Browsing Category

ଦେଶ

ହିଜାବ ବିବାଦ: ସସପେଣ୍ଡ୍ ହେଲେ ୫୮ ଛାତ୍ରଛାତ୍ରୀ, ହିଜାବ ପିନ୍ଧିବା ନେଇ କରୁଥିଲେ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଜାରି ରହିଥିବା ବିବାଦ ପୁଣିଥରେ ତେଜିଛି । ଏବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ସ୍କୁଲର୍ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । ସୂଚନା ଯେ, ଏହି ଘଟଣା…

ଗୋଟିଏ ଝଟକାରେ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ ଗଜରାଜ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗଜରାଜ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ଗଜରାଜଙ୍କର ଶକ୍ତି କେତେ…

IPS ଅଧିକାରୀଙ୍କୁ ଗିରଫ କଲା NIA: ଲସ୍କର-ଇ-ତୋଏବାକୁ ଯୋଗାଉଥିଲେ ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ପକ୍ଷରୁ ଜଣେ ଆଇପିଏସ ଅଧିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ଓ ସେ ହିମାଚଳ ପ୍ରଦେଶର ଏସଡିଆରଏଫର ପୋଲିସ ଅଧିକ୍ଷକ…

ଦେଶରେ କମିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ମିଳିଲେ ୨୨, ୨୭୦

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

୨୦୦୮ Ahmedabad Blast: ୭୦ ମିନିଟ୍, ୨୧ ବିସ୍ଫୋରଣ, ୫୬ ମୃତ୍ୟୁ…ପଢ଼ନ୍ତୁ କଣ ରହିଛି ପୂରା ଘଟଣା ଓ ସମାଧାନ

ଅହମଦାବାଦ୍: ଗୁଜରାଟର ଅହମଦାବାଦ୍ ରେ ୨୦୦୮ ମସିହାରେ ହୋଇଥିବା ଭୟଙ୍କର ବ୍ଲାଷ୍ଟରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ମୃତକ ଓ ଆହତଙ୍କୁ ଶୁକ୍ରବାର ଦିନ ନ୍ୟାୟ ମିଳିଛି । ଗତକାଲି…

ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ICSE ଓ ISC ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ (ସିଆଇଏସସିଇ) ପକ୍ଷରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ଆଇସିଏସଇ (ଦଶମ) ଓ…

କାଲିଠୁ ବଦଳିବ ପାଗ, ଏକାଧିକ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଶୀତର ପ୍ରକୋପ କମିବା ପରେ ଏବେ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ରାଜ୍ୟରେ…

ଏଣିକି ବଡ଼ପାଟିରେ କଥା ହେଲେ, ମ୍ୟୁଜିକ୍ ଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ: ପୂର୍ବତଟ ରେଳବାଇର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆପଣମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆଉ ଉଚ୍ଚସ୍ୱରରେ ପାଟି କରିପାରିବେ ନାହିଁ । ନିକଟରେ ରେଳ ଯାତ୍ରୀଙ୍କ ମଧ୍ୟରେ ଶାଳୀନତା ଓ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ…

ଗଧ ଚୋରି ଅଭିଯୋଗରେ କଂଗ୍ରେସ ନେତା ଗିରଫ, ଗଧ ସହିତ ପାଳନ କଲେ କେସିଆରଙ୍କ ଜନ୍ମ ଦିନ

ହାଇଦ୍ରାବାଦ : ଗଧ ଚୋରି ଅଭିଯୋଗରେ ଗିରଫ ହେଲେ ତେଲଙ୍ଗାନା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଭେଙ୍କଟ ବାଲମୁର। ସବୁଠୁ ବଡ କଥା ଫେବୃଆରୀ ୧୭ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ…

କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା, ସବୁଠୁ ଆଗରେ ମୁମ୍ବାଇ

ନୂଆଦିଲ୍ଲୀ: କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା। ଏକ ସର୍ଭେକ୍ଷେଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇରେ ସବୁଠୁ ଅଧିକ ୨୦,୩୦୦ ଜଣଙ୍କ ପାଖରେ ୭ କୋଟିରୁ ଅଧିକ ସଂପତ୍ତି ରହିଛି। ଏହା ପରେ…