Browsing Category

ଦେଶ

ପିଏମ ମୋଦୀ, ଅମିତ ଶାହାଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଏହି ଦିନ ଜାରି କରିବ ବିଜେପି : ସାମ୍ନାକୁ ଆସିଲା ତାରିଖ 

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ୨୯ ଫେବୃଆରୀରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିପାରେ । ଏହି ତାଲିକାରେ ପିଏମ ମୋଦୀ ଏବଂ ଅମିତ ଶାହାଙ୍କ ପରି ବରିଷ୍ଠ ନେତାଙ୍କ ଲୋକସଭା ଆସନ…

(Video) ନିଜର ପ୍ରଥମ ନିର୍ବାଚନ ବିଜୟ ବେଳର ଭିଡିଓ ସେୟାର କଲେ ମୋଦି: ପୁରୁଣା ସ୍ମୃତିକୁ କଲେ ତାଜା

ଓଡ଼ିଶା ଭାସ୍କର: ଏକ ପୁରୁଣା ଭିଡିଓ ସେୟାର କରି ନିଜର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ୨୦୦୨ ଆଜିର ଦିନରେ, ନରେନ୍ଦ୍ର ମୋଦି ରାଜକୋଟରୁ ପ୍ରଥମ ନିର୍ବାଚନରେ ​​ବିଜୟୀ ହୋଇ…

ନିର୍ବାଚନ ପାଇଁ ବିଜେପି ଖେଳିବ ମାଷ୍ଟର ଷ୍ଟ୍ରୋକ୍: ଗୁରୁବାର ଦିନ ହେବ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର…

‘Printing Companyରୁ ଚୋରି ହୋଇଛି ପ୍ରଶ୍ନପତ୍ର…’ ମୁଖ୍ୟମନ୍ତ୍ରୀଙ୍କ ରାଡରରେ ନିଯୁକ୍ତି ବୋର୍ଡ ଅଫିସର

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ମାମଲା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପେପର ଲିକ୍ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଟାର୍ଗେଟ କରିଛନ୍ତି ବିରୋଧୀ । ତେଣୁ…

ପୂର୍ବତନ କୁସ୍ତି କୋଚ୍‌କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ, ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ କରିଥିଲା ହତ୍ୟା

ନୂଆଦିଲ୍ଲୀ: ହରିୟାଣା ରୋହତକର ଏକ କୋର୍ଟ ଫେବୃୟାରୀ ୨୦୨୧ରେ ଏକ ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ ହତ୍ୟା ଅପରାଧରେ ଆଜି କୁସ୍ତିର ପୂର୍ବତନ କୋଚ୍‌ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଗଗନ…

Punjab National Bankରେ ମିଳିବ ବଡ଼ ନିଯୁକ୍ତି: ସ୍ପେଶାଲିଷ୍ଟ ଅଫିସର ପାଇଁ ଆଜି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଞ୍ଜାବ ନେସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିଙ୍କ ପାଇଁ ଏକ ବଡ଼ ସୂଚନା ଜାରି କରାଯାଇଛି । ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ…

ଗିରଫ ହେଲା ହଲଦ୍ୱାନୀ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ: ଦିଲ୍ଲୀରେ ଲୁଚି ବସିଥିଲା ଅବଦୁଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହଲଦ୍ୱାନୀ ଜିଲ୍ଲାର ବନଭୁଲାପୁରାରେ ଫେବୃଆରୀ ୮ ତାରିଖରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଏବେ ପୋଲିସ କବଜାରେ ଧରା ପଡ଼ିଛି । ଉତ୍ତରାଖଣ୍ଡ ପୋଲିସର ପ୍ରବକ୍ତା ଆଇଜି ନିଲେଶ ଭାରନେ…

ଜୁଲାଇ ପହିଲାରୁ ଦେଶରେ ନୂଆ ନିୟମ ଲାଗୁ: ବଦଳିବ ବହୁ ପୁରୁଣା ‘IPC’

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁଲାଇ ପହିଲାରୁ ଭାରତୀୟ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଲାଗୁ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ସମସ୍ତ…

ମାର୍ଚ୍ଚ ୧୨ ତାରିଖରୁ ଲାଗୁ ହେବ କୋଡ଼ ଅଫ୍ କଣ୍ଡକ୍ଟ, ଏପ୍ରିଲ ୧୯ରେ ନିର୍ବାଚନ!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ସେହିପରି ନିର୍ବାଚନ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ସମସ୍ତ ରାଜ୍ୟ…

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଘୋଷଣା ହେବ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନ ସବୁ ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାଭିତରେ ରାଜନୈତିକ ଦଳରୁ ଆରମ୍ଭ କରି ଭୋଟର ସମସ୍ତେ ନିର୍ବାଚନ ତାରିଖକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା…