
Browsing Category
ଦେଶ
ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ: ଗୋଡ଼ପୋଛାରେ ଜଗନ୍ନାଥଙ୍କ ମୁହଁ, ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ
ପୁରୀ: ଚାଇନିଜ୍ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଡୋରମ୍ୟାଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି…
ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ୯୦,୦୦୦ ଟଙ୍କାରେ କିଣି ୩୫ ଲକ୍ଷରେ ବିକୁଥିଲେ
ହାଇଦ୍ରାବାଦ: ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ହାଇଦ୍ରାବାଦ ପୋଲିସ ସିକନ୍ଦରାବାଦର ୟୁନିଭର୍ସାଲ ସୃଷ୍ଟି ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଏକ ଅବୈଧ ସରୋଗେସି ଓ ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି।…
(ଭିଡିଓ ଭାଇରାଲ) ବାଇକ୍ ଟାଙ୍କିରେ ପ୍ରେମିକାଙ୍କୁ ଶୁଆଇ ରୋମାନ୍ସ: ଗହଳି ରାସ୍ତାରେ କପୁଲଙ୍କ ଖୁଲମଖୁଲ୍ଲା ପ୍ରେମ
ଓଡିଶା ଭାସ୍କର: ଏହି ସମୟରେ ବାଇକ୍ରେ ପ୍ରେମ କରିବାର ଧାରା ଜୋର ଧରିଛି। ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେଉଛି। ନିକଟରେ ପୁଣି ଥରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପୁରୁଷ…
ପ୍ରଥମ ଶ୍ରେଣୀ ଛାତ୍ର ଉପରେ ପଡିଗଲା ସ୍କୁଲ ଗେଟର ପିଲାର, ଘଟଣାସ୍ଥଳରେ ଚାଲିଗଲା ଛାତ୍ରର ଜୀବନ
ରାଜସ୍ଥାନ: ଭୁଶୁଡି ଗଲା ସରକାରୀ ସ୍କୁଲ ଗେଟର ପିଲାର, ଚାଲିଗଲା 9 ବର୍ଷୀୟ ଛାତ୍ରର ଜୀବନ! ରାଜସ୍ଥାନର ଜୈସଲମେର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ସରକାରୀ ସ୍କୁଲ ଫାଟକର ପିଲାର…
ଗେହଲଟଙ୍କୁ ପ୍ରଶଂସକଙ୍କ ଅପିଲ, ସାର ୧୫ ବର୍ଷର ଗାଡ଼ି ଏବେ ବଦଳାନ୍ତୁ, ଗେହଲଟ କହିଲେ “ନେତା ଗିରି ଗାଡ଼ିରେ ନୁହେଁ କାମରେ ହୁଏ”
ରାଜସ୍ଥାନ: ସାର ଗାଡ଼ି ବଦଳାନ୍ତୁ ଜଲଦି। ଏତେ ପୁରୁଣା ଗାଡ଼ି ଆଉ କେତେ ଦିନ ଧରିବେ। ଏଥର ବଦଳାନ୍ତୁ ଗାଡ଼ି। ରାଜସ୍ଥାନରୁ ଆସିଲା ରୋଚକ ଦୃଶ୍ୟ। ଯେତେବେଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗାଡ଼ି…
Operation Mahadev: ଜାଣନ୍ତୁ ଏହି ଅପରେସନର ନାମ କାହିଁକି ‘ମହାଦେବ’ ଦେଇଛି ଭାରତୀୟ ସେନା
ଭଗବାନ ଶିବଙ୍କୁ ଭକ୍ତମାନେ ‘ମହାଦେବ’ ବୋଲି ଡାକିଥାନ୍ତି। ଏହି ନାମ ଉଚ୍ଚାରଣ ପଛରେ ଅନକେ କାରଣ ବି ରହିଛି। ଯାହା ତାଙ୍କର ଶ୍ରେଷ୍ଠତା ଏବଂ ଅନନ୍ୟ ଗୁଣଗୁଡ଼ିକୁ ପ୍ରତିଫଳିତ କରେ। ଭଗବାନ ଶିବଙ୍କୁ ‘ଦେବତାଙ୍କ ଦେବତା’…
ବଦନାମ ହେବା ଡରରେ HIV ରୋଗୀ ଭାଇର ଥଣ୍ଟି ଚିପି ହତ୍ୟା କଲା ଭଉଣୀ, ଭିଣୋଇ ଫେରାର୍
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୩ ବର୍ଷୀୟ ଯୁବକଙ୍କୁ HIV ରୋଗ ହେବ ପରେ ଭଉଣୀ ହତ୍ୟା କରିଛନ୍ତି।
ମୃତ ମଲ୍ଲିକାର୍ଜୁନ ଚିତ୍ରଦୁର୍ଗ…
ରାତି ଅଧରେ ପ୍ରେମିକା ଘରେ ପଶି କରୁଥିଲେ ଏମିତି କାମ; ଦେଖିଦେଲେ ବାପା, ତା’ପରେ ଯାହା ହେଲା…
ଉତ୍ତରପ୍ରଦେଶ: ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକର ଜୀବନ ଚାଲିଗଲା। ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ରବିବାର ରାତି ପ୍ରାୟ ୧୧ଟା ସମୟରେ…
‘ସବୁ ଜମି ଝିଅ ନାଁରେ କର, ନହେଲେ ତୋ ସ୍ତ୍ରୀ ପେଟରେ ବଢୁଥିବା ଛୁଆକୁ ମାରିଦେବି’
ଉତ୍ତରପ୍ରଦେଶ: ଜ୍ୱାଇଁକୁ ନିର୍ଯାତନା ଦେଲେ ଶ୍ୱଶୁର ଘର ଲୋକେ, ସହିନପାରି ଜ୍ୱାଇଁ କଲା ଆତ୍ମହତ୍ୟା। ଉତ୍ତରପ୍ରଦେଶର ବସ୍ତିରେ ଜଣେ ଯୁବକ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ହଇରାଣ ହୋଇ ବିଷ ପିଇ ଆତ୍ମହତ୍ୟା…
୫ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କଲା ୧୪ ବର୍ଷର ନାବାଳକ, ବିହାରରେ ଜଘନ୍ୟ ହତ୍ୟାକାଣ୍ଡ
ବିହାର: ସୀମା ଟପିଗଲେ ସବୁ ନୃଶଂସତା। ୫ ବର୍ଷର ଝିଅକୁ ବି ଛାଡ଼ିଲେନି ମଣିଷ ଖିଆ ରାକ୍ଷାସ। ପ୍ରଥମେ ଦୁଷ୍କର୍ମ ପରେ ଝିଅଟିର ତଣ୍ଟି ଚିପି ହତ୍ୟା। ବିହାର ଗୟାଜୀରେ ଘଟିଛି ଏଭଳି ହତ୍ୟାକାଣ୍ଡ।
ସବୁଠାରୁ ବଡ଼ କଥା ହେଉଛି…