fbpx
BSKY
BJD SHG SKY
BJD YOUTH SKY
Browsing Category

ଦେଶ ବିଦେଶ

୬ ପିଲାଙ୍କୁ ଛାଡ଼ି ପ୍ରେମି ସହିତ ଫେରାର୍ ହେଲେ ମହିଳା

ନିଜର ୬ ପିଲାଙ୍କୁ ଛାଡ଼ି ପ୍ରେମୀଙ୍କ ସହିତ ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା । ମଧ୍ୟପ୍ରଦେଶର ବିଦୀଶା ଅଞ୍ଚଳରୁ ଆସିଥିବା ଏକ ଖବର ମୁତାବକ ଜଣେ ଯୁବକଙ୍କ ପ୍ରେମରେ ମହିଳା ଜଣକ ଏପରି ପାଗଳ ହୋଇ ଗଲେ ଯେ ସେ ତାଙ୍କର…

ବିଧାନସଭା ନିର୍ବାଚନ ପୁର୍ବରୁ ସରଗରମ ଗୁଜୁରାଟ ରାଜନୀତି

ଆଗାମୀ ୫ରୁ ୬ ମାସ ମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇପାରେ । ନିର୍ବାଚନ ପୁର୍ବରୁ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଲାଣି । ଶ୍ରୀ ଖୋଡଲାଧାମ ଟ୍ରଷ୍ଟ…

ଟ୍ରକକୁ ଧକ୍କାଦେବା ପରେ କାରରେ ଲାଗିଲା ନିଆଁ, ତିନି ଜୀବନ୍ତ ଦଗ୍ଧ

ଶୁକ୍ରବାର ହରିୟାଣାର ପାନିପତଠାରେ ଏକ ଭୟାଭୟ କାର ଅଗ୍ନିକାଣ୍ଡରେ ୮ବର୍ଷର ଶିଶୁ ସମେତ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପାନିପତ ରୋହତକ ରାଜପଥ ଇସରାହନା ନିକଟରେ ଏକ ଟ୍ରକ ସହିତ ଧକ୍କା ଖାଇବା ପରେ କାରଟିରେ…

କରୋନା ଯୋଗୁଁ ଚୀନର ଶାଙ୍ଘାଇରେ ଭୟାବହ ପରିସ୍ଥିତି, କ୍ୱାରେଣ୍ଟିନରେ ସେଣ୍ଟରରେ ନାହିଁ ସ୍ଥାନ, ଲୋକଙ୍କୁ ମିଳୁନି ଖାଦ୍ୟ ସମାଗ୍ରୀ

ନୂଆଦିଲ୍ଲୀ: ଚୀନର ଆର୍ଥିକ ପେଣ୍ଠସ୍ଥଳ କୁହାଯାଉଥିବା ଶାଙ୍ଘାଇରେ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଗୁରୁବାର ଏଠାରେ କରୋନାର ରେକର୍ଡ ୨୭ ହଜାର ଅଧିକ ମାମଲା ସାମ୍ନାକୁ ଆସିଛି । ଅବଶ୍ୟ, ୨୫ ହଜାର ରୁ ଅଧିକ…

ଆରଏସଏସ ହସ୍ପିଟାଲରେ କେବଳ ହିନ୍ଦୁଙ୍କ ଚିକିତ୍ସା ? ରତନ ଟାଟାଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଏକ ରୋଚକ ଘଟଣା ବିଷୟରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ତାଙ୍କୁ ଥରୁଟିଏ ଉଦ୍ୟୋଗପତି ରତନ ଟାଟା ପ୍ରଶ୍ନ କରିଥିଲେ ଯେ, କଣ ଆରଏସଏସର ହସ୍ପିଟାଲ କେବଳ ହିନ୍ଦୁଙ୍କ ଚିକିତ୍ସା ପାଇଁ…

ମନରେ ଥିଲା ବିଷଧର ସାପ ପାଳିବାର ଅଜବ ନିଶା: ଶେଷରେ ଏମିତି ପରିଣାମକୁ ସାମନା କଲେ ଯୁବକ

ନୂଆଦିଲ୍ଲୀ: ଘରେ ପଶୁପକ୍ଷୀ ପାଳିବା ଅନେକ ଲୋକଙ୍କ ପସନ୍ଦ । ଏମିତି କି କେତେ ଲୋକ ଏହାକୁ ନିଶା ବୋଲି ମଧ୍ୟ କହିଥାନ୍ତି । କିନ୍ତୁ ବେଳେବେଳେ ଏହି ନିଶା ପାଇଁ ତାଙ୍କୁ ଏକ ବଡ ମୂଲ୍ୟ ଦେବାକୁ ପଡେ । ଯେମିତି ଘଟିଛି…

କଂଗ୍ରେସ ଛାଡିବେ ଅସନ୍ତୁଷ୍ଟ ହାର୍ଦ୍ଦିକ ପଟେଲ ? ଏମିତି ଜବାବ ଦେଲେ ପାଟିଦାର ନେତା, କହିଲେ…

ନୂଆଦିଲ୍ଲୀ: କଣ ନିଜ ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଗୁଜରାଟ କଂଗ୍ରେସର କାର‌୍ୟ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ। ସେ ଦଳ ଛାଡୁଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ହାର୍ଦ୍ଦିକ ପଟେଲ।…

ଟ୍ରକ୍ ପଛରେ ପଶିଗଲା ବୋଲେରୋ: ଭୟଙ୍କର ଦୁର୍ଘଟଣାରେ ପରିବାରର ୬ ମୃତ, ୩ ଗୁରୁତର

ଯୋଧପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଗୁରୁବାର-ଶୁକ୍ରବାର ରାତି ପ୍ରାୟ ୧୨.୩୦ରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯୋଧପୁର…

ୟୁକ୍ରେନ ଯୁଦ୍ଧ ସମୟରେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର, ପୁଟିନଙ୍କ ସହ ଥିଲା ମତଭେଦ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଗତ କିଛି ଦିନ ଧରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଦେଖିବାକୁ ମିଳିନଥିଲା। ଖବର ଅନୁଯାୟୀ,…

ସେଲଫି ବିଗାଡ଼ିପାରେ ଆପଣଙ୍କର ସୁନ୍ଦର ଚେହେରା, ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ବର୍ତ୍ତମାନ ସେଲଫି ବାୟାରେ ବହୁଳ ଭାବରେ ବାୟା । ଅନେକ ସମୟରେ ସେଲଫି ନେବା ସମୟରେ କିଛି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ତେବେ ନିକଟରେ ସେଲଫିକୁ ନେଇ ଏକ ଭୟଙ୍କର ରିପୋର୍ଟ ହସ୍ତଗତ…