Browsing Category
ଦେଶ ବିଦେଶ
ଆର୍ଥିକ ସ୍ତରରେ ଦୁର୍ବଳ ଓ OBC ପିଲାଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ୧୦% ସଂରକ୍ଷଣ ଦିଆଯିବ । ସେହିପରି ଓବିସି…
ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ କଲେ ମହିଳା, ସମସ୍ତେ କହିଲେ ବାଃ…
ଓଡ଼ିଶା ଭାସ୍କର ବ୍ୟୁରୋ: ପରୋପକାର ଆଉ ସମାଜସେବା ପାଇଁ ଅନେକ ଲୋକ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଦୁନିଆରେ ଏଭଳି ବିରଳ ବ୍ୟକ୍ତି ବିଶେଷ ରହିଛନ୍ତି ଯିଏ କି ନିଜର ସବୁଠୁ ବଡ଼ ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ…
୫ଜି ମାମଲା: ହାଇକୋର୍ଟରେ କରିଥିବା ଯାଚିକାକୁ ଫେରାଇନେଲେ ଜୁହୀ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱଲା ବିଗତ କିଛି ସମୟ ଧରି ଦେଶରେ ୫ଜି ନେଟୱର୍କ ଲାଗୁ କରିବାକୁ ବିରୋଧ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ମେ ମାସରେ ଏହା ସହ ଜଡ଼ିତ ଆଦେଶରେ ସଂଶୋଧନ ପାଇଁ…
ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ ଅଭିଯୁକ୍ତ ବୟଫ୍ରେଣ୍ଡ
ମୁମ୍ବାଇ: ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ଫାଇଭ୍ ଷ୍ଟାର୍ ହୋଟେଲରେ ମଦ ପିଆଇ ଦୁଷ୍କର୍ମ କରାଯାଇଛି । ଏନେଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ତେବେ…
Cognizant ଦେବ ୧ ଲକ୍ଷ ନିଯୁକ୍ତି, ୪୫ ହଜାର ଫ୍ରେସରଙ୍କୁ ମିଳିବ ଚାକିରି
ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଚାକିରି ସୁଯୋଗ । ଜଣେ ଦି ଜଣ ନୁହେଁ, ଆମେରିକୀୟ ଏକ କମ୍ପାନି ଦେବ ୧ ଲକ୍ଷ ନୂଆ ନିଯୁକ୍ତି । ଏଭଳି ସୁଯୋଗ ଦେଇଥିବା କମ୍ପାନି ହେଉଛି କଗଜିନାଣ୍ଟ । ଆଉ ଏଥିରେ ୪୫ ହଜାର ଭାରତୀୟ ଯୁବପିଢ଼ି…
ଭୁବନେଶ୍ୱରକୁ ମିଳିଲା ଜାତୀୟସ୍ତରୀୟ ଆୱାର୍ଡ, କାରଣ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ମାର୍ଟସିଟି ଭୁବନେଶ୍ୱର ପୁଣି ହାତେଇଲା ଜାତୀୟସ୍ତରୀୟ ଆୱାର୍ଡ । କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ ପ୍ରତିଯୋଗିତାରେ ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ…
୩ ହଜାରରୁ ଅଧିକ କଳା ହରିଣ! ମୋଦୀ ଶେଆର୍ କଲେ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ୩ ହଜାରରୁ ଅଧିକ କଳା ହରିଣ ଦୌଡୁଥିବା ଏକ ଭିଡିଓ ଶେଆର୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଭିଡିଓଟି ଗୁଜରାଟର ଭାବନଗର ଜିଲ୍ଲାର ଜାତୀୟ…
‘ସାରା ରାତି ଝିଅମାନେ କାହିଁକି ଥିଲେ ବିଚ୍ ରେ’- ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ…
ଗୋଆ: ନିକଟରେ ଦୁଇ ନାବାଳିକାଙ୍କ ସହିତ ଗୋଆରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନକୁ ନେଇ ହଙ୍ଗାମା ହେବାରେ ଲାଗିଛି । ସେ ବିଧାନସଭାରେ କହିଛନ୍ତି ଯେ, ବାପା-ମାଆ…
ରେଲୱେରେ ଦଶମ ପାସ୍ ପାଇଁ ୧୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି
ଉତ୍ତର କେନ୍ଦ୍ରୀୟ ରେଳବାଇ ବା ଏନସିଆର ନିଜର ଅଫିସିଆଲ୍ ୱେବସାଇଟ୍ http://rrcpryj.orgରେ ଆପ୍ରେଣ୍ଟିସ୍ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ବିଭାଗ ଉତ୍ତର…
କଂଗ୍ରେସରେ ମିଶି ପାରନ୍ତି ପ୍ରଶାନ୍ତ କିଶୋର, ପାର୍ଟି ନେତାଙ୍କ ମତାମତ ଲୋଡିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଣ କଂଗ୍ରେସ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହୁଁଛି ? କଣ ନିଜେ ପ୍ରଶାନ୍ତ କିଶୋର ଭାରତର ସର୍ବ ପୁରାତନ ପାର୍ଟି ସହିତ ନିଜର ନୂତନ ରାଜନୈତିକ ଇନିଂସ ଆରମ୍ଭ…