Browsing Category
ଦେଶ
Gold Price: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଏତିକି ଟଙ୍କା ଖସିଗଲା ଦାମ୍
ନୂଆଦିଲ୍ଲୀ: ୧ ଲକ୍ଷ ଟଙ୍କା ଛୁଇଁଥିବା ସୁନାର ଚମକ ଏବେ ମଳିନ ପଡ଼ିଯାଉଛି । ସୁନା କ୍ରମାଗତ ଭାବରେ ହ୍ରାସ ପାଉଛି । ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ହାର ଅତିକ୍ରମ କରିବ ଏବଂ ୧.୨୫ ଲକ୍ଷ ଟଙ୍କା ମଧ୍ୟ ଅତିକ୍ରମ କରିବ…
ଅପରେସନ୍ କେଲରରେ ଆତଙ୍କବାଦୀଙ୍କ ମନରେ ଭୟ! ପୁଲୱାମା-ଶୋପିଆଁରେ ୬ ଆତଙ୍କବାଦୀ ନିହତ, ଜାଣନ୍ତୁ ସେମାନଙ୍କ ବିଷୟରେ…
ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଏକ ଶକ୍ତିଶାଳୀ ପାଲଟା ଜବାବ ଦେଇଛି। ଜମ୍ମୁ ଓ କାଶ୍ମୀରର ପୁଲୱାମା ଓ ଶୋପିଆଁ ଜିଲ୍ଲାରେ ଚାଲିଥିବା ‘ଅପରେସନ୍ କେଲର’ରେ ଭାରତୀୟ ସୁରକ୍ଷା ବାହିନୀ ଲସ୍କର-ଏ-ତୋଇବା ଓ…
ମରିବା ପୂର୍ବରୁ ଆତଙ୍କବାଦୀ ପୁଅକୁ ସରେଣ୍ଡର କରିବାକୁ ଗୁହାରି କରିିଥିଲା ମାଆ, ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ଆଜି ସୁରକ୍ଷାବାହିନୀ ସହିତ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ଜଣେ ଆତଙ୍କବାଦୀର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆତଙ୍କବାଦୀ ପୁଅକୁ…
(Video) ମାଗିଖିଆ ପାକିସ୍ତାନ: ଭିକ ମାଗି ମାଗି ପାକିସ୍ତାନ ଏବେ ସବୁଠୁ ଆଗରେ
ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ସେନାଙ୍କୁ ଶିବିରରେ ଯବାନମାନଙ୍କୁ ଭେଟି ରାଜନାଥ ଭାଷଣ ଦେଇଥିଲେ । ଏ ଅବସରରେ କେନ୍ଦ୍ରମନ୍ତନ୍ତ୍ରୀ ପାକିସ୍ତାନର ଆର୍ଥୀକ ସ୍ଥିତିକୁ…
ଭାରତୀୟ ତଟରକ୍ଷୀଙ୍କୁ DRDOର ବଡ଼ ଉପହାର: ସମୁଦ୍ରର ଖାରା ପାଣିକୁ ମିଠା କରିବ ସ୍ଵଦେଶୀ ଟେକ୍ନୋଲୋଜି, ମାତ୍ର ୮ ମାସରେ ହାସଲ କଲା…
ନୂଆଦିଲ୍ଲୀ: ଭାରତୀୟ ସଂରକ୍ଷଣ ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏକ ଐତିହାସିକ ସଫଳତା ହାସଲ କରି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପାଇଁ ସ୍ଵଦେଶୀ ଜଳ ବିଶୋଧନ ଟେକ୍ନୋଲୋଜି ଉପହାର ଦେଇଛି। ଏହି ଟେକ୍ନୋଲୋଜି…
ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର: ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ ।
ଏହି ସମୟରେ, ଭାରତର…
ପୃଥିବୀରେ ଜୀବନର ଶେଷ ହେବାର ସଠିକ୍ ତାରିଖ ବାହାରକଲେ ବୈଜ୍ଞାନିକ, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ନାସାର ପ୍ଲାନେଟିଂ ମଡେଲିଂ ବ୍ୟବହାର କରି ଟୋହୋ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ସୁପରକମ୍ପ୍ୟୁଟର ସିମୁଲେସନ ଭବିଷ୍ୟବାଣୀ କରିଛି । କୁହାଯାଇଛି ଯେ ପ୍ରାୟ ଏକ ବିଲିୟନ ବର୍ଷ ମଧ୍ୟରେ…
(Video) ଖେଳାଳିଙ୍କ ସହ ଖରାପ କଥା ହେବା ଦରକାର.. ଏମିତି କାହିଁକି ରୋହିତ ଶର୍ମା, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ: ରୋହିତ ଶର୍ମା ୭ ମେ’ରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ସେ କୌଣସି ମ୍ୟାଚ ଖେଳିନାହାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।…
‘ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ ପାକିସ୍ତାନ’: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଶ୍ରୀନଗର ସେନା ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ଓ ସ୍ଥଳସେନା ମୁଖ୍ୟ। ଅପରେସନ ସିନ୍ଦୂରରେ ସାମିଲ ଥିବା…
ବଢିଲା ମୁନା ଖାନ୍ଙ୍କ ଇସ୍ତଫା ଚର୍ଚ୍ଚା: ନବୀନ ନିବାସରେ ପହଞ୍ଚିଲେ ବିଜେଡି ସାଂସଦ ମୁନା ଖାଁ
ଭୁବନେଶ୍ୱର: ସଂଖ୍ୟାଲଘୁ ସେଲରୁ ମୁନା ଖାଁଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଛି। ଗତ ୫ ତାରିଖରେ ଗଠନ ହୋଇଥିଲା ବିଜେଡିର ସଂଖ୍ୟାଲଘୁ ସେଲ୍। ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ ସେଲର ଆବାହକ ଦାୟିତ୍ୱ ଦିଆଯାଇଛି।…