Browsing Category

ଦେଶ ବିଦେଶ

ପୋଷା କୁକୁରକୁ ଖାଇବା ଦେବାରେ ହେଲା ବିଳମ୍ବ: ଭାଇକୁ ମାରିଦେଲା ଯୁବକ

କେରଳ: ଆଜିକାଲି ଦୁନିଆରେ ଅଧିକାଂଶ ଲୋକ ରାଗୀ ସ୍ୱଭାବର ହୋଇଥାନ୍ତି । ଛୋଟ ଛୋଟ କଥାରେ ନିଜ ରାଗକୁ ସମ୍ଭାଳି ପାରନଥାନ୍ତି ଏମାନେ । ଫଳରେ ବିଭିନ୍ନ ଅପରାଧମୂଳକ ଘଟଣା କରି ବସନ୍ତି । ଠିକ ସେହିପରି ଏକ ଘଟଣା ଦେଖିବାକୁ…

ପ୍ରଦର୍ଶନ କରୁଥିବା ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ପୁରୁଷ ପୋଲିସ କର୍ମୀ: ଦେଖନ୍ତୁ Video

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମ୍ବେଦକର ନଗରରେ ପୋଲିସକର୍ମୀମାନେ ମହିଳାଙ୍କ ଉପରେ ଜବରଦସ୍ତ ଲାଠିଚାର୍ଜ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆମ୍ବେଦକର ପ୍ରତିମା ଉପରେ କାଳି ଲଗାଇବା ଉପରେ ବିବାଦ ହୋଇଥିଲା । ଏହା…

ସରକାରଙ୍କ ବଡ ନିଷ୍ପତ୍ତି: ୯ରୁ ଖୋଲିବ ରାଜଧାନୀରେ ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢୁଥିବାବେଳେ ଆଜି ସେଥିରେ ସୁଧାର ଆସିଛି । ଫଳରେ ୱାର୍କ ଫର୍ମ ହୋମ ବ୍ୟବସ୍ଥାକୁ ଶେଷ କରାଯାଇଛି। ଏଥିସହିତ ପ୍ରଦୂଷଣକୁ ନେଇ ୩ ଦିନ…

ରିପୋର୍ଟରୁ ଆସିଲା ତଥ୍ୟ: ସାରା ଦୁନିଆରେ ବ୍ୟାପିଲା ଭାରତୀୟ ହ୍ୟାକର୍ସଙ୍କ ଜାଲ, ବେଆଇନ ଭାବେ କମାଉଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତର ହ୍ୟାକିଂ ଦଳର ପ୍ରାଦୁର୍ଭାବ ସଂପ୍ରତି ସାରା ଦୁନିଆରେ ଦେଖିବାକୁ ମିଳିଛି। ଘରୋଇ ଯାଞ୍ଚକାରୀଙ୍କ ଇସାରାରେ ଏହି ହ୍ୟାକର ଦୁନିଆରେ ସରକାରୀ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶତାଧିକ ଇମେଲ୍…

ଦୁନିଆର ସବୁଠାରୁ ବଡ଼ କୋଠା ‘ବୁର୍ଜ ଖଲିଫା’ ପାଖରେ ଅଗ୍ନିକାଣ୍ଡ

ଦୁବାଇ: ଦୁବାଇରେ ଥିବା ଦୁନିଆର ସବୁଠାରୁ ଉଚ୍ଚତମ ବିଲ୍ଡିଂ ‘ବୁର୍ଜ ଖଲିଫା ନିକଟ ଏକ ୩୫ ମହଲା ବିଶିଷ୍ଟ କୋଠାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହେବାର ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ ।…

ଦୁନିଆର ୧୨୫ ସୁପର ରିଚ୍ ବ୍ୟକ୍ତି ସାଧାରଣ ଲୋକଙ୍କଠୁ ୧୦ ଲକ୍ଷ ଗୁଣ ଅଙ୍ଗାରକାମ୍ଳ ନିର୍ଗତ କରନ୍ତି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ୧୨୦ ଜଣଙ୍କ ଯୋଗୁଁ ବାର୍ଷିକ ହାରାହାରି ୩୦ ଲକ୍ଷ ଟନ ଅଙ୍ଗାରକାମ୍ଳ ନିର୍ଗତ ହେଉଛି। ଏହା ଦୁନିଆର ୯୦ ପ୍ରତିଶତ ସାଧାରଣ ଜନତାଙ୍କ ହାରଠୁ ୧୦ ଲକ୍ଷ ଅଧିକ।…

ଗୁଜରାଟ ନିର୍ବାଚନରେ କାହା ପାଇଁ ବ୍ୟାଟିଂ କରିବେ ଜାଡେଜା, ପତ୍ନୀ ଏବଂ ଭଉଣୀ ମଧ୍ୟରେ ହୋଇପାରେ ବିଗ୍ ଫାଇଟ୍

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ଅନେକ ଆସନରେ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଜୋର ଧରିଛି। ସବୁଠୁ ରୋଚକ ମୁକାବିଲା ଜାମନଗର ଉତ୍ତର ଆସନରେ ଦେଖିବାକୁ ମିଳିପାରେ। ଏଠାରେ…

ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି:ହାଇକୋର୍ଟ ଫୈସଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ଝାଡଖଣ୍ଡ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଇଡି ତଦନ୍ତ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ରୋକ ଲଗାଇବା ସହ ମାମଲା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ…

China Secret Mission: ସ୍ପେସକୁ ପଠାଉଛି ମାଙ୍କଡ଼ ,କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ :ଚୀନ୍ ସବୁବେଳେ କିଛି ନୂଆ ଏବଂ ଅଦ୍ଭୁତ କାର୍ଯ୍ୟ କରୁଥିବାର ଶୁଣିବାକୁ ମିଳେ। ତାଙ୍କର ଯୋଜନା ଏବଂ ନୀତି ଯୋଗୁଁ ତାଙ୍କ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ନିଜ ଦେଶରେ ଏକ ଟାର୍ଗେଟ। ବର୍ତ୍ତମାନ ଚୀନ୍ ଏକ…

ଦିଲ୍ଲୀ ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି: ହଟିଲା କିଛି କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁପ୍ରଦୂଷଣ ଅଣାୟତ୍ତ ଥିବା ବେଳେ ଆଜି କିଛିଟା ଉନ୍ନତି ଆସିଛି ବାୟୁ ଗୁଣାବତ୍ତରେ । ପବନର ଦିଗ ଓ ଗତି ପରିବର୍ତ୍ତନ ହେବାରୁ ଦିଲ୍ଲୀ ଏନସିଆର ଗୁଣାବତ୍ତ ପଏଣ୍ଟରେ ଉନ୍ନତି ଆସିଛି । ହେଲେ…