Browsing Category
ଦେଶ ବିଦେଶ
ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ; ସଫଳ ହେଲା ‘ଆଦିତ୍ୟ-L1’ର ପ୍ରଥମ କକ୍ଷ ପରିବର୍ତ୍ତନ
ଓଡିଶା ଭାସ୍କର; ମହାକାଶରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ L1ର ପ୍ରଥମ ଅର୍ବିଟ୍ ରେଜିଂ ହୋଇଛି । ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିଛି…
ଚାଉଳ ରପ୍ତାନୀ ବନ୍ଦ କରିଦେଲା ଭାରତ : ବିଶ୍ୱରେ ସୃଷ୍ଟି ହେଲା ଆତଙ୍କ! ରେକର୍ଡ ସ୍ତରରେ ପହଞ୍ଚିଲା ଚାଉଳ ମୂଲ୍ୟ
ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ଖାଉଟି ମାନଙ୍କ ବଜେଟ ଖରାପ ହୋଇଯାଉଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଭାରତରୁ ହେଉଥିବା ଚାଉଳ ରପ୍ତାନି ଉପରେ ଅଙ୍କୁଶ ଲଗା ଯାଇଛି । ଏନେଇ ବିଶ୍ୱରେ ଆତଙ୍କ…
ଜ୍ୱରରେ ପୀଡିତ ହୋଇ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର
ନୂଆଦିଲ୍ଲୀ : କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଡାକ୍ତଙ୍କର ଚିକିତ୍ସାରେ…
ଚନ୍ଦ୍ର, ସୂର୍ଯ୍ୟ ପରେ ଆଗାମୀ ପଦକ୍ଷେପ ‘ମିଶନ ଗଗନାୟନ’, ପୃଥିବୀ ଠାରୁ ୪୦୦ କିଲୋମିଟର ଉପରକୁ ଯିବେ ମହାକାଶଯାତ୍ରୀ
ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩…
ପ୍ରଗତି ମଇଦାନ ନିକଟରେ ଲାଇନଚ୍ୟୁତ ହେଲା ଟ୍ରେନ, ଅଳ୍ପକେ ରକ୍ଷା ହୋଇଗଲା ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ଏକ ବଡ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଏକ ଲୋକାଲ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହି ସମୟରେ ଟ୍ରେନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ ।…
ମୁମ୍ବାଇ ପୋଲିସକୁୁ ବଡ ସଫଳତା : ଜବତ ହେଲା କୋଟି କୋଟି ଟଙ୍କାର ଧଳା ଜହର
ମୁମ୍ବାଇ : ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ବିରୋଧରେ ପୋଲିସ ସବୁବେଳେ ତାହାର ଅଭିଯାନ ଚଲାଇଛି । ଶନିବାର ଦିନ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ଉପରେ ଚଢାଉ…
(Video) ଚନ୍ଦ୍ରରେ ଶୋଇ ପଡିଛି ‘ରୋଭର୍ ପ୍ରଜ୍ଞାନ’, ୨୨ ତାରିଖରେ ପୁଣି ଥରେ ନିଦରୁ ଉଠିବ ବୋଲି ଆଶା
ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ମୋଟ ୧୪ ଦିନ ଯାଏଁ ତଥ୍ୟ ସଂଗ୍ରହ ଜାରି ରଖିବ ବୋଲି ସୂଚନା ମିଳିଥିଲା । ଅର୍ଥାତ୍…
ଜନ୍ମ ନେଲା ଏକ ବିଚିତ୍ର ଶିଶୁ ! ଶରୀର ଦେଖିବାକୁ ସମ୍ପୂର୍ଣ୍ଣ ଧଳା, ନବଜାତର ଶବ୍ଦ ଶୁଣି ସମସ୍ତେ ଭୟଭୀତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲିରେ ଏଲିଅନ୍ ପରି ଏକ ଶିଶୁ ଜନ୍ମ ନେଇଛି । ଶିଶୁଟିର ରଙ୍ଗ ରୂପ ଦେଖିବା ପରେ ଶିଶୁର ମା’ ଏବଂ ତାଙ୍କ ପରିବାର ଲୋକ ଡରିଯାଇଛନ୍ତି । ଅନ୍ୟ ଲୋକମାନେ ଏହି ଶିଶୁକୁ ଦେଖିବା ପରେ…
ଏକ ଦେଶ ଏକ ନିର୍ବାଚନ କମିଟିରେ ରହିବାକୁ ମନା କଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଶାହାଙ୍କୁ ଲେଖିଲେ ଚିଠି
ଓଡିଶା ଭାସ୍କର: ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟମାନଙ୍କୁ ଆଇନ ମନ୍ତ୍ରଣାଳୟ ଘୋଷଣା କରିଛି। ଏଥିପାଇଁ ୮ ଜଣିଆ ସଦସ୍ୟଙ୍କୁ ନେଇ ଏକ…
ମହାରାଷ୍ଟ୍ରରେ ବଡ ଦୁର୍ଘଟଣା : କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ
ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେରେ ଥିବା ଭିୱଣ୍ଡୀରେ ଗତ ରାତିରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ କୋଠାର ଗୋଟିଏ ଅଂଶ ଭୁଷୁଡି ପଡିବା ଫଳରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ୫ ଜଣ ଲୋକ ଆହତ ହୋଇଛନ୍ତି ।…