଦିନେ ଦୋହଲାଇ ଦେଉଥିଲା ସେ ସବୁଦିନ ପାଇଁ…
ବୁଲାକୁକୁରଙ୍କ ପାଖରୁ ମିଳିଲା ଭୟଙ୍କର ଜୀବାଣୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଦିଲ୍ଲୀର ବୁଲାକୁକୁରଙ୍କ ଠାରୁ Candida auris ନାମକ ଏକ ଜୀବାଣୁକୁ ଚିହ୍ନଟ କରିଛନ୍ତି । କ୍ୟାଣ୍ଡିଡା ଆରିସ ରୋଗ ସୃଷ୍ଟି କରୁଥିବା ଏକ ଫଙ୍ଗସ ଅଟେ । ଯାହାର ଜୀବିତ କଲ୍ଚର ନ୍ୟୁଟେରଡ…
ବନ୍ଧୁକଧାରୀ କମାଣ୍ଡୋଙ୍କ ସୁରକ୍ଷାରେ ଟମାଟୋ ଓ ପନିପରିବା: ଦରଦାମ୍ ବୃଦ୍ଧି ବିରୋଧରେ ଅଭିନବ ପ୍ରଦର୍ଶନର ଚିତ୍ର
ରାୟସେନ : ଏବେ ଟମାଟୋର ଦରବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୫ ଟଙ୍କାରେ ବିକ୍ରି ହେଉଥିବା ଟମାଟୋର କିଲୋ ପ୍ରତି ଦର ଏବେ ୨୫୦ ଟଙ୍କାରେ ପହଞ୍ଚିଲାଣି । ଟମାଟୋର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ…
‘ଏବେ ମୁଁ ହିନ୍ଦୁ ଏବଂ ଭାରତୀୟ’: PUBG ଖେଳରେ ପ୍ରେମ ହୋଇଥିବା ପାକିସ୍ତାନୀ ମହିଳା କହିଲେ ଏହି କଥା
ନୋଏଡା: ଶନିବାର ଦିନ ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମିକ ସଚିନ ମୀନା ଜେଲରୁ ବାହାରିଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି।…
ଏଣିକି ଆଉ ଠକି ପାରିବେନି ଜିଏସଟି: ଠକୁଥିବା ବେପାରୀ, ବ୍ୟବସାୟୀ କିମ୍ବା ଫାର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଇଡି
ନୂଆଦିଲ୍ଲୀ: ଜିଏସଟି (ସେବା ଓ ଦ୍ରବ୍ୟ ଟିକସ) ପଇଠ କ୍ଷେତ୍ରରେ ଘୋଟାଲାକୁ ରୋକିବା ଲାଗି ସରକାର ଏବେ ନେଇଛନ୍ତି ବଡ ନିଷ୍ପତ୍ତି । ସରକାର ଜିଏସଟି ନେଟୱାର୍କକୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନକୁ…
(Video) ପେଟ୍ରୋଲିଂ ସମୟରେ ବନ୍ୟା ଜଳରେ ଭାସିଗଲେ ୨ ସେନା, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଜାମ୍ମୁ: ଜାମ୍ମୁ କାଶ୍ମୀରର ଦୂର ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ନଦୀ ପାର ହେଉଥିବା ବେଳେ ଭାରତୀୟ ସେନାର ନାଏବ ସୁବେଦାର କୁଲଦୀପ ସିଂ ବନ୍ୟାରେ ଭାସି ଯାଇଛନ୍ତି। ଜାମ୍ମୁରେ ପ୍ରତିରକ୍ଷା ବିଭାଗର PRO…
ଗରିବୀର ହତ୍ୟା ପରିବର୍ତ୍ତେ ଗରିବଙ୍କୁ ହତ୍ୟା କରାଯାଉଛି, ଏପରି ସ୍ଥିତି ଆଗାମୀ ପିଢିକୁ ପ୍ରଭାବିତ କରିବ ବୋଲି କହିଲେ ରାଜ୍ୟପାଳ
କୋଲକାତା:ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ହୋଇଥିବା ବ୍ୟାପକ ହିଂସାକୁ ଲକ୍ଷ୍ୟ କରି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ମୁଁ ବାସ୍ତବିକ କ୍ଷେତ୍ରରେ ଯାହା ଦେଖିଲି ତାହା ବହୁତ ଚିନ୍ତାଜନକ ।…
ଲଗାଣିଆ ବର୍ଷାରେ ବିଲ୍ଡିଂ ଭୁଷୁଡ଼ି ୧୪ ଜଣଙ୍କ ମୃତ୍ୟୁ: କ୍ଷତିଗ୍ରସ୍ତ ଅଟ୍ଟାଳିକାରେ ରହୁଥିଲେ ଭୂମୀହୀନ ଲୋକେ
ବ୍ରାଜିଲ: ବ୍ରାଜିଲରେ ଏକ କୋଠା ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହେବ ଖବର ସାମ୍ନାକୁ ଆସିଛି। ସେଠାରେ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲୋକଙ୍କୁ ଟାଣି ନେଇ…
କିଏ ଏହି ଯୁବକ? ଯାହାର ଗୀତ ଶୁଣି ପ୍ରଧାନମନ୍ତ୍ରୀ ମୋଦୀ କଲେ ଆଲିଙ୍ଗନ
ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଜଣେ ଯୁବକଙ୍କୁ ଆଲିଙ୍ଗନ କରିଥିଲେ। ଯୁବକ ଜଣକ ନାଟୁ-ନାଟୁ ଗୀତକୁ ପିଏମ ମୋଦୀଙ୍କୁ ଶୁଣାଇଥିଲେ।…