CHARIDHAM
Browsing Category

ଦେଶ ବିଦେଶ

ପାଉଁଶରୁ ତିଆରି ହେବ ଫୁଟପାଥ୍, ଜାଣନ୍ତୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ପକ୍ଷରୁ କଣ ମିଳିଛି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଥର୍ମାଲ ପାୱର୍ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶର ବ୍ୟବହାର ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ବର୍ତ୍ତମାନ ଏହି ପାଉଁଶରୁ ଟାଇଲ୍, ଇଟା ଓ ବ୍ଲକ୍ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।…

ପର୍ସନାଲ ଲୋନ୍ ନିୟମରେ ପରିବର୍ତ୍ତନ କଲା RBI

ନୂଆଦିଲ୍ଲୀ: ବ୍ୟାଙ୍କର ଲୋନ ନିୟମରେ ପରିବର୍ତ୍ତନ କରିଛି ଭାରତୟ ରିଜର୍ଭ ବ୍ୟାଙ୍କ । ପର୍ସନାଲ ଲୋନର ଲିମିଟକୁ ସଂଶୋଧନ କରିଛି RBI । ଏହି ନୂଆ ନିୟମ ଅନୁସାରେ, ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ତାଙ୍କ ପରିବାର…

ଆପଣଙ୍କ ଫୋନ୍ Pegasusର ଶିକାର ହୋଇନାହିଁ ତ? ଏହି ପଦ୍ଧତିରେ ଚେକ୍ କରିବାକୁ କହିଲା ଅନ୍ତର୍ଜାତୀୟ ସଂସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ପେଗାସସ୍ ସ୍ପାଇୱେରକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକଳାପକୁ ସହଜରେ ନିରୀକ୍ଷଣ କରିପାରେ । ଆପଣ କାହା ସହ…

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୬ ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା ।  ତେବେ…

ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…

କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ…

ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟଙ୍କୁ ମିଳିଲା ଆଶ୍ୱସ୍ତି, ୟୁପି ପୁଲିସର ନୋଟିସକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସିଆରପିସିର ଧାରା ୪୧ଏ ଅନୁଯାୟୀ ଉତ୍ତର ପ୍ରଦେଶ ପୋଲିସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ…

ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୩୫କୁ ବୃଦ୍ଧି, ସରକାର କହିଲେ- ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ : କରୋନା ମହାମାରୀ ସହ ଲୋକମାନେ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି ବର୍ଷା । ଗତ ଗୁରୁବାର ସନ୍ଧ୍ୟାଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ସହ ଜଡିତ ଘଟଣାରେ ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୫୯ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୫୯ ହଜାର ୪୭୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୪୦ ଲକ୍ଷ ୫…

ଦେହ ସୁଖ ପାଇଁ ସ୍ୱାମୀଙ୍କୁ ଛାଡ଼ିଦେଲେ; ୨ୟ ସ୍ୱାମୀ ବି ଦେଇପାରିଲେନି ଶାନ୍ତି…

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାମୀ ସହ ମିଳନରେ ସନ୍ତୁଷ୍ଟ ହେଲେନି। ତେଣୁ ଛାଡ଼ପତ୍ର ଦେଇଦେଲେ। କଲେ ଦ୍ୱିତୀୟ ବିବାହ; ହେଲେ କିଛିଦିନ ପରେ ନୂଆ ସ୍ୱାମୀ ବି ଭଲ ସେକ୍ସ ଦେଇପାରିଲେନି। ଏଭଳି ଅନୁଭୂତି ଲେଖି ଜଣାଇଛନ୍ତି ଜଣେ…