Browsing Category

ଦେଶ

ଅଚାନକ ବଢିଗଲା ପିଆଜ ମୂଲ୍ୟ: ସରକାରଙ୍କ ଏହି ନିଷ୍ପତ୍ତିରେ ବଦଳିଲା ମାର୍କେଟ ରେଟ୍

ନୂଆଦିଲ୍ଲୀ: ନାସିକର ଲାସଲଗାଓଁ ମଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ଅଚାନକ ବୃଦ୍ଧି ପାଇଛି । ପିଆଜର ମୂଲ୍ୟ ଅଚାନକ ୪୦% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧,୨୮୦ ଟଙ୍କାରୁ ୧୮୦୦ ଟଙ୍କାରେ ପହଞ୍ଚିଛି । ସୋମବାର ଦିନ…

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶକୁ ଉପହାର ଦେବେ ୩ଟି IIMs, IITs, 20KVs, ୧୩ଟି ନବୋଦୟ ବିଦ୍ୟାଳୟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦ ଫେବୃଆରୀ ଦିନ ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପକୁ ମୂଳଦୁଆ…

ଭୂମିକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଶ୍ରୀନଗର: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ସୋମବାର ରାତି ୨.୩୫ ସୁଦ୍ଧା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା…

କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲା ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ

ଲକ୍ଷ୍ନୌ: କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଖବର ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ । ଉତ୍ତରପ୍ରଦେଶ ପୋଲିସ ବିଭାଗ ୬୦୨୪୪ କନଷ୍ଟେବଳ ପଦବୀ ଲାଗି ବିଜ୍ଞାପନ ଦେଇଥିଲା, ଯେଉଁଥିପାଇଁ ଫେବୃଆରୀ ୧୭-୧୮…

କେନ୍ଦ୍ର ସରକାରଙ୍କ ୫ ବର୍ଷିଆ MSP ଚୁକ୍ତି ଅଫରକୁ ପ୍ରତ୍ୟାଖ୍ୟାନ କଲା କୃଷକ ସଂଘ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ନିକଟରେ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ଅବସରରେ କେନ୍ଦ୍ର ସରକାର ୫…

ଗୋମାଂସ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲିଲା ବୁଲଡୋଜର

ଅଲଓ୍ଵାର: ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର କିଶନଗଡ଼ବାସ ଥାନା ଅଞ୍ଚଳର ଜଙ୍ଗଲରେ ଗୋମାଂସ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୯ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୋଲିସ ଏତଲା ରୁଜୁ…

ବିଶ୍ୱ ରେକର୍ଡ ସୃଷ୍ଟି କଲା ୪ ମାସର ବିସ୍ମୟ ଶିଶୁ! ପଶୁ, ପକ୍ଷୀ, ପନିପରିବା ପରି ୧୨୦ ପ୍ରକାର ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରୁଛି

ନୂଆଦିଲ୍ଲୀ: ସାଧାରଣ ଭାବେ ଦଶମ, ଯୁକ୍ତଦୁଇ ଓ ଯୁକ୍ତତିନିରେ ପଢ଼ୁଥିବା ପିଲାମାନେ କେତେ ପ୍ରକାରର ଜିନିଷ ମନେରଖି ପାରିବେ ଓ ଚିହ୍ନଟ କରିପାରିବେ? ଏଭଳି ସ୍ଥିତିରେ ଗୋଟିଏ ୪ ମାସର ଶିଶୁ କେତେ ପ୍ରକାର ଜିନିଷର ନାମ…

ୱେବ ଡିଜାଇନ୍, ଡାଟା ସାଇନ୍ସ, ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି AI; ଆଇବିଏମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯେତିକି ଚାକିରି ଛଟେଇ କରିବ, ତା'ଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।  ଏନେଇ ଆଇବିଏମ୍ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପଟେଲ କହିଛନ୍ତି। ପଟେଲ ଆଇଏଏନଏସକୁ କହିଛନ୍ତି…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶରେ ଶ୍ରେଷ୍ଠ: ଲୋକପ୍ରିୟତାରେ ପୁଣି ଏକ ନମ୍ବର ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ ପୁଣି ଥରେ ଲୋକପ୍ରିୟତାରେ ସବୁଠାରୁ ଆଗରେ ରହିଛନ୍ତି ନବୀନ । ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ…

MILAN 24 ରେ ୫୦ ଦେଶର ନୌସେନା ହେବେ ସାମିଲ, ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତ ପ୍ରଥମଥର ଏକ ସଙ୍ଗେ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ: ଭାରତୀୟ ନୌସେନା ୧୯ରୁ ୨୭ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ବିଶାଖାପାଟନମ୍‌ରେ ମିଳନ ୨୪(MILAN 24 ) ନୌସୈନିକ ଅଭ୍ୟାସ କରୁଛନ୍ତି । ଏଥିରେ ୫୦ ଦେଶର ନୌସେନା ସାମିଲ ହେବାର ସମ୍ଭାବନା ରହିଛି । ପ୍ରଥମଥର…