CHARIDHAM
Browsing Category

ଦେଶ ବିଦେଶ

(Video) ମହିଳାଙ୍କ ଛାତିରେ ଅଟୋଗ୍ରାଫ ଦେଲେ ଡୋନାଲ୍ଡ ଟ୍ରମ୍ପ, ଭିଡିଓ ଭାଇରାଲ ହେବା ପରେ ତେଜିଲା ବିବାଦ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ହେବ ବିବାଦ ମଧ୍ୟରେ ଘେରି ରହୁଛନ୍ତି । ସେ ପୁଣି ଏପରି କିଛି କାର୍ଯ୍ୟକଳାପ କରିଛନ୍ତି ଯେଉଁଥି ପାଇଁ ବିବାଦ ଉପୁଜିଛି । ଟ୍ରମ୍ପ ଆମେରିକାର…

ଏବେ ନିର୍ବାଚନ ହେଲେ ଭୀଷଣ ଭାବରେ ହାରିବେ ଟ୍ରୁଡୋ, ଭାରତ ସହ ଟେନସନ ଭିତରେ ଆସିଲା ଏହି ଖବର

ନୂଆଦିଲ୍ଲୀ:ଭାରତ ସହ ଟେନସନ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀଙ୍କ ଲାଗି ଏକ ଖରାପ ଖବର ଆସିଛି । ଏବେ ଏବେ ହୋଇଥିବା ଏକ ସର୍ଭେ ଅନୁସାରେ କାନାଡାରେ ତାଙ୍କ ସରକାରଙ୍କ ପ୍ରତି ବିପଦ ବଢିବାରେ ଲାଗିଛି । କୁହାଯାଉଛି ଯଦି…

ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ଏଣିକି ସବୁଦିନ ସ୍କୁଲ ରିପୋର୍ଟର ହେବ ଯାଞ୍ଚ: ବଦଳିବ ଶିକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚିନ୍ତା ଉପୁଜିଛି । ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ଅନେକ ଅଭିଯୋଗ ମଧ୍ୟ ରେକର୍ଡ କରାଯାଉଛି । କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ । କାରଣ…

ମୋଦୀ ସରକାର କୃଷକଙ୍କ ପାଇଁ ଆରମ୍ଭ କଲେ ଏହି ସୁବିଧା, ଏବେ ପୂର୍ବରୁ ସହଜ ହେବ ଏହି କାମ

ନୂଆଦିଲ୍ଲୀ : କୃଷକଙ୍କ ପାଇଁ ଆସିଛି ଖୁସି ଖବର! ସରକର ଏବେ କୃଷକଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ ହୋଇଛି । କେନ୍ଦ୍ରୀୟ କୃଷି ଏବଂ କିସାନ କଲ୍ୟାଣ ରାଜ୍ୟ ମନ୍ତ୍ରୀ କୈଲାଶ ଚୌଧରୀ ମିଶି ପିଏମ କିସାନ ଇ-ମିତ୍ର ଲଞ୍ଚ…

ବହୁ ଭାରତୀୟ କମ୍ପାନୀରେ ନିବେଶ ହୋଇଛି କାନାଡାର ଟଙ୍କା, ସେୟାର ଉପରେ ବିବାଦର ପ୍ରଭାବ

ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ବଢୁଥିବା ବିବାଦର ପ୍ରଭାବ ଏବେ ଘରୋଇ ସେୟାର ବଜାରରେ ମଧ୍ୟ ଦେଖାଯାଉଛି । ଭାରତୀୟ ବଜାରର ବହୁ କମ୍ପାନୀରେ କାନାଡାର ଟଙ୍କା ଲଗାଯାଇଛି । ତେବେ ଦୁଇ ଦେଶଙ୍କ ମଧ୍ୟରେ ଚାଲିଥିବା…

ଦୀପାବଳିରେ ଫୁଟିବନି ବାଣ, ସୁପ୍ରିମକୋର୍ଟ କହିଲେ ଆମେ କେବଳ ‘ହାପି ଦିୱାଲି’ ବ୍ୟତିତ ଆଉ କିଛି କରିପାରିବୁନି

ନୂଆଦିଲ୍ଲୀ: ଦିୱାଲିରେ ଏଥର ଦିଲ୍ଲୀରେ ଫୁଟିବନି ବାଣ । ବାଣ ଫୁଟା ଉପରେ ଦିଲ୍ଲୀ ସରକାର ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲଗାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏହି ନିଷ୍ପତ୍ତି ଉପରେ ସର୍ବୋଚ୍ଚ…

ମହିଳାମାନଙ୍କ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଫୁଲ ବର୍ଷାରେ ହେଲା ସ୍ୱାଗତ

ନୂଆଦିଲ୍ଲୀ: ଗୁରୁବାର ମଧ୍ୟରାତ୍ରିରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ରାଷ୍ଟ୍ରପତି ଏହା ସ୍ୱାକ୍ଷର କରିବା ମାତ୍ରେ ଏହା ଆଇନରେ ପରିଣତ ହେବ। ମହିଳା ସଂରକ୍ଷଣ ବିଲ୍ ପାରିତ…

ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କଲେ ସୁପ୍ରିମକୋର୍ଟ: Aadhaar ବିନା କରିହେବ ଏହି କାର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ପ୍ରତି ନାଗରିକର ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର ହେଉଛି ଆଧାର କାର୍ଡ । କୌଣସି ଜିନିଷ କିଣିବାଠାରୁ ଆରମ୍ଭ କରି ପାନ୍ କାର୍ଡ ବା ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆଧାର କାର୍ଡର…

ଖେଳରୁ ଖେଳରୁ True Love : ଲକ୍ଷ ଲକ୍ଷ ଖର୍ଚ୍ଚ କରି କାର୍ଟୁନକୁ କଲେ ବିବାହ

ଓଡିଶା ଭାଷ୍କର : ଜାପାନର ଲୋକମାନେ ବିବାହ କରନ୍ତି ନାହିଁ । ତେଣୁ ସେଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଯୁବକଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ବୃଦ୍ଧଙ୍କ ସଂଖ୍ୟା ବଢୁଛି, ଯାହା କି ଦେଶର…

ତୃତୀୟ ବିବାହ ପାଇଁ ବିବାଦରେ ଇମ୍ରାନ ଖାନ, ଅବୈଧ-ଇସଲାମିକ ନିକାହ କରିବା ନେଇ କୋର୍ଟ ପଠାଇଲା ସମନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ସ୍ଥାନୀୟ ଅଦାଲତ ତାଙ୍କ ବିବାହ ସମ୍ବନ୍ଧୀୟ ମାମଲାକୁ ନେଇ ୨୫ ସେପ୍ଟେମ୍ବରରେ ଡକାଇଛନ୍ତି । ଏହି ମାମଲା ବୁଶରା ବିବିଙ୍କ ସହ ଜଡ଼ିତ । ଦ…