fbpx
Browsing Category

ଖବର

ନୂଆ ଚେହେରା ସହ ନୂଆ ରୂପ ନେବ ରାଜ୍ୟ କଂଗ୍ରେସ, ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ହେବ ଲାଗି ରହିଥିବା ବିବାଦର ଯବନିକା ପଡ଼ିବାକୁ ଯାଉଛି । ଖୁବ୍‌ ଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା…

ମହିଳା ଆଇପିଏଲ୍‌ ଆୟୋଜନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା ବିସିସିଆଇ, ଆସନ୍ତା ବର୍ଷ ୬ ଦଳକୁ ଖେଳାଯିବାକୁ ନେଇ ଚାଲିଛି ବିଚାର ବିମର୍ଶ

ମୁମ୍ବାଇ: ଆସନ୍ତା ବର୍ଷ ମହିଳା ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ବିଚାର ବିମର୍ଶ ଜାରି ରଖିଛି । ଏହି ପ୍ରତିଯୋଗୀତା ପାଇଁ ବହୁତ ଦିନ ଧରି ଦାବି ହୋଇ ଆସୁଥିବାବେଳେ ବିସିସିଆଇ ବିଭିନ୍ନ ଦିଗ ଉପରେ ତର୍ଜମା କରି…

ଗଞ୍ଜାମ ଜିଲ୍ଲାକୁ ୬ ଜାତୀୟ ପଞ୍ଚାୟତ ଆୱାର୍ଡ

ଛତ୍ରପୁର, (ଭାସ୍କର ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାକୁ ୬ ଟି ଜାତୀୟ ପଞ୍ଚୟତ ଆୱାର୍ଡ-୨୦୨୨ ମିଳିଛି । ସେଥିମଧ୍ୟରେ ଜ଼ିଲ୍ଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ…

ଚିତ୍ରକୋଣ୍ଡା ଅଞ୍ଚଳରୁ ୧୨୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା, (ଭାସ୍କର ନ୍ୟୁଜ): ଚିତ୍ରକୋଣ୍ଡା ଏସଡିିଓ ଅଂଶୁମାନ ଦିୱେଦିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ,…

ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ଏହି ଖାଦ୍ୟ, ନିୟମିତ ବ୍ୟବଧାନରେ ଖାଇଲେ ମିଳିବ ଫାଇଦା

ନୂଆଦିଲ୍ଳୀ: ମଧୁମେହ ରୋଗ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ହେଉଛି । ଏହି ରୋଗ ମଣିଷ ସହିତ ତାଙ୍କ ଜୀବନସାରା ରହିଥାଏ । ଏହି ଅବସ୍ଥାରେ, ଆମ ଶରୀର ଯଥେଷ୍ଟ ଇନସୁଲିନ୍‌ ଉତ୍ପାଦନ ହୋଇପାରେ ନାହିଁ । କିମ୍ବା ଉତ୍ପାଦିତ…

ଘଣ୍ଟାପ୍ରତି ୨୫ କି.ମି ବେଗ ଆସୁଛି ବାତ୍ୟା ଅସାନୀ: ଆଜିଠୁ ୩ ଦିନ ଧରି ଲାଗି ରହିବ ବର୍ଷା, ସବୁ ବନ୍ଦରରେ ୨ ନମ୍ବର ବିଦ ସଙ୍କେତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନୀ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି । ପୁରୀ ଠାରୁ ୬୮୦ କି.ମି.…

ଟି-୨୦ରେ ଧୋନୀଙ୍କ ନାମରେ ଦ୍ୱିଶତକ: ପଛରେ ପଡିଲେ ଅନେକ ଧୁରନ୍ଧର ଖେଳାଳି

ମୁମ୍ବାଇ: ନିଜ ନାମରେ ଆଉ ଏକ ଅପୂର୍ବ ରେକର୍ଡ ଯୋଡିଛନ୍ତି । ଟ-୨୦ କ୍ରିକେଟରେ ଏକ ଦ୍ୱିଶତକ ହାସଲ କରିଛନ୍ତି ମାହି । ଏହି ଦ୍ୱିଶତକ ଅବଶ୍ୟ ତାଙ୍କ ବ୍ୟାଟରୁ ଆସିନାହିଁ, କିନ୍ତୁ ଏହାକୁ ଏକ ଅପୂର୍ବ ଡବଲ ସେଞ୍ଚୁରୀ ବୋଲି…

ଶାହିନବାଗରେ ଚାଲିଲାନି ବୁଲଡୋଜର, ବିବାଦୀୟ ବୟାନ ଦେଲେ ବିଜେପି ନେତା

ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ବୁଲଡୋଜରକୁ ଫେରିଆସିବାକୁ ପଡ଼ିଛି । ସ୍ଥାନୀୟ ଲୋକଙ୍କ ଜବରଦସ୍ତ ହଙ୍ଗାମା ମଧ୍ୟରେ ଫରି ଆସିଛନ୍ତି ଏମସିଡି ଅଧିକାରୀ । ସୂଚନା ମୁତାବକ ଆଜି ପୁର୍ବାହ୍ନ…

ଲେମନ୍ ଗ୍ରାସ୍ ଚାଷ କରନ୍ତୁ: ୨୦ ହଜାର ନିବେଶରେ ଆୟ ହେବ ୪ ଲକ୍ଷ

ନୂଆଦିଲ୍ଲୀ: କମ୍ ପଇସା ନିବେଶ କରି ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ । ମାତ୍ର ୨୦ ହଜାର ଟଙ୍କା ନିବେଶରେ ଆପଣ ବାର୍ଷିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ । ଆଜି…

ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ୱର ସବୁଠୁ ଧନୀ ଏଲନ୍‌ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣି ସବୁଠି ଏବେ ଚର୍ଚ୍ଚାରେ…