Browsing Category

ଖବର

ସନ୍ଦେଶଖାଲିକୁ ଆସୁଛି ମହା ବିପଦ! ଅଧ ରାତିରେ ହଙ୍ଗାମା ପରେ ପହଞ୍ଚିଲା ପୋଲିସ ଫୋର୍ସ

କୋଲକାତା: ମଣିପୁର ବିବାଦ ଭଳିି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲା । ତେବେ ଗତକାଲି ବିଳମ୍ବିତ ରାତିରେ ଏଠାରେ ପୁଣି କିଛି ହଲଚଲ ଲକ୍ଷ୍ୟ କରାଯାଇଛି । ଫଳରେ ରାତାରାତି ସେଠାରେ…

Breaking ଆକ୍ସନ ମୋଡରେ କମିଶନରେଟ ପୋଲିସ: ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ…

(Video) “ମୋତେ ଦେଖିବାକୁ ଲୋକମାନେ ଆସୁଛନ୍ତି ,ମୁଁ ସ୍ୱାର୍ଥପର ନୁହେଁ ..ସେଥିପାଇଁ ମୁଁ ଖାଇବାକୁ ଦେଲି”;ରାଣୀ ପଣ୍ଡା

ଭୁବନେଶ୍ୱର: ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ…

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…

BIG BREAKING…ରେଳ ଷ୍ଟେସନରୁ ଜବତ ହେଲା ୫୪ଟି ଡେଟୋନେଟର; ଘଟଣାସ୍ଥଳରେ ରେଳବାଇ ପୋଲିସ

ମୁମ୍ବାଇ: ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ଆଜି ପାଖାପାଖି ୫୪ଟି ଡେଟୋନେଟର ମିଳିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ, ସ୍ଥାନୀୟ ପୋଲିସ ଓ ବୋମା ସ୍କ୍ବାଡ୍ ପହଞ୍ଚିଛନ୍ତି। ମିଳିଥିବା ସୂଚନା…

(Video) ଠାବହେଲା ବିଶ୍ୱର ସବୁଠାରୁ ବଡ଼ ସାପ; ଲମ୍ବ ୨୬ ଫୁଟ, ମଣିଷ ମୁଣ୍ଡ ପରି ମୁଣ୍ଡ

ନୂଆଦିଲ୍ଲୀ: ଆମାଜନ ରେନଫରେଷ୍ଟରରେ ବିଶ୍ୱର ସବୁଠାରୁ ବଡ ସାପ ଦେଖିବାକୁ ମିଳିଛି । ଏହି ସାପର ଓଜନ ମଣିଷ ଠାରୁ ୩ଗୁଣ ଅଧିକ ଏବଂ କାର୍ ଟାୟାର ଭଳି ମୋଟା ବୋଲି କୁହାଯାଉଛି । ଏହାର ଓଜନ ପାଖାପାଖି ୨୦୦କେଜି। ଏହାର ଲମ୍ବ…

ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ରେଞ୍ଜ୍‌ରେ ହାତୀ ଶରୀରରେ ଖଞ୍ଜାଗଲା । ଏହା ଦ୍ୱାରା ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ ।…

ଫୋନରେ ପାଣି ପଶିବା ପରେ ଚାଉଳରେ ରଖୁଥିଲେ ହୁଅନ୍ତୁ ସାବଧାନ; ଏହା ପଛର କାରଣ କହିଲା ଆପଲ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ ଥରେ ଅନ୍ୟର ଜିନିଷକୁ ଅନୁସରଣ କରିବା କିମ୍ବା ପରୀକ୍ଷା ନିରୀକ୍ଷା କରିବା । ଏମିତି ଏକ ଉପାୟ ହେଉଛି ଫୋନ୍ ଓଦା ହେଲେ ଲୋକେ ଏହାକୁ ଚାଉଳରେ ଶୁଖାଇବା ପାଇଁ ରଖନ୍ତି। ତେବେ…

ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବାଘ ଭଳି ଖରା। ପୂର୍ବ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଠି ଆରମ୍ଭ ହୋଇଯାଇଛି ତାତି। ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା। ସେହିପରି କଟକରେ ଆଜି ଦିନର…

୩ଟି ଆକାଉଣ୍ଟରୁ ୬୫ କୋଟି ଟଙ୍କା ଉଠାଇଲା ଆୟକର ବିଭାଗ; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ମଙ୍ଗଳବାର ଆୟକର ବିଭାଗ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ ଏବଂ ଏନଏସୟୁଆଇର ଆକାଉଣ୍ଟରୁ ସରକାରଙ୍କୁ ୬୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବାକୁ…