Browsing Category

ଦେଶ ବିଦେଶ

୩ ଲସ୍କର ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ୩ ଜଣ ଲସ୍କର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କଶ୍ମୀରର…

କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ…

ଏବେ ଇସଲାମାବାଦରେ ଭାରତୀୟ ଦୂତାବାସରେ ଉଡିଲା ଡ୍ରୋନ,  ବଢିଲା ଭାରତର ଚିନ୍ତା

ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ପାକିସ୍ତାନ ଏବେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଶସ୍ତ୍ର ପଠାଇବା ଓ ଆକ୍ରମଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ଗତ ସପ୍ତାହରେ ଯେଉଁ ଦିନ ଜମ୍ମୁ ସ୍ଥିତ ବାୟୁସେନା…

ମାଦ୍ରାସ ଆଇଆଇଟି କ୍ୟାମ୍ପସରୁ ମିଳିଲା ଅଧ୍ୟାପକ ଜଳନ୍ତା ମୃତଦେହ, ୧୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ

ଚେନ୍ନାଇ : ଭାରତୀୟ ପ୍ରଦୌଗିକି ସଂସ୍ଥାନ(ଆଇଆଇଟି) ମାଦ୍ରାସ ଘଟିଛି ଅଘଟଣ। ଗୁରୁବାର କ୍ୟାମ୍ପସ ପରିସରରୁ ଏକ ଅର୍ଦ୍ଧଦଗ୍ଧ ଅଧ୍ୟାପକଙ୍କ ମୃତଦେହ ମିଳିଛି। ହକି ପଡିଆ ନିକଟରେ ମୃତଦେହ ଦେଖିବା ପରେ ଅନୁଷ୍ଠାନର କ୍ରୀଡ଼ା…

ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଦେଶ ଅଲୋଡ଼ା ରେକର୍ଡରେ ସାମିଲ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ମୃତ୍ୟୁବରଣ କରିବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ…

ପାକିସ୍ତାନ-ତୁର୍କିର ସେନାରେ ପିଲାଙ୍କୁ କରାଯାଏ ନିୟୋଜିତ, ୟୁଏସ୍ ଏହି ଲିଷ୍ଟରେ କଲା ସାମିଲ

ଇସଲାମାବାଦ୍: ଆମେରିକା ଗୁରୁବାର ଦିନ ପାକିସ୍ତାନ ଓ ତୁର୍କିକୁ ନିଜର ଶିଶୁ ସୈନ୍ୟ ନିରୋଧୀ ଅଧିନିୟମ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଏହାପରେ ଏହି ଦୁଇ ଦେଶକୁ ସୈନ୍ୟ ସହାୟତା ଉପରେ ରୋକ୍ ଲଗାଯାଇପାରେ ବୋଲି…

ଅହଙ୍କାର ଭାଇରସ ପାଇଁ କୌଣସି ଭ୍ୟାକ୍ସିନ ନାହିଁ, ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଯୋଗାଣ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ। ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହିଁ…

ଦୁଇଟି ଅଲଗା-ଅଲଗା ଟିକା ଲଗାଇବା ଦ୍ୱାରା ହେଉଛି ଫାଇଦା! ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଏବେ ଅନେକ ଦେଶରେ ରିସର୍ଚ୍ଚ ଜାରି ରହିଛି । ଇତି ମଧ୍ୟରେ ଦୁଇଟି ଅଲଗା ଅଲଗା ଟିକା ଲଗାଇବା ଉପରେ ମଧ୍ୟ ରିସର୍ଚ୍ଚ କରାଯାଉଛି । ଗତ ମାସରେ ସଦ୍ୟତମ ରିସର୍ଚ୍ଚରେ କୁହାଯାଇଥିଲା ଯେ,…

ଦିଦିଙ୍କୁ ଶକ୍ତ ଝଟକା: ହାଇକୋର୍ଟଙ୍କ ଆଦେଶ, ନିର୍ବାଚନୀ ହିଂସାର ପ୍ରତିଟି ମାମଲାରେ ଏଫଆଇଆର ରୁଜୁ କରାଯାଉ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ  ଲାଗିଲା ଜୋରଦାର ଝଟକା। କଲିକତା ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ନିର୍ବାଚନ ପରବର୍ତ୍ତୀ ହିଂସାର ସମସ୍ତ ମାମଲାରେ ଏଫଆଇଆର ରୁଜୁ କରିବାକୁ…

ବୟସ ମାତ୍ର ୭, ଆଇଫୋନ୍ ଗେମରେ ଉଡ଼ାଇଲେ ୧.୩ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପିଲାମାନେ ଆଉଟଡୋର୍ ଗେମ୍ ଠାରୁ ଅଧିକ ଅନଲାଇନ୍ ଗେମ୍ ସଂସ୍ପର୍ଶରେ ଆସୁଛନ୍ତି । ଅଳ୍ପ ବୟସରୁ ହିଁ ଏହି ଅନଲାଇନ୍ ଗେମ୍ ଖେଳିବା ଏବେ ପିଲାମାନଙ୍କ ଏକ ପ୍ରକାରର ନିଶା ପାଲଟିଗଲାଣି । ଏ…