Browsing Category
ଦେଶ
ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ପ୍ରଜ୍ଜ୍ୱଳଙ୍କ ପିତା ଏଚଡି ରେଭାନ୍ନା ଗିରଫ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଅଶ୍ଳୀଳ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ପୂର୍ବତନ ଜେଡିଏସ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପିତାଙ୍କୁ ଏସଆଇଟି ଗିରଫ କରିଛି । ଏଚଡି ରେଭାନ୍ନାଙ୍କ ଏହି ଗିରଫଦାରୀ ଏକ ଅପହରଣ ମାମଲାରେ…
ଅନନ୍ତନାଗରେ ବଡ଼ ଦୁର୍ଘଟଣା, ଘାଇକୁ ଖସିଲା ସେନା ଗାଡି: ଜଣେ ମୃତ, ୯ଆହତ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଅନନ୍ତନାଗରେ ଏକ ସେନା ଗାଡି ଘାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ନଅ ଜଣ…
ପ୍ରିନ୍ସିପାଲ ଏବଂ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଜୋରଦାର୍ ମାରପିଟ୍, ଚିରିଲେ ପୋଷାକ: ଦେଖନ୍ତୁ ଭାଇରାଲ Video
ନୂଆଦିଲ୍ଲୀ: ସ୍କୁଲର ପ୍ରିନ୍ସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରୁଥିବା ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଆପଣ ଭିଡିଓରେ ଦେଖିପାରିବେ ଯେ ଦୁହିଁଙ୍କ ମଧ୍ୟରେ କିପରି ଝଗଡା ହେଉଛି । ଏହି ଘଟଣା ମେ ୩ ରେ…
କୁନୋ ପାର୍କରୁ ଚିତାବାଘ ଫେରାର୍: ରାଜସ୍ଥାନରେ ବାଘକୁ ନେଇ ବଢୁଛି ଭୟ
ନୂଆଦିଲ୍ଲୀ: କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତାବାଘ ଚମ୍ପଟ ମାରି ରାଜସ୍ଥାନକୁ ଚାଲି ଆସିଛି । ଖସିଥିବା ଚିତାବାଘ ଆଫ୍ରିକାର ନାମିବିଆରୁ ଦୁଇବର୍ଷ ତଳେ ନିଆଯାଇଥିଲା । ଏହି ଚିତା ଖସି ରାଜସ୍ଥାନ କରୌଲି ଜିଲ୍ଲାର…
ସନାତନ ଧର୍ମକୁ ନେଇ ବିଷ ଓଗାଳିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ୱାସ ଉପରେ କଲେ ଆକ୍ରମଣ, ଦେଖନ୍ତୁ ଭାଇରାଲ…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା…
ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ବଡ଼ ଝଟକା, ଅରବିନ୍ଦର ସିଂ ଲଭଲିଙ୍କ ସମେତ ଅନେକ ନେତା ବିଜେପିରେ ହେଲେ ସାମିଲ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ଦିଲ୍ଲୀର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପି ମୁଖ୍ୟାଳୟରେ ପୂର୍ବତନ କଂଗ୍ରେସ ଦିଲ୍ଲୀ…
‘ପୁଣି ୨ ଭାଗ ହୋଇଯିବ କଂଗ୍ରେସ, ରାୱଲପିଣ୍ଡିରୁ ନିର୍ବାଚନ ଲଢନ୍ତୁ ରାହୁଲ ଗାନ୍ଧୀ,’ କିଛି ଏପରି ବୟାନ ରଖିଛନ୍ତି କଂଗ୍ରେସର ପୂର୍ବତନ ନେତା
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱେୟନାଡ ବ୍ୟତିତ ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ବି ଲୋକସଭା ନିର୍ବାଚନ ଲଢୁଛନ୍ତି । ପ୍ରିୟଙ୍କା ଗାନ୍ଧୀ ଏଥର ନିର୍ବାଚନ ଲଢିବା ନେଇ ଅଟକଳ କରାଯାଉଥିଲା କିନ୍ତୁ ସେ…
(video)ଦିଲ୍ଲୀର କନ୍ନଟ୍ ପ୍ଲେସ୍ରେ ଖେଳିଗଲା ଆତଙ୍କ, ସନ୍ଦେହଜନକ ଅବସ୍ଥାରେ ମିଳିଲା ଏକ ପରିତ୍ୟକ୍ତ ବ୍ୟାଗ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା କିଛି ସ୍କୁଲକୁ ବମ୍ ବ୍ଲାଷ୍ଟ କରି ଉଡାଇଦେବାକୁ ମିଳିଥିବା ଧମକ ଭରା ଇ-ମେଲ୍ ମାମଲା ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବା ବେଳେ ଶନିବାର ପୁଣି ଥରେ ଏପରି ଏକ ଘଟଣା ଆତଙ୍କ…
କାହାର ମୃତ୍ୟୁ ପରେ ଭୋଟର ତାଲିକାରୁ କିପରି ହଟାଇବେ ନାଁ ? ଜାଣନ୍ତୁ ପୁରା ଡିଟେଲ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ଚଳିତ ବର୍ଷ ମୋଟ୍ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ୨ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଆସନ୍ତା ମେ ୭ରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ…
ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ପାକିସ୍ତାନୀ ନେତା, କହିଲେ ରାହୁଲ ହିଁ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ
ନୂଆଦିଲ୍ଲୀ:ପାକିସ୍ତାନରେ ଇମରାନ୍ ଖାନ୍ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ଚୌଧରୀ ଫବାଦ ହୁସେନ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି । ସେ ରାହୁଲଙ୍କ ତୁଳନା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…