Browsing Category

ଦେଶ ବିଦେଶ

କରୋନାରୁ ସୁସ୍ଥ ହେବା ପରେ ଦେଖାଦେଉଛି ଚୁଟି ଝଡ଼ିବା ସମସ୍ୟା!

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଅନେକ ଲକ୍ଷଣ ଦେଖାଯାଉଥିବାର ମିଳିଛି । ଏବେ ପୁଣି ଏକ ଲକ୍ଷଣ ଦେଖାଯାଉଥିବାର ସାମ୍ନାକୁ ଆସିଛି । ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କର ଚୁଟି…

NCB DG ହେଲେ ସତ୍ୟ ନାରାୟଣ; ଟପ୍ RANKରେ ଆଉ ଜଣେ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି…

ଆଫଗାନିସ୍ତାନର ତାଲିବାନ୍ ନିୟନ୍ତ୍ରିତ ଅଞ୍ଚଳରେ ବନ୍ୟା, ୪୦ ମୃତ; ସହାୟତା ପାଇଁ ଡହଳବିକଳ ସ୍ଥାନୀୟ ଲୋକେ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଥିବା କାମଦୀଶ ଘାଟୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଥିରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ…

୭ ଦିନରେ ୫୪ କୋଟି ବର୍ବାଦ; ସଂସଦ ଚାଲିଛି ମାତ୍ର ୧୨ ଘଣ୍ଟା

ନୂଆଦିଲ୍ଲୀ: ଭାରତରେ ଲୋକ ପ୍ରତିନିଧି ମାନେ ଲୋକଙ୍କ ପାଇଁ କେତେ ଚିନ୍ତିତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ୧୯ ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦୀୟ ମୌସୁମୀ ଅଧିବେଶନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।…

‘ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖୁଛି ନୂତନ ଶିକ୍ଷାନୀତି’

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି ଲାଗୁ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଲାଗୁ କରାଯାଇଥିବା ଏହି ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ…

କାହିଁକି ବାରମ୍ବାର ଆସୁଛି ବାତ୍ୟା? ବୈଜ୍ଞାନିକ ମାନେ କହିଲେ ଏହା ପଛରେ ଥିବା ବଡ଼ କାରଣ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦେଶ ତଥା ଦୁନିଆ, ଅନେକ ପ୍ରକାରର ଘୂର୍ଣ୍ଣିବଳୟର ସାମନା କରିଛି । ଚଳିତ ବର୍ଷ ତାଉତେ ଏବଂ ୟସ୍ ଭାରତରେ ବିଶେଷ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଏବଂ…

ନାତୁଣୀକୁ ବଞ୍ଚାଇବାକୁ ଜେଜେମାର ପ୍ରୟାସ, ୧୧ବର୍ଷର ନାତୁଣୀକୁ ଅନାଥ ଆଶ୍ରମ ପଠାଇଥିବା ପୁଅକୁ ଦେଲେ ଉଚିତ୍ ଶିକ୍ଷା

ନୂଆଦିଲ୍ଲୀ: ମା-ବାପାଙ୍କ ସମ୍ପର୍କ ଭଳି ଜେଜେମା-ଜେଜେବାପାଙ୍କ ସମ୍ପର୍କର ମଧ୍ୟ ଖୁବ ମହତ୍ୱ ରହିଛି । ଜେଜେମା-ଜେଜେବାପା ନିଜ ନାତୀ-ନାତୁଣୀଙ୍କ ପାଇଁ କିଛି ବି କରିପାରନ୍ତି । ଏମିତି କିଛି କରିଛନ୍ତି ଜଣେ ୭୦ ବର୍ଷୀୟ…

ପ୍ରେମିକା ନାଁରେ ଖୋଲିଲେ ଚା’ ଦୋକାନ, ଧୋକା ଖାଇ ବି ଭାଙ୍ଗିଲେନି ପ୍ରେମିକ

ଓଡ଼ିଶା ଭାସ୍କର ବ୍ୟୁରୋ: ହୃଦୟ ଦେଇ ପ୍ରେମ କଲେ । ହେଲେ ପରିଣତି ମିଳିଲା ଧୋକା । ପ୍ରେମିକା ଛାଡ଼ି ଚାଲିଗଲା । କିନ୍ତୁ ପ୍ରେମକୁ ସମ୍ମାନ ଦେଉଥିବା ପ୍ରେମିକ ଜଣଙ୍କ ଭାଙ୍ଗି ପଡ଼ିଲେନି । ଖୋଲିଲେ ଏକ ଚା’ ଦୋକାନ ଆଉ ତାର…

ଏଣିକି ୧୧ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଯୁବପିଢ଼ିଙ୍କୁ ମିଳିବ ଆହୁରି ପାଠପଢ଼ା ସୁବିଧା । ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭର୍ଚୁଆଲ୍ ମୋଡ୍ ଦ୍ୱାରା ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ…

ବିରୋଧୀ ନେତାଙ୍କ ପରେ ନିତୀନ ଗଡକରୀଙ୍କୁ ଭେଟିଲେ ମମତା ବାନାର୍ଜୀ, ଜାଣନ୍ତୁ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନେକ ବିରୋଧୀ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି…