fbpx
Browsing Category

ଦେଶ ବିଦେଶ

ହିଜାବ ମାମଲା: ପ୍ରଦର୍ଶନକାରୀଙ୍କୁ ଆଉ ଏକ ଝଟକା, ପୁନର୍ବାର ହେବ ନାହିଁ ଦ୍ଵାଦଶ ବୋର୍ଡ ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ମାମଲାକୁ ନେଇ ପରୀକ୍ଷା ବହିଷ୍କାର କରି ବିରୋଧ ପ୍ରଦର୍ଶନରେ ସାମିଲ୍ ଛାତ୍ରୀମାନଙ୍କୁ ଲାଗିଲା ଜୋରଦାର ଝଟକା। ସରକାର ଏମିତି ଛାତ୍ରୀମାନଙ୍କୁ ପ୍ରାକ୍ଟିକଲ ପରୀକ୍ଷା ପାଇଁ ଦ୍ଵିତୀୟ…

ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନଙ୍କ ପାର୍ଥିବ ଶରୀର ପହଞ୍ଚିଲା ବେଙ୍ଗାଲୁରୁରେ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ଭାରତରେ ପହଞ୍ଚିଛି । ରୁଷର ହମଲାରେ ନବୀନଙ୍କ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଜଟିଳ…

(ଭିଡିଓ ଦେଖନ୍ତୁ) ରାତି ୧୨ଟାରେ ରାଜରାସ୍ତାରେ ଯୁବକଟି ଦୌଡ଼ୁଛି କାହିଁକି? ତା’ର ଦୁଃଖ ଜାଣିଲେ ଆପଣ ବି ଲୁହ ଝରାଇବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଏକ କାନ୍ଧରେ ଏକ ବ୍ୟାଗ ପକାଇ ରାସ୍ତା ମଝିରେ ଦୌଡ଼ୁଥିବା ଦେଖାଯାଉଛି । ଉତ୍ତରାଖଣ୍ଡର ଫିଲ୍ମନିର୍ମାତା ବିନୋଦ…

ପତ୍ନୀ ମଟନ୍ ନକରିବାରୁ ୧୦୦ରେ ଫୋନ୍ କରି ଅଭିଯୋଗ କଲା ସ୍ୱାମୀ, ପୋଲିସ ନେଲା ଏପରି ଆକ୍ସନ୍

ନୂଆଦିଲ୍ଲୀ: ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ହୋଲି ଅବସରରେ ଏକ ଅଜବ ଘଟଣା ଘଟିଛି । ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ନମ୍ବର ୧୦୦କୁ କଲ୍ କରି ଲୋକମାନେ ପୋଲିସର ସହାୟତା ନିଅନ୍ତି, କିନ୍ତୁ ତେଲେଙ୍ଗାନାରେ ଜଣେ…

ବିହାରରେ ୩ ଦିନରେ ୩୨ ଜଣଙ୍କର ସନ୍ଦିଗ୍ଧ ମୃତ୍ୟୁ: ବିଷାକ୍ତ ମଦ ଯୋଗୁଁ…

ପାଟନା: ହୋଲି ଅବସରରେ ବିହାରର ଅନେକ ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ୩୨ ଲୋକଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି, ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ଭାଗଲପୁରର ୧୬ ଜଣ,…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆଜି ୨୦୪ ଟ୍ରେନ୍ ବାତିଲ୍ , ଘରୁ ବାହାରିବା ପୂର୍ବରୁ ଏପରି ଚେକ୍ କରନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ହୋଲି ଉତ୍ସବ ପରେ ଲୋକମାନେ…

ଋଷ ବିରୁଦ୍ଧରେ ୟୁକ୍ରେନର ଦାବି: ଯୁଦ୍ଧରେ ପୁତିନ ସେନାର ନଷ୍ଟ କରିଛି ଏତିକି ବିମାନ, ମାରିଛି ୧୪ ହଜାରରୁ ଅଧିକ ସୈନ୍ୟ

ନୂଆଦିଲ୍ଲୀ: ୟୁକ୍ରେନର ବିଦେଶୀ ମନ୍ତ୍ରାଳୟ ଋଷ ସୈନ୍ୟ ବିରୁଦ୍ଧରେ ଏକ ବଡ ଦାବି କରିଛି । ୨୫ ଦିନର ଏହି ଯୁଦ୍ଧ ଭିତରେ ଋଷର ମୋଟ ୧୪, ୭୦୦ ସୈନ୍ୟଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛି ୟୁକ୍ରେନ ସେନା । କେବଳ ସେତିକି…

ନିଜ ଆସନ ଟଳମଳ ସମୟରେ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ, କହିଲେ- ଭାରତକୁ ସଲାମ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେବାରେ ଲାଗିଛି। ଏମିତି ବିଷମ ପରିସ୍ଥିତିରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି। ଖୈବର…

RJD ରେ ମିଶିଲା LJD; ୨୫ ବର୍ଷ ପରେ ଏକାଠି ହେଲେ ଲାଲୁ-ଶରଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ ରବିବାର ତାଙ୍କର ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) କୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶ୍ରଣ ନେଇ ଘୋଷଣା କରିଛନ୍ତି । ଦୁଇ ପାର୍ଟୀର…

୩୦୦ ରୁ ୫୫ ପିଲା କରିଛନ୍ତି ଅନଲାଇନ କ୍ଲାସ: ଏମ.ସି.ଡି ବିଦ୍ୟାଳୟ ଦେଲା ଏମିତି ତଥ୍ୟ

ନୂଆଦିଲ୍ଳୀ: ଦୁଇ ବର୍ଷରୁ ଭାରତରେ କରୋନା ତାଣ୍ଡବ ରଚି ଚାଲିଛି । ଅନେକ ଧନ ଜୀବନ ନଷ୍ଟ କରିବା ସହିତ ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ଦେଖାଯାଇଛି । ଗୋଟିଏ ପଟେ ସଂକ୍ରମଣ ପାଇଁ ବିଦ୍ୟାଳୟଗୁଡ଼ିକ…