fbpx
Browsing Category

ଖବର

ଗୁପ୍ତଧନ ଲୋଭ: ବାପାକୁ ବଳି ଦେବାକୁ ଉଦ୍ୟମ କଲା କୁଳାଙ୍ଗାର ପୁଅ, ପୋଲିସ ଅଟକାଇବାରୁ କଲା ପାଲଟା ଆକ୍ରମଣ

ଧର୍ମଗଡ଼ (ଭାସ୍କର ନ୍ୟୁଜ୍‌): କୁହାଯାଏ ବାପା-ମାଙ୍କ ଠାରୁ ବଡ଼ ସମ୍ପତ୍ତି ଏ ଦୁନିଆରେ ଆଉ କିଛି ନାହିଁ । ସେମାନଙ୍କ ଆଶୀର୍ବାଦରେ ପୁଅ ହେଉ ବା ଝିଅ ସେମାନେ ନିଜ ଭବିଷ୍ୟତର ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବାରେ ସମର୍ଥ…

ବଢ଼ିଲା ଖରା, ବଦଳିଲା ସ୍କୁଲ ସମୟ: ସୋମବାରଠୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ସଂପ୍ରତି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ…

ଆଜିଠୁ ତାତିରୁ ମିଳିବ ତ୍ରାହି ! ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ବିଶେଷକରି ଆଭ୍ୟନ୍ତରଣ ଓ ପଶ୍ଚିମ ଓଡ଼ିଶାରେ ଏହା ସଙ୍ଗୀନ ରୂପ ଧାରଣ କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ…

ମହିଳା ଶିକ୍ଷା ବର୍ଗରେ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ ହେଲା ମାଲକାନଗିରି

ମାଲକାନଗିରି: ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର…

ସମୁଦ୍ରରେ ପହଁରିବା ବେଳେ ଫିଲ୍ମ ନିର୍ମାତାଙ୍କ ସାମ୍ନାକୁ ଚାଲି ଆସିଲା ସାର୍କ, ରେକର୍ଡ କରୁଥିବା ଗୋପ୍ରୋ କ୍ୟାମେରାକୁ ଗିଳି ଦେଲା , ଆଉ ତା…

ନୂଆଦିଲ୍ଲୀ:  ସମୁଦ୍ରରେ ପହଁରୁଥିବା ବେଳେ ଜଣେ ବ୍ୟକ୍ତି ସାର୍କର ଭିଡିଓ କରିବାକୁ ଚେଷ୍ଟା କରିଛନ୍ତି । ହଠାତ୍ ସାର୍କଟି କ୍ୟାମେରାକୁ ଖାଇଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ସମୁଦ୍ରର ଦୁନିଆ ଯେତିକି ସୁନ୍ଦର ସେତିକି…

ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସି୍‌: ସେମିରେ ସିନ୍ଧୁ, ପଦକ ପାଇଁ ଜାପାନର ଆକାନେ ୟାମାଗୁଚିଙ୍କ ବିରୋଧର ଲଢ଼େଇ

ମାନିଲା(ଫିଲିାଇନ୍ସ): ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବିଜୟ ଅଭିଯାନ ଜାରି ରଖି ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ ସହିତ ଯେ କୌଣସି ପଦକ…

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ, ମେ’ ପହିଲାରେ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ । ମେ’ ୧ରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ । ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି । ବିଜାପୁର ସୈନିକ ସ୍କୁଲ ଓ…

ମଇ ୯ରେ ରୁଷ ପାଳିବ ବିଜୟ ଦିବସ: ୟୁକ୍ରୋନରେ ଦେଖିବାକୁ ମିଳିବ ଭୟଙ୍କର ଯୁଦ୍ଧର ରୂପ

ନୂଆଦିଲ୍ଲୀ: ଆସନ୍ତା ୯ ମଇ ସୁଦ୍ଧା ୟୁକ୍ରେନ ଉପରେ ବିଜୟ ହାସଲ କରି ରୁଷ ଉକ୍ତ ଦିନଟିକୁ ବିଜୟ ଦିବସ ଭାବେ ପାଳନ କରିବ ବୋଲି ଜଣାପଡ଼ିଛି । ଏଥିସହ ଜୟଯାତ୍ରା ପରେଡ ବାହାର କରିବା ନିମନ୍ତେ ରୁଷ ଲକ୍ଷ୍ୟ ରଖିଛି । ତେଣୁ…

ଷ୍ଟୁଡିଓ ସଫାରୁ ସଫଳ ନାୟିକା ରବିନା ଟଣ୍ଡନ: ଜାଣନ୍ତୁ ତାଙ୍କର ପରଦା ପଛର କାହାଣୀ, କେମତି ବନିଥିଲେ ହିରୋଇନ୍

ମୁମ୍ବାଇ: କେଜିଏଫ୍‌-୨ ବର୍ତ୍ତମାନ ହଲ୍‌ରେ ଧମାଲ୍‌ କରୁଛି । ଏହାରି ମଧ୍ୟରେ ଫିଲ୍ମର କଳାକାରମାନଙ୍କ ଅଭିନୟକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି । ହେଲେ ଅଭିନୟ ପାଇଁ ରବିନା ଟଣ୍ଡନଙ୍କୁ ବହୁତ ପ୍ରଶଂସା ମିଳିଛି…

୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ରହିବେ ଏହି ଚାରୋଟି ଗ୍ରହ

ନୂଆଦିଲ୍ଲୀ: ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା…