fbpx
BJD SKY
BJD SKY
Browsing Category

ଦେଶ ବିଦେଶ

ଟୁଇଟର କିଣିବା ପାଇଁ ୪୧ ବିଲିୟନ ଡ଼ଲାର୍ ଅଫର କଲେ ଏଲନ, ତାଙ୍କ ଅଫରକୁ ଫାଇନାଲ୍ ବୋଲି କହିଲେ

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟରକୁ ସମ୍ପୁର୍ଣ୍ଣ ରୁପେ କିଣିବାକୁ ଆଶା ପ୍ରକାଶ କରିଛନ୍ତି । ଟୁଇଟର ବୋର୍ଡରେ ସାମିଲ ହେବାକୁ ମନା କରିବାର କିଛି ଦିନ ପରେ ଏଲୋନ ଟୁଇଟରକୁ ସମ୍ପୁର୍ଣ୍ଣ ରୁପରେ କିଣିବା…

ୟୁକ୍ରେନ ପରେ ଏବେ ଏହି ଦେଶକୁ ଟାର୍ଗେଟ କରୁଛି ଋଷ: ମସ୍କୋ ଦେଲା ଏମିତି ଧମକ

ନୂଆଦିଲ୍ଲୀ: ଜାତିସଂଘରୁ ବାହାରିବା ପରେ ଧମକ ପରେ ଧମକ ଦେଇ ଚାଲିଛି ଋଷ । ଏହା ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ୟୁନିଅନକୁ ଚେତାବନୀ ଦେଇଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦବେଦେବ । ଫିନଲାଣ୍ଡ ଏବଂ…

ସମଲିଙ୍ଗୀ ଦମ୍ପତ୍ତିକୁ ଝଟକା: ବିବାହକୁ ଅନୁମତି ଦେବାକୁ ହୋଇଥିବା ଯାଚିକା ଖାରଜ କଲେ କୋର୍ଟ

ହିନ୍ଦୁ ବିବାହରେ ସମଲିଙ୍ଗୀ ବିବାହକୁ ବିରୋଧ କରାଯାଇନଥିବା ଯୁକ୍ତି ଦର୍ଶାଇ ଦୁଇ ଯୁବତୀ ସେମାନଙ୍କ ବିବାହକୁ ସ୍ୱୀକୃତି ଦେବା ପାଇଁ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଆଲହାବାଦ ହାଇକୋର୍ଟ । ଆଲାହାବାଦ ହାଇକୋର୍ଟ…

ପୁଅର ଜିଦ୍ ପାଇଁ ଗର୍ଭବତି ହେଲେ ମହିଳା, ଦିନରୁ ରାତି ଯାଏଁ ବାଥରୁମ ଯିବାକୁ ହେଉ ନଥିଲା ସମୟ

ମା ହେବା ମହିଳା ମାନଙ୍କ ପାଇଁ ଏକ ଖୁସି ଅନୁଭବ । ଜନ୍ମ ପୁର୍ବରୁ ମା ତାର ଗର୍ଭରେ ଗୋଟିଏ ଶିଶୁର ଯତ୍ନ ନେଇଥାଏ । ପିଲାଟିର ଜନ୍ମ ପରେ ତାର ଲାଳନ ପାଳନ କରି ତାକୁ ବଡ଼ କରିଥାନ୍ତି । ଗୋଟିଏ ଶିଶୁର ଯତ୍ନ ନେବା ଜଣେ ମାର…

ମହଙ୍ଗା ମାଡ଼: ସରକାର ବଢାଇଲେ ଟୋଲ ଟ୍ୟାକ୍ସ, ସେପଟେ ବଢିଲା ବସ୍ ଭଢ଼ା

ଉତ୍ତରପ୍ରଦେଶ: ଦେଶରେ ଏବେ ପେଟ୍ରୋଲ ଡିଜେଲ ସହିତ ସମସ୍ତ କ୍ଷେତ୍ରରେ ଦର ବୃଦ୍ଧି ପାଇ ଚାଲିଛି । ଏପରିକି ଲେମ୍ବୁର ଦର ମଧ୍ୟ ଲୋକଙ୍କ ପାଟିକୁ ବିନା ଲେମ୍ବୁରେ ଖଟା କରି ଦେଇଛି । ଦୈନିକ ବଢୁଥିବା ପେଟ୍ରୋଲ ଡିଜେଲ ଦରକୁ…

ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଣ୍ଟର: ସର୍ଚ୍ଚବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସୋପିଆନ ବଡୀଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀ ମୁହାଁମୁହିଁ । ପୋଲିସର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରି ରଖିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେଉଛନ୍ତି ।…

ରୋଷେଇ ଘରେ ମହଙ୍ଗାର ନିଆଁ: ରାଜଧାନୀ ସମେତ ବିଭିନ୍ନ ସହରରେ ପୁଣି ବଢିଲା ପିଏନଜି ଦାମ

ନୂଆଦିଲ୍ଲୀ: ଦେଶରେ କିଛି ଦିନରୁ ଲାଗି ରହିଛି ମହଙ୍ଗା ମାଡ । ଗାଡି ଚାଳକଙ୍କ ପକେଟରୁ ଆରମ୍ଭ କରି ଏହାର ଆକ୍ରମଣ ଏବେ ରୋଷେଇ ଘରେ ପହଞ୍ଚିଲାଣି । ପୁଣି ଥରେ ରୋଷେଇ ଗ୍ୟାସର ଦାମ ବଢିଥିବା ନେଇ ସୂଚନା ମିଳିଛି । ୧୪ ଦିନ…

ରାଜଧାନୀ ସ୍କୁଲରେ ପୁଣି ଏଣ୍ଟ୍ରି ମାରିଲା କରୋନା, ଛାତ୍ର ସହ ଶିକ୍ଷକ ବି ପଜିଟିଭ

ନୂଆଦିଲ୍ଲୀ: ନୋଏଡ଼ା ଓ ଗାଜିଆବାଦ ପରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଏଣ୍ଟ୍ରି ମାରିଛି । ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କ୍ଲାସର ସମସ୍ତ…

ହଟିଲା ନେହେରୁଙ୍କ ନାମ, ନୂତନ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନି ଏବଂ ଯୋଗଦାନ ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ମୋଦୀ ଗୁରୁବାର ପୂର୍ବାହ୍ନ ୧୧ଟାରେ ତିନି…

୧୫ ବର୍ଷରେ ତିଆରି ହେବ ଅଖଣ୍ଡ ଭାରତ, ଯିଏ ଏହାର ମାର୍ଗରେ ଆସିବ ଧ୍ଵଂସ ହୋଇଯିବ: ମୋହନ ଭାଗବତ

ନୂଆଦିଲ୍ଲୀ: ଅଖଣ୍ଡ ଭାରତର ଏଜେଣ୍ଡା ଆରଏସଏସ ପାଇଁ ସର୍ବଦା ସର୍ବୋପରି ରହି ଆସିଛି। ଏଥର ଏହାକୁ ନେଇ ସରସଂଘଚାଳକ ମୋହନ ଭାଗବତ ବଡ ବୟାନ ଦେଇଛନ୍ତି। ଭାଗବତ ହରିଦ୍ଵାରରେ କହିଛନ୍ତି ସନାତନ ଧର୍ମ ହିଁ ହିନ୍ଦୁ…