Browsing Category
ଦେଶ
ଦିଲ୍ଲୀରେ ଏବେ ରହିବେ ଜଣେ ମେୟର, ତିନି ଏମସିଡିକୁ ବିଲୟ ପାଇଁ ମୋଦୀ କ୍ୟାବିନେଟର ମଞ୍ଜୁରୀ
ଦିଲ୍ଲୀର ତିନି ନଗର ନିଗମକୁ ଗୋଟିଏ କରିବା ନେଇ ବିଲ୍ ଏମସିଡି ବିଲ୍ କୁ ମୋଦୀ କ୍ୟାବିନେଟର ମୋହର । ଆସନ୍ତା ସପ୍ତାହରେ ସଂସଦରେ ବିଲ୍ ଆଗତ ହେବ । ବିଲ୍ ପାସ୍ ହେବାପରେ ଦିଲ୍ଲୀରେ ତିନି ମେୟର ବଦଳରେ ଜଣେ ମେୟର ରହିବେ ।…
ଟିଏମସି ନେତାଙ୍କ ହତ୍ୟା ପରେ ହିଂସା, ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତ ଦଗ୍ଧ
କୋଲକାତା: ବିଧାନସଭା ନିର୍ବାଚନ ପରେ ହିଂସାରେ ଜଳି ଉଠିଥିବା ପଶ୍ଚିମବଙ୍ଗରେ ପୁଣି ଥରେ ହିଂସାକାଣ୍ଡ ଆରମ୍ଭ ହୋଇ ଯାଇଛି। ସୋମବାର ଟିଏମସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟା ପରେ ସୃଷ୍ଟି ହିଂସାରେ ୧୦ ଜଣଙ୍କ ମୃତ୍ୟୁ…
ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା: ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ
ପୁଣି ଅସୁସ୍ଥ ହୋପଡ଼ିଛନ୍ତି ଲାଲୁ ଯାଦବ । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ । । କୁହାଯାଉଛି ତାଙ୍କର କ୍ରିଏଟିନିନ ଲେବୁଲ ୪.୧ ରୁ ବଢ଼ି ୪.୬ ହୋଇଯାଇଛି । ଲାଲୁଙ୍କ ସ୍ୱାସ୍ଥ୍ୟ ଖରାପ…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ CUET ବାଧ୍ୟତାମୂଳକ: UGC
ନୂଆଦିଲ୍ଲୀ: ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ…
ବିକ୍ରି ହୋଇଯିବ IDBI Bank, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସାର୍ବଜନିକ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଆଇଡିବିଆଇ ବ୍ୟାଙ୍କ । ବ୍ୟାଙ୍କର କିଛି ପ୍ରତିଶତ ଅଂଶଧନ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ…
ଗ୍ରାହକଙ୍କୁ ଝଟକା: କ୍ଷୀର, ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ଟଙ୍କା
ନୂଆଦିଲ୍ଲୀ: ଭାରତବର୍ଷରେ ଏବେ କେବଳ ମହଙ୍ଗା ମାଡ଼ର ଋତୁ ଚାଲିଛି । କିଛିଦିନ ପୂର୍ବରୁ କ୍ଷୀରର ଦାମ୍ ୨-୫ ଟଙ୍କା ବୃଦ୍ଧି ପାଇଥିଲା । ଏହାପରେ ପେଟ୍ରୋଲ-ଡିଜେଲ ଦର ବଢ଼ିଥିଲା । ତେବେ ସେତିକିରେ ଗ୍ରାହକଙ୍କ ଚିନ୍ତା…
ପୁଣି ଗ୍ରାହକଙ୍କୁ ଝଟକା: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ତୈଳ ବଜାରରେ ପୁଣି ନିଆଁ ଲାଗିଛି । ଏହା ଫଳରେ ଗ୍ରାହକଙ୍କୁ ଏକ ଜବରଦସ୍ତ ଝଟକା ଲାଗିଛି । ସମଗ୍ର ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା…
ପୁଣି କାଶ୍ମୀରରେ ଆତଙ୍କୀରାଜ: ଶ୍ରମିକଙ୍କ ସହ ସ୍ଥାନୀୟ ନାଗରିକଙ୍କୁ ଘର ପାଖରେ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବଢୁଛି ଆତଙ୍କବାଦୀଙ୍କ ଆକ୍ରମଣ । ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ଘାଟିରେ ଆଜି ଦୁଇଟି ଅଲଗା ସ୍ଥାନରେ ୨ ଜଣଙ୍କୁ ହତ୍ୟା କରିଛନ୍ତି…
ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: କରୋନା କଟକଣା ହଟିବା ପରେ ଖୋଲିଛି ସ୍କୁଲ । ଏହାପରେ ପୁଣି ଥରେ ଏପ୍ରିଲ ମାସରୁ ସ୍କୁଲ ପିଲାମାନଙ୍କ ପାଇଁ ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାମାନଙ୍କୁ ପୁଣି ଥରେ ମଧ୍ୟାହ୍ନ ସମୟରେ ଖାଦ୍ୟ ଦେବା…
ପ୍ରମୋଦ ସାୱନ୍ତ ହେବେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ବୈଠକରେ ହେଲେ ମନୋନୀତ
ପ୍ରମୋଦ ସାୱନ୍ତଙ୍କୁ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବଛାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ପରେ କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ପ୍ରମୋଦ ସାୱନ୍ତଙ୍କୁ ବିଧାୟକ ଦଳ…