Browsing Category

ଦେଶ ବିଦେଶ

ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ…

ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ

ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ…

ନରମ ପଡିଲା ୟୁଏନଏସସି ! ଆତଙ୍କବାଦ ଉପରେ ଟିପ୍ପଣୀରେ ଗାଏବ ତାଲିବାନର ନାମ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିକାର କରିବାର ଦୁଇ ସପ୍ତାହ ପରେ ତାଲିବାନକୁ ନେଇ ବଦଳିଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ୱର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅର୍ଥାତ ୟୁଏନଏସସି…

ତାଲିବାନକୁ ଭୟଙ୍କର କ୍ଷତି ପହଞ୍ଚାଇଲା ARC

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି । ସଲେହଙ୍କ ନେତୃତ୍ୱରେ ପଞ୍ଜଶୀର ପ୍ରଦେଶର ଆଫଗାନିସ୍ତାନ ରେଜିଷ୍ଟାନ୍ସ…

କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ

ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ…

ଏହି ଗାଁରେ ରହିଛନ୍ତି ୪୦୦ରୁ ଅଧିକ ଯାଆଁଳା ଶିଶୁ, ରହସ୍ୟ ଉପରୁ ପରଦା ଉଠାଇ ପାରୁନାହାନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆରେ ଅନେକ ପ୍ରକାରର ଅଜବ-ଗଜବ ଘଟଣା ଘଟିଥାଏ ଯାହା ଆମକୁ ତାଜୁବ୍ କରିଥାଏ । ଏସବୁ ଏତେ ପରିମାଣରେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ, ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏହି କ୍ରମରେ ଆଜି ଆମେ…

ପୁଅ ପାଖରେ ଥିଲା ପର୍ଣ୍ଣ ଫିଲ୍ମର ବଡ଼ କଲେକ୍ସନ୍, ଫିଙ୍ଗିଦେବାରୁ ବାପା-ମାଆଙ୍କୁ ମିଳିଲା ଏପରି ସଜ୍ଜା

ୱାଶିଂଟନ୍: ପୁଅ ପାଖରେ ଥିଲା ପର୍ଣ୍ଣ ଫିଲ୍ମର ବଡ଼ କଲେକ୍ସନ୍ । ହେଲେ ମାଆ ବାପା ପୁଅକୁ ଏସବୁ ଦେଖିବାକୁ ରୋକିବାକୁ ଯାଇ ପର୍ଣ୍ଣ ଫିଲ୍ମ କଲେକ୍ସନ୍ କୁ ଫିଙ୍ଗିଦେଇଥିଲେ । ତେଣୁ ଏହାକୁ ନେଇ କୋର୍ଟ ମାଆ ବାପାଙ୍କୁ ସଜ୍ଜା…

ପଦକ ବିଜୟ ପରେ ଭବିନାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଏମିତି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭବିନା ପଟେଲଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ କଂଗ୍ରେସ ସଭାପତି…

ବଢ଼ିବ I-PHONE ମୂଲ୍ୟ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରୁ ବଢିଯିବ ଆଇଫୋନ-୧୩ର ମୂଲ୍ୟ । ଆସନ୍ତା ମାସରେ ଆଇଫୋନ ୧୩ ସିରିଜ ଫୋନ ଲଞ୍ଚ ହେବାକୁ ଯାଉଛି । ଏହି ଫୋନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଇଛି । ଆସନ୍ତା…

ତାଲିବାନୀଙ୍କୁ ପଞ୍ଜଶିର ଚାଲେଞ୍ଜ୍, ରଣହୁଙ୍କାର ଦେଉଛନ୍ତି ଏହି ଯୋଦ୍ଧା

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନର ୩୪ଟି ଅଞ୍ଚଳରୁ ୩୩ଟିରେ ନିଜ ଆଧିପତ୍ୟ ବିସ୍ତାର କରିସାରିଛନ୍ତି ତାଲିବାନୀ । କିନ୍ତୁ ଏବେ ମଧ୍ୟ ପଞ୍ଜଶୀର ଘାଟି ତାଲିବାନୀଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ଆଉ ନିଜକୁ…