Browsing Category
ଦେଶ
ଭାରତର ସବୁଠୁ ଧନୀ ଅଭିନେତା, ୭୫୦୦ କୋଟି ନେଟ୍ୱର୍ଥ ସହ ହଲିଉଡର ବ୍ରେଡ୍ ପିଟ୍ଙ୍କୁ ପଛରେ ପକାଇଲେ
ମୁମ୍ବାଇ: ଭାରତର ସବୁଠାରୁ ଧନୀ ଅଭିନେତା କିଏ। ଆପଣଙ୍କ ମନକୁ ଆଗେ ପ୍ରଶ୍ନ ଆସିବେ ମୁକେଶ ଅମ୍ବାନୀ ତ ଦେଶର ସବୁଠୁ ଧନୀ ବ୍ୟକ୍ତି ଏହା ପଛରେ କିଏ ସେହି ଅଭିନେତା। ସାଧାରଣତଃ ପ୍ରଶଂସକଙ୍କ ମନକୁ ଆସିପାରେ ଅମିତାଭ…
ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୫ ପାଇଁ ଶୀଘ୍ର କରନ୍ତୁ ଆବେଦନ, ୩୧ ଜୁଲାଇ ଶେଷ ତାରିଖ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୫ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପୁରସ୍କାରକୁ ପାଇବା ପାଇଁ ୫ରୁ ୧୮ ବର୍ଷର ପିଲା ଆବେଦନ କରିପାରିବେ।
ଏଥିପାଇଁ ଆବେଦନ କରିବା ଶେଷ ତାରିଖ…
ରାସ୍ତାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ପ୍ରସଙ୍ଗ, ସୁପ୍ରିମକୋର୍ଟ କହିଲେ ‘ତୁମେ ସେମାନଙ୍କୁ ନିଜ ଘରେ କାହିଁକି ଖାଇବାକୁ…
ନୂଆଦିଲ୍ଲୀ : ମଙ୍ଗଳବାର ଦିନସୁ ପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ ଖାଇବାକୁ ଦେବା ପାଇଁ…
ସାବଧାନ… ବର୍ଷା ଦିନେ ଏହି ପରିବା ଶରୀରକୁ ପହଞ୍ଚାଇବ କ୍ଷତି
ନୂଆଦିଲ୍ଲୀ: ମୌସୁମୀ ବର୍ଷା ପ୍ରଚଣ୍ଡ ଗରମରୁ ମୁକ୍ତି ଦିଏ ଏବଂ ସବୁକିଛି ସବୁଜ କରିଥାଏ। କିନ୍ତୁ, ଏହା ଜଳବାହିତ ରୋଗ, ଜୀବାଣୁ ସଂକ୍ରମଣ ଏବଂ ପେଟ ଖରାପ ଭଳି ରୋଗର ବିପଦ ମଧ୍ୟ ଆଣିଥାଏ। ଏହି ଋତୁରେ, ଆମେ ପନିପରିବା…
ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…
ଉତ୍ତରପ୍ରଦେଶ: 'ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ...', ଏପରି କଥା ୭ ବର୍ଷର ଝିଅଟିର ମୁହଁରୁ ଶୁଣି ପୋଲିସ ଆଶ୍ଚର୍ଯ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…
ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର; ସିନେମା ଟିକେଟର ସର୍ବାଧିକ ମୂଲ୍ୟ ୨୦୦ ଟଙ୍କା ହେଲା ଧାର୍ଯ୍ୟ, ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ସିନେମା ଟିକେଟର ମୂଲ୍ୟ ଅଧିକ ରହୁଛି। ଏହାପରେ ବି ସିନେମା ପ୍ରେମୀ ଅଧିକ ଟଙ୍କା ଖର୍ଚ୍ଚ କରି ସିନେମା ଦେଖୁଛନ୍ତି। କିନ୍ତୁ କିଛି ସିନେମା ପ୍ରେମୀ ଏହାର ମୂଲ୍ୟ ଯୋଗୁଁ ଅସନ୍ତୁଷ୍ଟ ହେଉଛନ୍ତି।…
ଧୂଳି ଏବଂ ବାୟୁ ପ୍ରଦୂଷଣକୁ ରୋକିବ ଏହି ଗଛ, ଅଧ୍ୟୟନରୁ ସ୍ପଷ୍ଟ
ହାଇଦ୍ରାବାଦ: ସହରରେ ବାୟୁ ପ୍ରଦୂଷଣ ବଢ଼ୁଛି। ଏହି ସମସ୍ୟାର ହେବ ମୁକାବିଲା । ଅଧ୍ୟୟନରୁ ଜଣାପଡ଼ିଛି ଏପରି ଗଛ ଅଛି ଯାହା ଲଗାଇଲେ ବାୟୁ ପ୍ରଦୂଷଣକୁ ଏହା ରୋକିବ।
ହାଇଦ୍ରାବାଦର ବନ ଜୈବ ବିବିଧତା ପ୍ରତିଷ୍ଠାନ ଦ୍ୱାରା…
Fauja Singh Death: ଫୌଜା ସିଂହ ହିଟ୍ ଆଣ୍ଡ ରନ୍ ମାମଲାରେ ଏନଆରଆଇ ଗିରଫ, ଫର୍ଚୁନର୍ କାରରେ ଦେଇଥିଲେ ଧକ୍କା
ନୂଆଦିଲ୍ଲୀ: ସୋମବାର ଦିନ ୧୧୪ ବର୍ଷୀୟ ମାରାଥନ ଧାବକ ଫୌଜା ସିଂହଙ୍କ ମୃତ୍ୟୁ ହୋଇଥିଲା। ଚାଲିବା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା, ଯାହା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପଞ୍ଜାବ…
‘ମୁଁ ନିରାଶ… ଆଉ ସିଏ’. ଲର୍ଡସରେ ଟିମ୍ ହାରିବାକୁ ନେଇ ସୌରଭ ଗାଙ୍ଗୁଲି କହିଦେଲେ ଏହି ବଡ଼ କଥା
ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଭାରତୀୟ ଦଳର ଶୋଚନୀୟ ପରାସ୍ତକୁ ନିରାଶ ହୋଇଛନ୍ତି ସୌରଭ ଗାଙ୍ଗୁଲି। ପୂର୍ବ ଭାରତୀୟ ଦଳର କ୍ୟାପଟେନ କହିଛନ୍ତି ଭାରତୀୟ କ୍ରିକେଟ ଦଳରେ ଅସାଧାରଣ ପ୍ରଭିଭା ଅଛି। ଏହା ସତ୍ତ୍ୱେ ଶୁଭମନ ଗିଲ…
ଯୌତୁକ ନିର୍ଯାତନା, ଲଣ୍ଡା କରିଦେଲା ସ୍ୱାମୀ, ଶେଷରେ ଆତ୍ମହତ୍ୟା କଲେ ମହିଳା ଓ ଦେଢ଼ ବର୍ଷର ଝିଅ
କେରଳ: ଯୌତୁକ ନିଆଁରେ କୁହୁଳି କୁହୁଳି ଶେଷରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷୀୟା ଝିଅ ଜୀବନ ହାରିଦେଲେ। ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ ନିର୍ଯାତନା। ମାଡ଼ ମାରିବା ସହିତ ଲଣ୍ଡା ମଧ୍ୟ କରିଦେଇଥିଲେ।
UAEରେ କେରଳର…