Browsing Category

ଦେଶ ବିଦେଶ

ଗଣେଶ ଚତୁର୍ଥୀ ପୂର୍ବରୁ ମିଳିଲା ବଡ ଉପହାର : ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ସାରା ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ କର୍ମଚାରୀଙ୍କ ପେନସନ ଏବଂ ଦରମାକୁ ବୃଦ୍ଧି କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏର ଘୋଷଣା କରିବେ । କିନ୍ତୁ ଏହା ପୂର୍ବରୁ…

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ…

ଚୀନ୍‌କୁ ଏକଘରିଆ କରିବାକୁ ପ୍ରସ୍ତୁତି! ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପ ମଧ୍ୟରେ ହେବ ବଡ଼ ଚୁକ୍ତି

ନୂଆଦିଲ୍ଲୀ: ଭାରତ, ସାଉଦୀ ଆରବ, ୟୁଏଇ ଏବଂ ୟୁରୋପ ମିଶିକରି ରେଳ ଏବଂ ଜାହାଜ କରିଡର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଦେଶ ଗୁଡ଼ିକ ଶନିବାର ଜି-୨୦ ସମ୍ମିଳନୀ ସମୟରେ ବାଣିଜ୍ୟ, ଏନର୍ଜୀ ଏବଂ ଡିଜିଟାଲ…

ଆରମ୍ଭ ହେଲା G20 ସମ୍ମିଳନୀ ଉଦଘାଟନୀ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେମପ୍ଲେଟ୍ ଦେଲା ସଦସ୍ୟ ରାଷ୍ଟ୍ରଙ୍କୁ ‘ଭାରତ’…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଭାଷଣ ଦେଇ ଜି-୨୦ ଶିଖର ସମ୍ମିଳନୀକୁ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଭାରତ ଜି-୨୦ର ଅଧ୍ୟକ୍ଷ ରୂପେ ଶିଖର ସମ୍ମିଳନୀର ପରିଚାଳନା କରୁଛି । ଏହାପରେ ବ୍ରାଜିଲ ଏହି…

ଜି୨୦ ହେଲା ଜି୨୧, ସମସ୍ତଙ୍କୁ ନେଇ ଚାଲିବାର ସମୟ ଆସିଯାଇଛି କହି ଏହି ନୂତନ ରାଷ୍ଟ୍ରକୁ ସ୍ଥାୟୀ ସଦସ୍ୟ ଭାବରେ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପରେ ସାରା ବିଶ୍ୱର ମହାଶକ୍ତିଙ୍କ ମହାମନ୍ଥନ ଆରମ୍ଭ ହୋଇଯାଇଛି । ସ୍ୱାଗତ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହା…

ଆମେରିକା ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦିଆଗଲାନି, ଅଭିଯୋଗ ଲଗାଇଲା କଂଗ୍ରେସ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଆସି ଭାରତରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ…

ଅକ୍ଷୟ କୁମାର ଜନ୍ମଦିନରେ କଲେ ମହାକାଲଙ୍କ ଦର୍ଶନ, ଭଷ୍ମ ଆରତୀରେ ହେଲେ ସାମିଲ

ନୂଆଦିଲ୍ଲୀ: ଅକ୍ଷୟ କୁମାର ଶନିବାର ଦିନ ସକାଳୁ ସକାଳୁ ମହାକାଲଙ୍କ ଭଷ୍ମ ଆରତୀରେ ସାମିଲ ହେବା ଲାଗି ଉଜୟିନୀ ପହଁଚିଛନ୍ତି । ସେ ଆଜି ନିଜ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ମହାକାଲଙ୍କ ଦର୍ଶନ କରି ସେ ଏହାକୁ ଆହୁରି…

ଜି-୨୦ ବୈଠକ: ଭାରତ ମଣ୍ଡପକୁ ଅତିଥିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଭାରତ ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହେଉଛି ଜି-୨୦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ସମୟରେ ଏଠାରେ ପ୍ରଥମେ ପହଞ୍ଚି G20 ଦେଶର ମୁଖ୍ୟମାନଙ୍କୁ ବୈଠକକୁ ସ୍ୱାଗତ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି : ଚଳିତ ବର୍ଷ ୭୫ ଲକ୍ଷ ଏସଏଚଜି ମହିଳା ହେବେ ଲକ୍ଷପତି ଦିଦି

ନୂଆଦିଲ୍ଲୀ : ଚଳିତ ବର୍ଷ କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି । ଜୀବିକା ମିଶନ ସହ ଜଡି଼ତ ଗ୍ରାମୀଣ ମହିଳାମାନେ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କେନ୍ଦ୍ର ସରକାର ସହଯୋଗ କରିବେ । ୭୫ ଲକ୍ଷ ଗ୍ରାମୀଣ…

WhatsAppରେ ଡକ୍ୟୁମେଣ୍ଟ ସେୟାରିଙ୍ଗକୁ ସହଜ କରିବା ପାଇଁ କମ୍ପାନୀ ଆଣୁଛି ଏହି ଫିଚର, ଏବେ ତୁରନ୍ତ ମିଳିବ ଉପଯୋଗୀ ଫାଇଲ

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଡକ୍ୟୁମେଣ୍ଟ ସେୟାରିଙ୍ଗକୁ ସହଜ କରିବା ଲାଗି କମ୍ପାନୀ ଆପଣଙ୍କୁ ଏକ ନୂଆ ଡକ୍ୟୁମେଣ୍ଟ ଫିଚର ଟୁଲ ଦେବାକୁ ଯାଉଛି । ଏହା ସାହାଯ୍ୟରେ ଆପଣ ସିଧା ଫୋନର ଗ୍ୟାଲେରୀରୁ ଫଟୋ ବା ଭିଡିଓକୁ…