fbpx
Browsing Category

ଦେଶ ବିଦେଶ

ରୁଷ ସହ ଉର୍ଜା ଏବଂ ଅନ୍ୟ ସାମଗ୍ରୀ ଆମଦାନୀ କରିବା ଆପଣଙ୍କ ହିତରେ ନୁହେଁ, ଭାରତକୁ ଚେତାଇଲା ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ ଅନେକ କଟକଣା ଲଗାଇଛନ୍ତି। ରୁଷଠୁ ଅଶୋଧିତ ତୈଳ ଦର ଏବଂ ଅନ୍ୟ ସାମଗ୍ରୀର ଆମଦାନୀ ଏବଂ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି।…

କାର ପାଇଁ କରିଦେଲେ ହତ୍ୟା: ବିବାହର ଦେଢ ମାସ ପରେ ନବବିବାହିତାଙ୍କୁ ମାରି ଶାଶୁଘର ଲୋକେ ଫେରାର

ବିହାର: ବିହାରର ହାଜୀପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିବାହର ମାତ୍ର ଦେଢ ମାସ ପରେ ଜଣେ ନବବିବାହିତାଙ୍କ ହତ୍ୟା କରି ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ହତ୍ୟାର କାରଣ ଯୌତୁକ ବୋଲି…

୭ ରାଜ୍ୟକୁ ମିଳିଲା ଚେତାବନୀ: ଆଗାମୀ ୫ ଦିନରେ ତାତି ଆହୁରି ବଢିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ତରଫରୁ ୭ଟି ରାଜ୍ୟକୁ ଦିଆଯାଇଛି ଚେତାବନୀ । ଆସନ୍ତା ୫ ଦିନ ମଧ୍ୟରେ ଏଠାରେ ତାତି ଆହୁରି ବଢିବା ସହିତ ହିଟ ୱେଭର ବିପଦ ଲାଗି ରହିବ ବୋଲି ସୂଚନା ଦେଇଛି ମୌସୂମୀ ବିଭାଗ । ଉତ୍ତର…

(Video) ଦେବଦୂତ ସାଜି ଆସିଲେ ପୋଲିସ ବାବୁ: ଶୋଷରେ ଛଟପଟ ହେଉଥିବା ମାଙ୍କଡ଼ର ବଞ୍ଚାଇଲେ ଜୀବନ

ଖରାଦିନେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ମଣିଷ ହେଉ କି ପଶୁ ସମସ୍ତଙ୍କୁ ପ୍ରଚଣ୍ଡ ଖରାର ପ୍ରକୋପ ସହିବାକୁ ପଡ଼େ । ତେବେ ଅନେକ ସମୟରେ ପଶୁପକ୍ଷୀ ମାନଙ୍କ ଖରାରେ ଅବସ୍ଥା ଖରାପ ହୋଇଥାଏ । ତେବେ…

ଧରାପଡିଲା ଆମେରିକାର ଚୋରି: ଅନ୍ୟ ଦେଶକୁ ମନା କରି ନିଜେ ଋଷ ପାଖରୁ ଶସ୍ତାରେ କିଣୁଛି ତେଲ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଋଷର ଜଣେ ଅଧିକାରୀ । ଅନ୍ୟ ଦେଶମାନଙ୍କ ଆଗରେ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଭିତରେ ଚକ୍ରାନ୍ତ କରୁଛି ଆମେରିକା ।…

ମୁମ୍ବାଇରେ ଜମି ଘୋଟାଲାରେ ଇଡିର ବଡ ଆକ୍ସନ, ସଞ୍ଜୟ ରାଉତଙ୍କ ପରିବାରର ୧୧ କୋଟି ସଂପତ୍ତି ଜବତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇ ଜମି ଜାଲିଆତି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ କରି ଶିବସେନା ନେତା ସଞ୍ଜୟ ରାଉତଙ୍କ ପରିବାରର ପ୍ରାୟ ୧୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଏଥିରେ…

ବୈଜ୍ଞାନିକଙ୍କ ଚେତାବନୀ: ଚାଇନାର କରୋନା ଭାରିଆଣ୍ଟ ଓମିକ୍ରନ XE କୋଭିଡ ମ୍ୟୁଟେସନକୁ ନେଇ ଚିନ୍ତା…

ନୂଆଦିଲ୍ଲୀ: ଚୀନରେ କରୋନାର ନୂଆ ଭାରିଆଣ୍ଟ ଏବଂ ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପୁଥିବା ଷ୍ଟ୍ରେନ ଏବେ ପୁଣି ଥରେ ମହାମାରୀକୁ ନେଇ ଚିନ୍ତା ବଢାଇ ଦେଇଛି । ଓମିକ୍ରନର ଦୁଇଟି ଭାରିଆଣ୍ଟ ପାଇଁ ନିକଟ ଭବିଷ୍ୟତକୁ ନେଇ…

SBI ୟୁଜର୍ସ ସାବଧାନ! ଯଦି ଆପଣଙ୍କୁ ଆସୁଛି ଏହି ମେସେଜ ତେବେ ଭୁଲରେ ବି କରନ୍ତୁନାହିଁ କ୍ଲିକ, ନହେଲେ…

ନୂଆଦିଲ୍ଲୀ: ଅନଲାଇନ ଫିଶିଙ୍ଗ ସ୍କାମ କଥା ଆପଣ ହୁଏତ ଅନେକ ସମୟରେ ଶୁଣିଥିବେ । ଗତ କିଛି ବର୍ଷରୁ ଅନଲାଇନ ଠକେଇ ବଢ଼ିଛି, ଫିଶିଙ୍ଗ ମଧ୍ୟ ଏହିପରି ଏକ ଅନଲାଇନ ଠକେଇ । ଅନେକ ସମୟରେ ଦେଖାଯାଇଛି ଯେ ୟୁଜରମାନେ ସେମାନଙ୍କର…

କୁକୁର ସ୍ମୃତିରେ ତିଆରି ହେଲା ମନ୍ଦିର: ଜମିରେ ମୂର୍ତ୍ତି ସ୍ଥାପନା କରି ପାଲଟିଛନ୍ତି ଉଦାହରଣ

ତାମିଲନାଡୁ: ତାମିଲନାଡୁରୁ ଆସିଛି ଏକ ଏମିତି ଘଟଣା, ଯାହା ମଣିଷ ଏବଂ ପଶୁ ମଧ୍ୟରେ ଥିବା ନିବିଡତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଆଜିକା ଯୁଗରେ ବାପା ମା'ଙ୍କୁ ଭୁଲି ମଣିଷ ଯାଉଥିବା ବେଳେ ଗୋଟିଏ ପଶୁ ପ୍ରତି ଥିବା…

ପୁଣି ଦେଶରେ ଡିଜିଟାଲ ଷ୍ଟ୍ରାଇକ: ୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଳୀ: ଦେଶରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ୨୦୨୧ ଆଇଟି ନିୟମ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ପାକିସ୍ତାନରେ ଚାଲୁଥିବା ୪ଟି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…