Browsing Category
ଦେଶ
VIP ରେଳ ଲାଉଞ୍ଜରେ ଅସନ୍ତୋଷ, ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ବିଛା, IRCTC କହିଲା…
ନୂଆଦିଲ୍ଲୀ: ଭିଆଇପି ରେଳ ଲାଉଞ୍ଜରେ ଚାଞ୍ଚଲ୍ୟ । ଖାଦ୍ୟରୁ ବାହାରିଲା ବିଛା । ଇଣ୍ଡିଆନ ରେଲଓ୍ବେ କେଟେରିଙ୍ଗ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ(IRCTC)ରେ ଖାଉଥିବା ବେଳେ ବିଛା ବାହାରିଥିବା ନେଇ ଜଣେ ଦିଲ୍ଲୀର ଯୁବକ…
Police Encounter ପାଇଁ ଆସିଲା ଗାଇଡଲାଇନ୍: କରିବାକୁ ପଡ଼ିବ ଏହି କାମ, ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟର ମାମଲାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ବିଶେଷ କରି ଉତ୍ତରପ୍ରଦେଶରେ ହେଉଥିବା ଏହାକୁ ନେଇ ଖୁବ ଚର୍ଚ୍ଚା ହେବା ସହ ପ୍ରଶନ ଘେରରେ ରହିଛି ପୋଲିସର ଏନକାଉଣ୍ଟର । ତେଣୁ ପୋଲିସର…
ନିତି ଦିନିଆ କଥା ହୋଇଛି ରେଳ ଦୁର୍ଘଟଣା, କାରଣ ଖୋଜୁଛି ସଂସଦୀୟ ସମିତି
ନୂଆଦିଲ୍ଲୀ: କିଛି ମାସ ହେବ ଦେଶରେ ରେଳଦୁର୍ଘଟଣା ଯେମିତି ଏକ ନିୟମିତ ବ୍ୟବସ୍ଥା ହୋଇଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ରେଳ ଯାତ୍ରା ପ୍ରତି ଭୟ ଦେଖାଦେଲାଣି । ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ସଂସଦୀୟ ସମିତି ରେଳ…
(Video) ଗହଳି ରାସ୍ତା ଉପରକୁ ହଠାତ୍ ଆସିଗଲା ଅଜଗର, ଲୋକ ଛାନିଆ! ତାପରେ…
ନୂଆଦିଲ୍ଲୀ: ରାସ୍ତା ଉପରେ ସାରକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଅଜଗର, ନାଗ ଭଳି ଅନେକ ସାପ ରାସ୍ତା ଉପରକୁ ଆସିଯାଇଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ…
ଓକିଲାତି କର ନଚେତ ସାମ୍ବାଦିକତା… Double Role କରିପାରିବ ନାହିଁ, ସୁପ୍ରିମକୋର୍ଟରେ ବଡ଼ ଶୁଣାଣି
ନୂଆଦିଲ୍ଲୀ: ଓକିଲାତି ଏବଂ ସାମ୍ବାଦିକତା ପ୍ରଫେସନକୁ ନେଇ ଏକ ବଡ଼ ରାୟ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଉଭୟ ବୃତ୍ତି ଭିତରୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରଫେସନକୁ ଚୟନ କରିବା ଉଚିତ୍ । ଓକିଲାତି ପଢି ଜଣେ ଓକିଲ…
(Video) ଲରେନ୍ସକୁ ଏନକାଉଣ୍ଟର କଲେ ପୋଲିସକୁ ମିଳିବ ଏକ କୋଟି ପୁରସ୍କାର, କରନି ସେନା କଲା ଘୋଷଣା
ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଓ ଅଭିନେତା ସଲମାନ ଖାନଙ୍କ ହତ୍ୟା ଧମକ ପରେ ଚର୍ଚ୍ଚାରେ ଲରେନ୍ସ ବିଷ୍ଣୋଇ । ଏପରି ସମୟରେ କରନି ସେନା କରିଛି ଏକ ବଡ ଘୋଷଣା । ଲରେନ୍ସକୁ ଏନକାଉଣ୍ଟର କରିବା…
ଖାଦ୍ୟ ଆଣିବା ପାଇଁ ଯାଉଥିବା ବେଳେ ବାଇକକୁ ପିଟିଲା କାର୍, ହିଟ୍ ଆଣ୍ଡ ରନ୍ ମାମଲାରେ ଯୁବକଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ବେପରୁଆ ଗାଡି ଚାଳନା ପାଇଁ ଅନେକଙ୍କର ଜୀବନ ଯାଉଛି । ମହାରାଷ୍ଟ୍ରର ଥାନେରୁ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । କାର୍ ଚାଳକ ବାଇକକୁ ଧକ୍କା ଦେଇ କିଛି ଦୂର ଟାଣି ନେଇଥିବା ଜଣାପଡିଛି । ଏହି…
ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, BRICS ଶିଖର ସମ୍ମିଳନୀରେ ହେବେ ସାମିଲ, ଚୀନ ସହ ହେବ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ BRICS ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ରୁଷ ଗସ୍ତରେ ଯାଇଛନ୍ତି । ଅକ୍ଟୋବର ୨୨ ଏବଂ ୨୩ରେ ରୁଷର କଜାନ୍(Kazan) ସହରରେ ଏହି ଶିଖର ସମ୍ମିଳନୀ ଆୟୋଜିତ…
ଭୟଙ୍କର ଭାବେ ବ୍ଲାଷ୍ଟ ହେଲା ସିଲିଣ୍ଡର! ମାଟିରେ ମିଶିଲା କୋଠା, ମରିଗଲେ 6ଜଣ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ବି ଜଣାନଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିକନ୍ଦରାବାଦ । ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ଏହି ଘଟଣାରେ…
‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭିୟ: ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ : କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ‘ଇ-ଶ୍ରମ-ୱାନ ଷ୍ଟପ୍ ସଲ୍ୟୁସନ୍’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶ୍ରମ ଓ ରୋଜଗାର…