Browsing Category

ଦେଶ ବିଦେଶ

ଟିକା ହେଉଛି ମାରାତ୍ମକ, ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଛି; ଆମେରିକା ଦେଲା ଚେତାବନୀ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଶ୍ଵ ହନ୍ତସନ୍ତ ହେଉଛି। ଏହାର ମୂଳୋତ୍ପାଟନ ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହା ମଧ୍ୟରେ ବିଭିନ୍ନ ଦେଶ ପକ୍ଷରୁ ଟିକା ସବୁ ସୃଷ୍ଟି କରାଯାଇଛି ଏବଂ ଟିକାକରଣ…

ଅନଶନରେ ବସିଲେ ରାଜ୍ୟପାଳ; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦିନିକିଆ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ତେବେ ଏହି ଅନଶନ କୌଣସି ସରକାର ବିରୋଧରେ ନୁହେଁ ସାଧାରଣରେ ସଚେତନତା ପ୍ରସାର ପାଇଁ ଦିନିକିଆ ଅନଶନରେ ବସିଛନ୍ତି…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ସୂତ୍ରରୁ ଖବର ମିଳିଛି ଯେ, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହଙ୍ଗା ଭତ୍ତା ଉପରେ ଲଗାଯାଇଥିବା…

ପଦ୍ମ ପୁରସ୍କାର-୨୦୨୨ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପଦ୍ମ ପୁରସ୍କାର-୨୦୨୨ ପାଇଁ ନାମାଙ୍କନ ଓ ସୁପାରିଶ ପ୍ରକ୍ରିୟାର ଆରମ୍ଭ ହୋଇଛି । ଆସନ୍ତା ୨୦୨୨ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା…

ଏହି କେନ୍ଦ୍ରମନ୍ତ୍ରୀ ହେଲେ ବିଜେପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ଏହାର ନେତା ଚୟନ କରାଯାଇଛି । ଖାଲି ରହିଥିବା ଏହି ପଦପାଇଁ କେନ୍ଦ୍ର ଶିଳ୍ପ ବାଣିଜ୍ୟ ଓ ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ନେତା…

ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ନଥିଲେ ମନମୋହନ ସିଂହ, ସୋନିଆ-ରାହୁଲଙ୍କ ସାମ୍ନାରେ ରଖିଥିଲେ ଏହି ସର୍ତ୍ତ 

ଭୁବନେଶ୍ଵର : ବର୍ଷ ୨୦୦୪ରେ ଲୋକସଭା ନିର୍ବାଚନ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା ୟୁପିଏ। ଏହି ବିଜୟ ପରେ ଲାଗୁଥିଲା ସୋନିଆ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ହେଲେ ଅଚାନକ ସୋନିଆ ଗାନ୍ଧୀ ଡ.…

ପାକିସ୍ତାନରେ ଚୀନ ନାଗରିକ ଯାଉଥିବା ବସକୁ ଉଡାଇଲେ ଆତଙ୍କବାଦୀ, ୧୦ ମୃତ, ୩୦ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ସହ ବନ୍ଧୁତା ଚୀନକୁ ପଡିଲା ମହଙ୍ଗା। ପାକିସ୍ତାନର ଉତ୍ତର ରାଜ୍ୟ ଖଇବର ପଖତୁନଖଓ୍ଵାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଚୀନ ନାଗରିକ ମଧ୍ୟ…

ସାଉଦି ଆରବର ଗୋଳାବାରୁଦ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଏକ ଗୋଳାବାରୁଦ ଡମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛିି । ଏହି ସେଣ୍ଟରର ବ୍ୟବହାର କରାଯାଉନଥିବା ବେଳେ ବିସ୍ଫୋରଣକୁ ନେଇ ସାଉଦି ରାଜ୍ୟ ଟେଲିଭିଜନ…

ଦେଶରେ କମିଲା କରୋନା, ଆଜି ୬୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

କାଉଡି ଯାତ୍ରାକୁ କ’ଣ ପାଇଁ ଦେଲେ ଅନୁମତି ? ୟୁପି ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ କାଉଡି ଯାତ୍ରାକୁ କଣ ପାଇଁ ଅନୁମତି ଦେଲେ ? କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଏମିତି ପ୍ରଶ୍ନ କରି ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଉଭୟ…