Browsing Category

ଦେଶ

ପୋଲିସ ନଥିଲେ ରିକ୍ସାଚାଳକ ବି ତୁମକୁ ଖାତିର୍ କରିନ୍ତାନି: ସିଦ୍ଧୁଙ୍କ ଉପରେ ଏପରି ଗର୍ଜିଲେ DSP, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ସର୍ବଦା କିଛି ନା କିଛି ବିବାଦୀୟ ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ନିକଟରେ ଚଣ୍ଡିଗଡ଼ ଡିଏସପି ଦିଲଶେର ଚନ୍ଦେଲ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ…

ଟିକାର ଦ୍ୱିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ମଧ୍ୟରେ ୯ରୁ ୧୨ ମାସ ରହିବ ଗ୍ୟାପ୍: ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍(ପ୍ରିକସନ୍ ଡୋଜ୍) ଦେବା ନେଇ ଅନୁମତି ମିଳିବା ପରେ ଏବେ ଏନେଇ ପସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍ (ପ୍ରିକସନ୍ ଡୋଜ୍)…

ଓମିକ୍ରନ୍ ଭୟ: ଏହି ରାଜ୍ୟରେ ବି ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ କର୍ଣ୍ଣାଟକରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା ୨୮ ତାରିଖରୁ ନାଇଟ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ…

କୁରକୁରେ-ନୁଡଲ୍ସ ଫ୍ୟାକ୍ଟ୍ରିରେ ଭୀଷଣ ଦୁର୍ଘଟଣା, ୧୦ରୁ ଅଧିକ ମୃତ; ଅନେକ ଗୁରୁତର

ମୁଜଫରପୁର: ବିହାରର ମୁଜଫରପୁର ଠାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ରବିବାର ଦିନ ବେଲା ଉଦ୍ୟୋଗ ଅଞ୍ଚଳରେ ଥିବା ମୋଦୀ କୁରକୁରେ ଓ ନୁଡଲ୍ସ ଫ୍ୟାକ୍ଟ୍ରିରେ ବଏଲର୍ ଫାଟିଯାଇଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ…

ହାଡଭଙ୍ଗା ଶୀତ ପରେ ଏବେ ଏହିସବୁ ରାଜ୍ୟରେ ହେବ ବର୍ଷା, IMD ଜାରି କଲେ ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଶୀତ ଲହରୀ ଜାରି ରହିଛି । ଏହାରି ଭିତରେ କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ, ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ରବିବାର ଦିନ ବହୁଖ ଖରାପ ବୋଲି କହିଥିଲେ । ଏହା…

ଯୌନାବସ୍ଥାରେ ପ୍ରବେଶ କରିବା ପରେ ନିଜ ଇଛାରେ ବିବାହ କରିପାରିବେ ମୁସଲିମ୍ ଯୁବତୀ: ହାଇକୋର୍ଟ

ଚଣ୍ଡିଗଡ଼: ଯୌନବସ୍ଥାରେ ପ୍ରବେଶ କରିବା ପରେ ଜଣେ ମୁସଲିମ୍ ଝିଅ ନିଜ ପସନ୍ଦ ମୁତାବକ ବିବାହ କରିପାରିବ । ଏକ ମାମଲାର ସମାଧାନ କରିବାକୁ ଯାଇ ଏହିପରି ଟିପ୍ପଣୀ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ପରିବାରର…

ପରୀକ୍ଷାରେ ପଚରାଗଲା କରୀନା କପୁରଙ୍କ ପୁଅର ନାମ କଣ? ଏବେ ସ୍କୁଲକୁ ଜାରି ହେବ ନୋଟିସ୍, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଏକ ଘରୋଇ ସ୍କୁଲ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷ ରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।…

ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍‌: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା

ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇ ସାରିବା ପରେ…

ଜାନୁଆରୀ ୧୦ ତାରିଖରୁ ସମ୍ମୁଖ ଯୋଦ୍ଧା, ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବାକୁ କହିବା ସହ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବା, ହାତ ଧୋଇବା…

ଜାନୁଆରୀରୁ ଦିଆଯିବ ପିଲାଙ୍କୁ ଟିକା: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ସମ୍ବୋଧନ କରିବା ଅବସରରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶକୁ ସମ୍ବୋଧନ କରିବା ସହ ସତର୍କ ରହିବା ଏବଂ ନିୟମ ମାନିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।…