Browsing Category
କୃଷି
ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ…
ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଫସଲ କ୍ଷତି ନେଇ ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…
ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବିଧାୟକଙ୍କ ବନ୍ଦ ଡାକରା
ଭବାନୀପାଟଣା: ଧାନମଣ୍ଡି ଅବ୍ୟବସ୍ଥା ଏବଂ କଟନିଛଟନି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ । ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ ହେଉଥିବା ବେଳେ…
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ
ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ…
ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ, ପ୍ରକୃତ ଚାଷୀଙ୍କ ଚିହ୍ନଟ ପାଇଁ ପୁଣିଥରେ ହେବ ପଞ୍ଜିକରଣ
ଭୁବନେଶ୍ବର: ଭୂତ ରାସନକାର୍ଡଧାରୀଙ୍କୁ ନେଇ ସରକାରଙ୍କ ତତ୍ପରତା । ଭୂତ ରାସନକାର୍ଡଧାରୀଙ୍କୁ ଧରିବେ ରାଜ୍ୟ ସରକାର । ବର୍ତ୍ତମାନ ଓଜିଶାରେ 40 ଲକ୍ଷ ଭୂତ ରାସନକାର୍ଡଧାରୀ ରହିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର…
ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ତାଗିଦ, ଚାଷୀଙ୍କ ସହ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର- ଅଦିନିଆ ବର୍ଷାରେ ରାଜ୍ୟର ଚାଷୀ ତାର ଚାଷ ହରାଇଛି । ହେକ୍ଟର ହେକ୍ଟର ଧାନ ବିଲ ସାଙ୍ଗକୁ ପନି ପରିବା ଚାଷ ନଷ୍ଟ ହୋଇଯାଇଛି । ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।…
ସମବାୟ ମନ୍ତ୍ରୀଙ୍କ ବଡ ଘୋଷଣା, ଫସଲହାନୀ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ବର: ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଲଘୁଚାପ ବର୍ଷା ଚାଷୀମାନଙ୍କର ଅଣ୍ଟା ଭାଙ୍ଗିଦେଇଛି । ଚାଷୀଙ୍କୁ ଧାନ ପାଇଁ ଟୋକେନ ମିଳିଥିବା ହେଁ ବର୍ତ୍ତମାନ ସୁଦ୍ଧା ଧାନ ଅମଳ ହୋଇପାରି ନାହିଁ । ଚାଷୀମାନଙ୍କର ଧାନ…
ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପହାର, କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର…
ଚାଷୀଙ୍କ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଆଶ୍ୱସ୍ତି, ୩ ଦିନରେ ଅଦିନିଆ ବର୍ଷ କ୍ଷୟକ୍ଷତିର ହେବ ଆକଳନ, ଏହି ଭାବେ ଦିଆଯିବ କ୍ଷତିପୂରଣ
ଭୁବନେଶ୍ୱର- ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟକୁ ନେଇ ଚାଷୀ ଚିନ୍ତାରେ । ଏତିକି ବେଳେ ଚାଷୀଙ୍କୁ ଆଶ୍ୱସ୍ତ କଲା ପରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୩ ଦିନରେ ଆସିବ…
ଜୟ କିଷାନ… ଅନ୍ନଦାତାଙ୍କ ପାଇଁ ଦିନେ, ଦେଶ ପାଳୁଛି ଜାତୀୟ କୃଷକ ଦିବସ
ଓଡ଼ିଶା ଭାସ୍କର: ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରୁ ଜାତୀୟ "କୃଷକ ଦିବସ" ରୂପେ ପାଳନ କରାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ଏହି…