fbpx
Browsing Category

ଦେଶ ବିଦେଶ

ଏପରି ମାଆଙ୍କୁ ସଲାମ: ନିଜେ ୧୦ମ ଯାଏଁ ବି ପଢିନାହାନ୍ତି ହେଲେ ଦୁଇ ଝିଅଙ୍କୁ କରିଦେଲେ IAS ଅଫିସର

ନୂଆଦିଲ୍ଲୀ: ଜୀବନରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ବ୍ୟକ୍ତିର ସଫଳତା ପଛରେ ସବୁଠାରୁ ବଡ଼ ଭୂମିକା ମାଆର ହିଁ ରହିଥାଏ । ତେବେ ଆଜିର ମାତୃ ଦିବସରେ ସୁଶୀଲା ରାଜପାଳଙ୍କ ବିଷୟରେ ଜାଣିବା । ତାଙ୍କ ବଡ଼…

ଅସୀ ଘାଟରେ ପୂଜା, କାଳ ଭୈରବଙ୍କ ଆଶୀର୍ବାଦ ନେବା ପରେ ୧୪ ରେ ନାମାଙ୍କନ ଭରିବେ ମୋଦୀ; ବାରାଣସୀ ଲାଗି ବିଜେପିର ମେଗା ପ୍ଲାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାଣସୀ ଲୋକସଭା ଆସନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୪ ତାରିଖରେ ନାମାଙ୍କନ ଭରିବେ । ଏହି ସମୟରେ ଏନଡିଏର ବହୁ ନେତା ବି ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ…

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଦେବ ହଜାର ହଜାର ଲୋକଙ୍କୁ ଚାକିରି, ଜାଣନ୍ତୁ SBIର ହାୟରିଙ୍ଗ ପ୍ଲାନ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ସମୟରେ ବ୍ୟାଙ୍କରେ କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛି । ନିଜ ତ୍ରୟମାସିକ ଘୋଷଣା ସମୟରେ ଏସବିଆଇ ଚେୟାରମ୍ୟାନ…

ମେଘାଳୟର ପ୍ରଥମ ମହିଳା DGP ହେଲେ ଇଦାଶିଶା ନୋଗ୍ରାଙ୍ଗ, ସେ ୧୯୯୨ ବ୍ୟାଚର IPS ଅଫିସର ଥିଲେ

ଶିଲଙ୍ଗ୍: ମେଘାଳୟର ପ୍ରଥମ ପୋଲିସ ନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ ହୋଇଛନ୍ତି ଇଦାଶିଶା ନୋଗ୍ରାଙ୍ଗ । ୧୯୯୨ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ନୋଗ୍ରାଙ୍ଗ ଏଲ୍. ଆର୍ ବିଷ୍ଣୋଇଙ୍କ ସ୍ଥାନରେ ନିଯୁକ୍ତ…

Apple iTunes ଏବଂ Chrome ୟୁଜର୍ସଙ୍କୁ ବିପଦ! ଭୁଲରେ ବି କରନ୍ତୁନି ଏହି କାମ, ସରକାରଙ୍କ ପକ୍ଷରୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଆପଲ ଆଇଟ୍ୟୁନ୍ସ ଏବଂ ଗୁଗୁଲ ୟୁଜର୍ସଙ୍କ ପାଇଁ ଏକ କଡ଼ା ଚେତାବନୀ ଜାରି କରାଯାଇଛି । ଇଣ୍ଡିଆନ କମ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ ଏହାର ତ୍ରୁଟିକୁ ନେଇ କହିଛି ଯେ, ହ୍ୟାକର୍ସ…

ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର ଦ୍ୱାର, ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆଦିଲ୍ଲୀ: ଆଜି ଖୋଲିଲା ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମର ଦ୍ୱାର । ମେ ୧୦ରେ ବାବା କେଦାରନାଥ, ଜମୁନୋତ୍ରୀ ଏବଂ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲାଯିବା ପରେ ଆଜି ସକାଳ ୬ଟାରେ ଭକ୍ତଙ୍କ ପାଇଁ ଖୋଲାଯାଇଛି ବଦ୍ରିନାଥ…

ଏହି ରାଉଟର୍ସ ବ୍ୟବହାର କରି ଆପଣ ଯାଇପାରନ୍ତି ଜେଲ୍ ! ସରକାର ଦେଲେ ଚେତାବନୀ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ୱାଇ-ଫାଇ ରାଉଟର ପାଇଁ ଡିଜିସୋଲ ପକ୍ଷରୁ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In)  ଏକ ଆଡଭାଇଜରୀ ଜାରି କରିଛି । ସରକାର କହିଛନ୍ତି ଯେ, ଡିଜିସୋଲର ରାଉଟରର ଫର୍ମୱେୟାରରେ ସାଇବର ଆକ୍ରମଣର…

ସୂର୍ଯ୍ୟରେ ଘଟିଲା ୨ଟି ବିସ୍ଫୋରଣ: ନାଲି ହୋଇଗଲା ଆକାଶ, NASA ଜାରି କଲା ଏହି ଆଶ୍ଚର୍ଯ୍ୟଜନକ ଫଟୋ

ନୂଆଦିଲ୍ଲୀ: ମହାକାଶ ଏପରି ଏକ ରହସ୍ୟମୟୀ ଦୁନିଆ ଯାହା ବିଷୟରେ ଯେତେ ଜାଣିଲେ ସୁଦ୍ଧା କମ ଲାଗିଥାଏ । ତେବେ ଏହାରି ମଧ୍ୟରେ ନାସା ଶୁକ୍ରବାର ଦିନ ଆଉ ଏକ ଫଟୋ ଜାରି କରିଛି, ଯାହା ବିଷୟରେ ଅପଣ ଜାଣି ଆଶ୍ଚର୍ଯ୍ୟ…

ସ୍ନେହ ଓ ଭଲପାଇବାରେ ନାହିଁ ଯାହାର ତୁଳନା ସେ ହେଉଛି ମାଆ, ଜାଣନ୍ତୁ ବିଶ୍ୱ ମାତୃ ଦିବସର ଇତିହାସ

ଓଡ଼ିଶା ଭାସ୍କର: ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଉଛି ‘ମାଆ’ । ଯାହାର ବିକଳ୍ପ ନାହିଁ କି ତୁଳନା ନାହିଁ । ମାଆ ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ବି କମ୍ ପଡ଼ିଯିବ । ଦୁନିଆର ସବୁ ସୁଖ ଯେମିତି ମାଆର ପଣତ ତଳେ…

ହଜିଯାଇଥିବା ଫୋନ ଫେରିପାଇବାକୁ ଚାହୁଁଛନ୍ତି କି? Android ର ଏହି ଫିଚରରେ ମଧ୍ୟମରେ ଜାଣନ୍ତୁ କିପରି ଖୋଜିବେ

ନୂଆଦିଲ୍ଲୀ: ଆଜିକାଲି ଫୋନରେ ସମସ୍ତେ ନିଜର ସମସ୍ତ ଜରୁରୀ ଡାଟା ରଖୁଛନ୍ତି । ଯେପରିକି ପର୍ସନାଲ ଡାଟା, ଭିଡିଓ-ଫଟୋଜ, ବ୍ୟାଙ୍କିଙ୍ଗ ଡାଟା ଏବଂ ଅନ୍ୟ ଜରୁରୀ ଜିନିଷ । ତେବେ ଏହି ଗୁଡିକ ପାଇଁ ଫୋନ ହଜିବା ମାତ୍ରେ ଆମେ…