Browsing Category

ଦେଶ

ମାଗଣାରେ ଡାଇବେଟିସ୍ ମେଡିସିନ୍ ବାଣ୍ଟିବ କଂଗ୍ରେସ ! ଏହା ସହ ଗୃହଲକ୍ଷ୍ମୀ କୃଷକ ଭତ୍ତା ଦେବ, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଅନେକ ଦାବି କରୁଛନ୍ତି । ଏଥିରୁ କଂଗ୍ରେସ ବି ବାଦ୍ ପଡ଼ିନି । ମାଗଣାରେ ଡାଇବେଟିସ୍ ମେଡିସିନ୍ ବାଣ୍ଟିବାକୁ ଯାଉଛି…

ଅବିଶ୍ୱାସ ହେଲେ ବି ସତ! ଲୋକମାନେ ଏଠାରେ ଶନିଦେବଙ୍କୁ ବିଜନେସ୍ ପାର୍ଟନର କରି ବଢାଉଛନ୍ତି ଲାଭ

ଓଡ଼ିଶା ଭାସ୍କର: ଦେଶରେ ଶନି ଦେବଙ୍କର ଅନେକ ମନ୍ଦିର ଅଛି, କିନ୍ତୁ ମଧ୍ୟପ୍ରଦେଶର ଖାର୍ଗୋନରେ ଏକ ଅନନ୍ୟ ମନ୍ଦିର ଅଛି । ଏଠାରେ ଭକ୍ତମାନେ ସଂକଳ୍ପ ପତ୍ର ପୂରଣ କରନ୍ତି ଏବଂ ଏହାକୁ ଭଗବାନଙ୍କ ପାଦରେ ଅର୍ପଣ କରନ୍ତି ଏବଂ…

ପିଆଜ ଷ୍ଟକ୍ ବଢ଼ାଇବା ପାଇଁ ବଡ଼ ଯୋଜନା; ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ପିଆଜ ପାଇଁ ଯେପରି ସାଧାରଣ ଲୋକ ଆଉ ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ସରକାର। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ମହଜୁଦ ବଢ଼ାଇବା ପାଇଁ ଯୋଜନା ଉପରେ କାମ କରୁଛନ୍ତି ଏବଂ…

(video)ସଚିିବାଳୟରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ, ଉଦ୍ଧାର ଲାଗି ସେନାର ନିଆଗଲା ସାହାଯ୍ୟ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଶନିବାର ସକାଳେ ଏକ ବଡ ଦୁର୍ଘଟଣା ଘଟିଛି । ଏଠିକାର ବଲ୍ଲଭ ଭବନ (ସଚିବାଳୟ ଭବନ)ର ୧,୪,୫,୬ ମହଲାରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

ବିଶ୍ୱର ସବୁଠୁ ଦୀର୍ଘ ବାଇ-ଲେନ୍ ଟନେଲ୍ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ , ଜାଣନ୍ତୁ ମୋଦୀଙ୍କ ଅରୁଣାଚଳ ଗସ୍ତର ମୁଖ୍ୟ ୧୦ ପଏଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଇକ୍‌ଏଣ୍ଡ ଯାତ୍ରା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀ ସହ ଆରମ୍ଭ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆଜି ଅରୁଣାଚଳପ୍ରଦେଶରେ ବିଶ୍ୱର ସବୁଠୁ…

ଅରୁଣାଚଳ ପ୍ରଦେଶ: ହାର୍ଟ ଆଟାକରେ ବିଜେପି ବିଧାୟକ ଫୋସୁମ ଖିମହୁନଙ୍କ ପରଲୋକ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ…

ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ: ବିଜେପି ଟିକେଟରେ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ । ୪୨ ବର୍ଷୀୟ ଦେବେନ୍ଦ୍ର ପାରା ଜାଭେଲିନ୍ ଥ୍ରୋ’ରେ ଦେଶ ପାଇଁ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବା କଥାକୁ ଖଣ୍ଡନ କଲେ ମାୟାବତୀ; କହିଲେ ଏହା ଏକ ଗୁଜବ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା କିମ୍ବା ତୃତୀୟ ମୋର୍ଚ୍ଚା ଗଠନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହ ଏକ ଗୁଜବ ବୋଲି କହିଛନ୍ତି । ତାଙ୍କ ଦଳ ଏକାକୀ…

ଗ୍ରାହକଙ୍କୁ Water Purifier ବିଷୟରେ ଦିଅନ୍ତୁ ସମ୍ପୂର୍ଣ୍ଣ ତଥ୍ୟ, Water Purifier କମ୍ପାନୀ ଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ଭୂତଳ ଜଳ ହ୍ରାସ ହେଉଥିବା ବେଳେ ଅନେକ ସ୍ଥାନରେ ଜଳ ସଂକଟର ସମସ୍ୟା ମୁଣ୍ଡ ଟେକୁଛି । ଫଳରେ ଜଳର ଗୁଣବତ୍ତା ହ୍ରାସ ପାଉଛି ଯଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି । ଏଭଳି ସ୍ଥିତିରେ…

କେତେବେଳେ ଜିପ୍ ତ କେତେବେଳେ ହାତୀ ସଫାରୀ, ସାମ୍ନାକୁ ଆସିଲା ମୋଦୀଙ୍କ କାଜିରଙ୍ଗା ଯାତ୍ରାର ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶନିବାର ସକାଳେ ଆସାମର କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ବୁଲିଛନ୍ତି ଓ ଏହି ଅବସରରେ ମୋଦୀ ହାତୀ ଓ ଜିପ୍ ସଫାରୀର ମଜା…