CHARIDHAM
Browsing Category

ଦେଶ

ଏହି ସରକାରୀ ବ୍ୟାଙ୍କ ଉପରେ ୧.୪୫ କୋଟିର ଜରିମାନା ଲଗାଇଲା RBI; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧.୪୫ କୋଟି ଟଙ୍କାର ଜରିମାନା ଲଗାଇଛି । ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜୁନ୍ ୧୧…

କେନ୍ଦ୍ର ସରକାର ଜାରି କଲେ ମେମୋରାଣ୍ଡମ୍: ଜୁଲାଇ ୧ରୁ ଲାଗୁ ହେବ ୩ଟି ଅପରାଧିକ ଆଇନ୍

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଦେଶରେ ତିନୋଟି ଅପରାଧିକ ଆଇନ (କ୍ରିମିନାଲ ଲ’) ଲାଗୁ ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମେମୋରାଣ୍ଡମ୍ ଜାରି କରାଯାଇଛି । ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ…

ଜି-୭ ଶିଖର ସମ୍ମିଳନୀ: ଋଷି ସୁନାକ ଓ ମାକ୍ରୋନଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସହ ଦ୍ୱିପାକ୍ଷିକ ଭାବେ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ…

୧୮.୬ ବର୍ଷ ପରେ ପୁଣି ଦେଖିବାକୁ ମିଳିବ ଅଭିନବ ମହାଜାଗତିକ ଦୃଶ୍ୟ, ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା

ନୂଆଦିଲ୍ଲୀ: ବହୁତ ଶୀଘ୍ର ଆକାଶରେ ଦେଖିବାକୁ ମିଳିବ ଅଭିନବ ଦୃଶ୍ୟ । ଆକାଶରେ ସ୍ଥିର ହୋଇଯିବେ ଚନ୍ଦ୍ରମା । ଫଳରେ ଚନ୍ଦ୍ର ଉଦୟ ଓ ଅସ୍ତ ହେବାର ଅଧିକତମ ସମୟ ଦୃଶ୍ୟମାନ ହେବ । ବିଜ୍ଞାନ ଭାଷାରେ ଏହାକୁ ଲୁନାର…

ତାତି ପାଇଁ ବଢ଼ିଲା ଖରା ଛୁଟି ଅବଧି: ଜୁନ୍ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ମଧ୍ୟରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶ…

ଇଟାଲୀରେ ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଭେଚ୍ଛା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ; ବାପା-ଭଉଣୀ କହିଲେ ‘ତାଙ୍କ ମୃତ୍ୟୁ ଏବେ ବି ଏକ ରହସ୍ୟ’

ମୁମ୍ଵାଇ: ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ବର୍ଷ ବିତିଗଲାଣି। ୨୦୨୦ ଜୁନ୍ ୧୪ରେ ବଲିଉଡ ଜଗତକୁ ଆସିଥିଲା ଏଭଳି ଏକ ଖବର ସବୁ ସିନେ ପ୍ରେମୀଙ୍କୁ ଦୋହଲାଇ ଦେଇଥିଲା। ଆଉ ଆଜି ହେୁଛି ସୁଶାନ୍ତଙ୍କ ଏହା…

ଏବେ ସ୍ମାର୍ଟଫୋନ୍ ବି ତିଆରି କରିବ ଟାଟା, ଚୀନ୍‌ର ଏହି ବଡ କମ୍ପାନୀକୁ କିଣିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଛୁଞ୍ଚି ଠାରୁ ଉଡାଜାହାଜ ପର୍ଯ୍ୟନ୍ତ ନିର୍ମାଣ କରୁଥିବା ଦେଶର ସବୁଠାରୁ ନିର୍ଭରଯୋଗ୍ୟ କମ୍ପାନୀ ଟାଟା ଏବେ ମୋବାଇଲ୍ ନିର୍ମାଣ କରିବାକୁ ଯାଉଛି । ତେବେ ଏକ ଦଶକ ପୂର୍ବେ ଟାଟା ଗ୍ରୁପ୍ ମୋବାଇଲ୍ ନେଟୱାର୍କ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ATSର ଅପରେସନ; ୪ଗିରଫ, ୫ଫେରାର

ମୁମ୍ବାଇ: ଲୋକସଭା ନିର୍ବାଚନରେ ଭୋଟ ଜିହାଦ ହୋଇଥିଲା କି ? ମୁସଲମାନମାନେ ଏକଜୁଟ ହୋଇ ବିଜେପିକୁ ଭୋଟ୍ ନ ଦେବାକୁ ପ୍ଲାନ୍ କରିଥିଲେ କି ? ବିଜେପି ନେତା କିରିଟ୍ ସୋମେୟା ମୁମ୍ବାଇର ଉତ୍ତର କେନ୍ଦ୍ରୀୟ ଲୋକସଭା ଆସନରେ…

କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ୨୧ ଥର ଲେଖିଲେ ‘ଓମ୍ ଶ୍ରୀରାମ’, ଏହି ନେତାଙ୍କୁ ନେଇ ଏବେ ହେଉଛି ଖୁବ୍ ଚର୍ଚ୍ଚା

ନୂଆଦିଲ୍ଲୀ: ତେଲଗୁ ଦେଶମ୍ ପାର୍ଟି (ଟିଡିପି) ନେତା ତଥା ଲୋକସଭା ସାଂସଦ କିଞ୍ଜରାପୁ ରାମ ମୋହନ ନାଇଡୁ ସାଧାରଣ ବିମାନ ଚଳାଚଳ ସେବା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ପୂର୍ବରୁ ଗୁରୁବାର ଏକ ପାରମ୍ପରିକ…