Browsing Category
ଦେଶ ବିଦେଶ
ଦେଶରେ ଇ-ଯାନ ବିପ୍ଳବର ନେତୃତ୍ଵ ନେବ ଟାଟା ମୋଟର୍ସ, ବିଶ୍ଵ ଆକାଂକ୍ଷା ପୂରଣ କରିବ: ଏନ ଚନ୍ଦ୍ରଶେଖରନ
ନୂଆଦିଲ୍ଲୀ: ସଂପ୍ରତି ଦେଶରେ କେନ୍ଦ୍ର ସରକାର ଇ-ଯାନ ବା ଇଲେକ୍ଟ୍ରିକ ଭେଇକିଲକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ନୀତିନ ଗଡକରୀ ଦେଶରେ ଆଗାମୀ ସମୟରେ ଇ-ଯାନର…
ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ ପଢ଼ିବା ମନା, ଏନଏମସି ଜାରି କଲା ନୋଟିସ
ନୂଆଦିଲ୍ଲୀ: ପାକିସ୍ତାନରେ ମେଡିକାଲ ପଢ଼ିପାରିବେନି ଭାରତୀୟ ଛାତ୍ର । ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ କଲେଜରେ ଆଡମିଶନ ନ କରିବାକୁ ପରାମର୍ଶ ଦେଇଛି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ।…
ବଦଳିଗଲା ଅଭିନେତାଙ୍କ ଭାଗ୍ୟ, Paatal Lok 2 ପାଇଁ ମିଳିବ ୫୦ ଗୁଣା ଅଧିକ ଫିସ୍
ମୁମ୍ବାଇ: ଆମାଜନ ପ୍ରାଇମ୍ ର ଚର୍ଚ୍ଚିତ ୱେବ୍ ସିରିଜ୍ "ପାତାଳ ଲୋକ'ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜୟଦୀପ ଅହଲାୱତ ଏବେ ଚର୍ଚ୍ଚାରେ । ପାତାଳ ଲୋକ ପ୍ରଥମ ସିଜନରେ ଜବଦସ୍ତ ସଫଳତା ପରେ ପ୍ରଶଂସକ ଏହାର ଦ୍ୱତୀୟ…
ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୫୦ ଡ଼ିଗ୍ରୀ ପାର କରିପାରେ ତାପମାତ୍ରା
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତର ଅନେକ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟରେ ସୁର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି । ଏଭଳି ସମୟରେ ଭାରତୀୟ…
ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ କମିବ କି ବ୍ୟବଧାନ? ଚାଲିଛି ବିଚାର
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ସରକାର ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରିକସନ ଡୋଜ୍ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ…
ଚୀନ କମ୍ପାନୀ ସାଓମିକୁ ବଡ଼ ଝଟକା, ୫୫୫୧.୨୭ କୋଟି ଜବତ କଲା ବଡ଼
ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଛାପା ମାରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ଏହି ମାମଲାରେ ଶନିବାର ଇଡି ସାଓମି ଇଣ୍ଡିଆର ବ୍ୟାଙ୍କ ଖାତାରେ ଜମା ୫୫୫୧.୨୭ କୋଟି ଜବତ…
ସ୍ଥଳସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ, ଏମଏମ ନରବଣେଙ୍କଠୁ ନେଲେ ଦାୟିତ୍ୱ
ନୂଆଦିଲ୍ଲୀ: ଶନିବାର ୨୯ ତମ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନରାଲ ମନୋଜ ପାଣ୍ଡେ । ଜେନରାଲ ଏମଏମ ନରବଣେ ତାଙ୍କ ଦାୟିତ୍ୱରୁ ଇସ୍ତଫା ନେବା ପରେ ସେ ଏହି ଦାୟିତ୍ୱ ନେଇଛନ୍ତି । ଏହା ପୁର୍ବରୁ ସେ…
ତୃତୀୟ ସାମୁଖ୍ୟର ବିଜୟ ଅସମ୍ଭବ: ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର ତୃତୀୟ ସାମ୍ମୁଖ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ ଦେଶରେ ନିର୍ବାଚନ ଜିତି ପାରିବ ନାହିଁ । ଯଦି…
ବିଜୁଳି ସଙ୍କଟ ନେଇ କେନ୍ଦ୍ର ସରକାରଙ୍କୁ ପି ଚିଦାମ୍ବରମଙ୍କ ଆକ୍ଷେପ, ‘ମୋଦୀ ହେ ତୋ ମୁମକିନ ହେ’
ନୂଆଦିଲ୍ଲୀ: ଦେଶ ସାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବିଦ୍ୟୁତ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଦେଶର ଅନେକ ରାଜ୍ୟରେ ଅଘୋଷିତ ବିଜୁଳିକାଟ କରାଯାଉଛି। ବ୍ୟାପକ ବିଜୁଳିକାଟ ପ୍ରସଙ୍ଗକୁ ନେଇ କଂଗ୍ରେସର…
ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ, ଏମିତି ଉତ୍ତର ଦେଲେ ସିଜେଆଇ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନକ କରିଛନ୍ତି। ଏହି ସମ୍ମିଳନୀକୁ ଦେଶର…