Browsing Category

ଦେଶ ବିଦେଶ

(video)ମାମୁଁ ଘରେ ଘୁରି ବୁଲୁଥିବା ବେଳେ ପ୍ରଜ୍ଞାନ ରାସ୍ତାରେ ପଡିଗଲା ଏକ ଗର୍ତ୍ତ, ଦେଖନ୍ତୁ ଏହାପରେ କ’ଣ କଲା ପ୍ରଜ୍ଞାନ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ) ଶନିବାର ଚନ୍ଦ୍ରଯାନ ୩ ପ୍ରଜ୍ଞାନ ରୋଭରର ଆଉ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ବୁଲୁଥିବାର ନଜର ଆସୁଛି ।…

Naveen Number-1 Again: ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ ସର୍ଭେରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ । ପ୍ରଥମ…

ହନିଟ୍ରାପରେ ଶିକାର ହୋଇ ଭାରତୀୟ ଦେଉଥିଲେ ପାକିସ୍ତାନକୁ ସାମରିକ ତଥ୍ୟ, ଧରା ପଡିବା ପରେ…

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍‌ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ସାରା ଦେଶରେ ଏବେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ।…

ଫଟୋଫ୍ରେମ ପଛରେ ଲୁଚି ରହିଥିଲା ଭୟଙ୍କର ଜୀବ, ଭିଡିଓ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବି ବନ୍ଦ ହୋଇଯିବା ପରି ଲାଗିବ

ନୂଆଦିଲ୍ଲୀ: ବହୁ ଲୋକ ଘରର କାନ୍ଥରେ ସୁନ୍ଦର ସୁନ୍ଦର ଦୃଶ୍ୟ ଥିବା ଫଟୋ ଫ୍ରେମ୍ ଲଗାଇଥାନ୍ତି । ଏହି ଫଟୋଫ୍ରେମ୍ କାରଣରୁ ଘରର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ । ଏଥିରେ କୌଣସି ସନ୍ଦେହ ନାହିଁ କି ଏହା ଘରର ଅତିଥିଙ୍କୁ…

ଭାରତୀୟ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଘରେ ରହି ମତଦାନ କରିପାରିବେ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ କ୍ଷେତ୍ର ଏବେ ଚଳଞ୍ଚଳ ହୋଇ ଉଠିଛି । ଏଥିସହିତ ଚଳିତ ବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟମାନଙ୍କ ମଧ୍ୟରେ…

‘ଭାରତ ଚନ୍ଦ୍ରରେ ପହଞ୍ଚିଗଲା, ଆମେ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ ରହୁଛେ’: ଭାରତର ଚନ୍ଦ୍ରଯାନ-୩ ସଫଳତାକୁ ନେଇ ପାକିସ୍ତାନୀ ଟିଭି ଚାନେଲର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚିଥିଲା । ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ଭାରତକୁ ଛୁଟିଥିଲା ଶୁଭେଚ୍ଛାର ସୁଅ ।…

ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି ରଖିବାକୁ ନେଇ ଚାଲିଲାଣି ରାଜନୀତି , କଂଗ୍ରେସ ନେତା କହିଲେ ଆମେ କ’ଣ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି ରଖିବା ନେଇ ଘୋଷଣା କରିବା ପରେ କଂଗ୍ରେସ ନେତା ରଶିଦ ଅଲଭି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ…

ଦୁର୍ଗାପୂଜା ଏକ ଧର୍ମନିରପେକ୍ଷ ପର୍ବ, ଏକ ଧାର୍ମିକ ପର୍ବ ନୁହେଁ: କୋଲକାତା ହାଇକୋର୍ଟ

ନୂଆଦିଲ୍ଲୀ: ଦୁର୍ଗା ପୂଜା ହେଉଛି ଏକ ଧର୍ମନିରପେକ୍ଷ ପର୍ବ, ଯେଉଁଥିରେ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକେ ଅଂଶଗ୍ରହଣ କରିଥାନ୍ତି । ଏକା ମାମଲାରେ ଶୁଣାଣି କରି ବିଚାରପତି ସବ୍ୟସାଚି ଭଟ୍ଟାଚାର୍ଯ୍ୟ ଗୋଟଏ…

ଇସ୍ରାଏଲ୍-ଆମେରିକା ସମେତ ଅନେକ ଦେଶରେ ମିଳିଲା କୋଭିଡର ନୂଆ ଭାରିଆଣ୍ଟ: ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ, WHO ଦେଲା ସୂଚନା

ନୂଆଦିଲ୍ଲୀ: ସମୟ ଥିଲା, ଯେବେ କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଏହାର ସଂକ୍ରମଣ ସମଗ୍ର ମାନବ ଜୀବନର ବିକାଶକୁ ବନ୍ଦ କରିଦେଇଥିଲା । ଅବଶ୍ୟ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିବା…

ଗଗନଯାନରେ ମହାକାଶ ଯିବ ମହିଳା ରୋବଟ୍ ବ୍ୟୋମିତ୍ରା: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଭାରତ ଚନ୍ଦ୍ରରେ ସଫଳ ଅବତରଣ ପରେ ଏବେ ସମଗ୍ର ବିଶ୍ୱର ନଜର ଇସ୍ରୋର ପରିବର୍ତ୍ତି ମିଶନ ଉପରେ ରହିଛି । ଆସନ୍ତା ମାସରେ ଭାରତ ସୂର୍ଯ୍ୟଙ୍କ ଅଧ୍ୟୟନ କରିବା ପାଇଁ ଆଦିତ୍ୟ ଲଞ୍ଚ କରିବାକୁ ଯାଉଥିବା ବେଳେ…