fbpx
Browsing Category

ଦେଶ

ଏଲନ ମସ୍କଙ୍କ ଟେସଲା ଭାରତରୁ ଆମଦାନୀ କରିବ ୧.୯ ବିଲିୟନ ଡଲାର ଅଟୋ ପାର୍ଟସ, ସୂଚନା ଦେଲେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତର ଅଟୋ ପାର୍ଟସ ତିଆରି ହେଉଥିବା କମ୍ପାନୀମାନଙ୍କ ଠାରୁ ୧.୭ ରୁ ନେଇ ୧.୯ ବିଲିୟନ ଡଲାରର ଅଟୋ କମ୍ପୋନେଣ୍ଟ କିଣିବା ଲାଗି ପ୍ରସ୍ତୁତ ହେଉଛି…

ପଶୁ ମାନଙ୍କ ପାଇଁ ହେବ ଏମ୍ସ ପରି ଚିକିତ୍ସାଳୟ, ମିଳିବ ଅତ୍ୟାଧୁନିକ ସୁବିଧା

ଦିଲ୍ଲୀ: ଅଖିଳ ଭାରତୀୟ ପଶୁ ଚିକିତ୍ସା ବିଜ୍ଞାନ ସଂସ୍ଥାର ସ୍ଥାପନ ହେବା ପରେ ସେମାନେ ବିଭିନ୍ନ ପଦକ୍ଷପ ନେଉଛନ୍ତି । ଏହା ସହ ଭାରତୀୟ ପଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ଧ୍ୟାନ ଦେଉଛନ୍ତି । ଏହି…

ବାଣ ଫୁଟାଇବାର ଥିଲେ ଅଲଗା ରାଜ୍ୟକୁ ଚାଲିଯାଅ… ବାଣ ଉପରେ ବ୍ୟାନ ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଯାଇଛି । ଦିୱାଲିରେ ବାଣ ତିଆରିରୁ ଆରମ୍ଭ କରି ବିକ୍ରି ଏବଂ ଏହାର ବ୍ୟବହାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର । ଏହି ମାମଲା ସୁପ୍ରିମକୋର୍ଟରେ…

ଜି-୨୦ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ କରିବ ବିଜେପି, ରୋଡ ସୋ’ର ହେବ ଆୟୋଜନ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଜି -୨୦ ଶିଖର ସମ୍ମିଳନୀର ସଫଳ ସଂଗଠନ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରାଯିବ। କିଛି ସମୟ ମଧ୍ୟରେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି) ର…

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବିସ୍ତାରିତ କଲେ ସରକାର, ଆହୁରି ୭୫ ଲକ୍ଷ ମହିଳାଙ୍କୁ ମିଳିବ ମାଗଣାରେ ଗ୍ୟାସ୍ ସଂଯୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବିସ୍ତାରିତ କରିଛନ୍ତି । ସରକାର ଏହି ଯୋଜନା ଜରିଆରେ ମହିଳାଙ୍କୁ ଏଲପିଜି ସଂଯୋଗ ଦେବା ପାଇଁ ଫଣ୍ଡ ଜାରି କରିବାକୁ…

ଗର୍ଭବତୀ ବୋହୂ ସହ ଦୁଷ୍କର୍ମ କଲା ଶ୍ୱଶୁର, ଅଭିଯୋଗ କରିବାରୁ ଘରୁ ବାହାର କରିଦେଲା ସ୍ୱାମୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜଫରନଗର ଜନପଦରେ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଜଣେ ଶ୍ୱଶୁର ନିଜ ଗର୍ଭବତୀ ବୋହୂକୁ ବଳତ୍କାର କରି କାହାକୁ ନ ଜଣାଇବାର ଧମକ ଦେଇଛି । ତେବେ ପୀଡିତା ଜଣକ ସଂଧ୍ୟାରେ ସ୍ୱାମୀ…

ପୁଣି ମାତୁଛି ଭାଇରସ୍: ୭ଟି ଗାଁରେ ଜାରି ହେଲା କଣ୍ଟେନମେଣ୍ଟ ଜୋନ୍, ଖୋଲିବନି ସ୍କୁଲ

କେରଳ: ପୁଣିଥରେ ନିପା ଭାଇରସକୁ ନେଇ ବଢୁଛି ଆତଙ୍କ । କେରଳରେ ୨ ଜଣଙ୍କର ମୃତ୍ୟୁ ପରେ ନିପା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସକୁ ରୋକିବା ପାଇଁ ପୁଣି ପେରିଛି କଣ୍ଟେନମେଣ୍ଟ ଜୋନ୍ ।…

ଜି-୨୦ରେ ଚୀନ ଆଣିଥିଲା ସିକ୍ରେଟ୍ ବ୍ୟାଗ, ଦେଲାନି ଚେକ୍ କରିବାକୁ, ଜାଣନ୍ତୁ କ’ଣ ଥିଲା..

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଚାଇନିଜ ଡେଲିଗେସନର ଏକ ବ୍ୟାଗକୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ସେହି ବ୍ୟାଗକୁ ଚେକିଂ କରାଯାଉଥିଲା । ଏଜେନ୍ସିମାନେ ସେହି ବ୍ୟାଗକୁ ବିନା କୌଣସି ଚେକିଂରେ ଭିତରକୁ ନେବା ଲାଗି…

ଏଥର ସେପ୍ଟେମ୍ବର ୧୭ ହେବ ସ୍ୱତନ୍ତ୍ର! ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନୂତନ ସଂସଦରେ ଉତ୍ତୋଳନ କରାଯିବ ତ୍ରିରଙ୍ଗା

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର 18 ରୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦ ଗୃହରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ପାଞ୍ଚ ଦିନିଆ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍…

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ, ଜଣେ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଡାଟିଆ ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ଗୁଳି ବିନିମୟ ଘଟିଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।…