CHARIDHAM
Browsing Category

ଦେଶ

ସିରିୟଲ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ଲାନିଙ୍ଗ: ୧୨ କେଜି ବିସ୍ଫୋରକ ସହ ଗିରଫ ହେଲେ ୩ ଆତଙ୍କବାଦୀ

ଜୟପୁର: ଚିତ୍ତୋଡଗଢ ଜିଲ୍ଲାର ନିମ୍ବାହେଡା କସବେରେ ଏକ ଗାଡିରୁ ୧୨ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ରାଜସ୍ଥାନ ପୋଲିସ । ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅନ୍ୟ ୫ ଜଣଙ୍କୁ…

ପଦୋନ୍ନତି ପାଇଁ ଆରକ୍ଷଣ ଅନିବାର୍ଯ୍ୟ: ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ପରେ ମିଳୁଥିବା ଆରକ୍ଷଣ ସପକ୍ଷରେ ଯୁକ୍ତି କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ଆରକ୍ଷଣ ଶେଷ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଅନ୍ୟ ପଟେ ନିଜେ ସରକାର ଏହାକୁ…

ଦଶମ ପାଶଙ୍କୁ ମିଳିବ ରେଲୱେ ଚାକିରି: ଆପ୍ରେଣ୍ଟ୍ରିସିଶିପ୍ ପାଇଁ ରହିଛି ବମ୍ପର ଭ୍ୟାକେନ୍ସି

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବମ୍ପର ନିଯୁକ୍ତିର ସୁଯୋଗ । ଦଶମ ପାଶ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ ଆଣିଛି ଭାରତୀୟ ରେଳବାଇ । ବନାରସ ଲୋକୋମୋଟିଭ୍ ୱାକର୍ସ(ବିଏଲଡବ୍ଲ୍ୟୁ)ରେ…

ପେଟ୍ରୋଲ ଦରକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଙ୍କି ଗଲେ ଯୋଗ ଗୁରୁ ବାବା ରାମଦେବ: କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଯୋଗ ଗୁରୁ ବାବା ରାମଦେବ । ୨୦୧୪ରେ ବାବା ଦେଇଥିବା ବୟାନକୁ ନେଇ ପୁଣି ଥରେ ଫସି ଯାଇଛନ୍ତି । ୩୫ ଟଙ୍କାରେ ପେଟ୍ରୋଲ ମିଳିବାକୁ ନେଇ ବାବା ଦେଇଥିବା ବୟାନକୁ ନେଇ ସର୍ବଦା ବିବାଦରେ…

ଆଜି ହିଁ ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ: ଏପ୍ରିଲ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି…

ପୁଣି ବଢିଲା ତେଲ ଦର : ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହଙ୍ଗା ହେବୋରେ ଲାଗିଛି ତେଲ ଦର । ୧୦ ଦିନ ଭିତରେ ଡିଜେଲର ମୂଲ୍ୟ ୬.୪୦ ପଇମସା ବଢି ସାରିଛି । ରାଜଧାନୀ ନୂଆଦିଲ୍ଲୀରେ ଡିଜେଲ ଦର ୯୩ ପଇସା ବଢିଥିବା ବେଳେ ପେଟ୍ରୋଲର ମୂଲ୍ୟ ୮୦ ପଇସା…

୧୫ ହାଲୁକା ହେଲିକପ୍ଟର କ୍ରୟକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ମଜବୁତ ହେବ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କଙ୍କ ବଡ ପଦକ୍ଷେପ। ତାଙ୍କ ନେତୃତ୍ଵାଧୀନ ସୁରକ୍ଷା ମାମଲା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ)୩,୮୮୭ କୋଟି ଟଙ୍କା ବ୍ୟୟରେ…

ସ୍ୱାମୀଙ୍କ ପାଇଁ ଜୀବନକୁ ବାଜିରେ ଲଗାଇଲେ ମହିଳା: ଚିତାବାଘ ସହିତ ଲଢି ବଞ୍ଚାଇ ଦେଲେ ମଥାର ସିନ୍ଦୁର

ପୁଣେ: ନାରୀଙ୍କ ସହାସିକତା ଏବଂ ସହନଶୀଳତା ଉପରେ ଅନେକ ପୋଥି ପୁରାଣରେ ବର୍ଣ୍ଣନା କରାଯାଇଛି । ନିଜ ସୁହାଗ ସିନ୍ଦୁରକୁ ବଞ୍ଚାଇବା ପାଇଁ ସତୀ ମା ସାବିତ୍ରୀଙ୍କ ଚେଷ୍ଟା ଏବଂ ତପସ୍ୟା ଆଗରେ ଥରେ ମୁଣ୍ଡ ନୁଆଁଇଥିଲେ ଯମରାଜ…

୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ପ୍ଲୁଟୋରେ ହେଉଛି ବରଫ ଉଦଗୀରଣ

ନୂଆଦିଲ୍ଳୀ: ୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଛି ଆଶ୍ଚର୍ଯ୍ୟ କଲାଭଳି ସୂଚନା । ପ୍ଲୁଟୋ ଯାହାକୁକି ମୃତ ଗ୍ରହ ଭାବରେ ବିବେଚନା କରାଯାଉଥିଲା ସେଠାରେ ଦେଖିବାକୁ ମିଳୁଛି ବରଫ ଉଦ୍ଗୀରଣ । ଏହି ନୂତନ ଫଟୋ ସାମ୍ନାକୁ…

ସିଏମ ସାର ମୁଁ ସଙ୍ଗୀତା କହୁଛି… ମହିଳାଙ୍କ ଫୋନରେ ଯୋଗୀଙ୍କ ଆକ୍ସନ, ୨୪ ଘଣ୍ଟାରେ ମିଳିଲା ଚାକିରି

ଲକ୍ଷ୍ନୌ : ହ୍ୟାଲୋ...ମୁଁ ସଙ୍ଗୀତ ସୋଲାଙ୍କି ବୁଲନ୍ଦସହରରୁ କହୁଛି। ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଦୟା କରି ମୋର ସମସ୍ୟାର ସମାଧାନ କରନ୍ତୁ। ମୋତେ କାର୍ଯ୍ୟଭାର ଦେବାର କଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ…