Browsing Category
ଖବର
ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କଲେ ଯୁବକ-ଯୁବତୀ
ଦଶମନ୍ତପୁର: (ଓଡ଼ିଶା ଭାସ୍କର) ଦଶମନ୍ତପୁର ଥାନା ଝଡ଼ିପାଇ ଗାଁରେ ଅଘଟଣ । ଗଛରୁ ଉଦ୍ଧାର ହେଲା ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ । ଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ଉଦ୍ଧାର ହେଲା ମୃତଦେହ । ଯୁବତୀଙ୍କ…
(video)ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ କଲେ ଯାତ୍ରୀଙ୍କୁ ସ୍ୱାଗତ; ଇଣ୍ଡିଗୋ ଷ୍ଟାଫଙ୍କ ଏହି ନୂଆ ଅନ୍ଦାଜ ହେଲା ଭାଇରାଲ୍
ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଇଣ୍ଡିଗୋର ଷ୍ଟାଫ୍ ଭଗବାନ ରାମ, ଲକ୍ଷ୍ମଣ ଓ ମାତା ସୀତା ଓ ହନୁମାନଙ୍କ ବେଶଭୂଷା ଧାରଣ…
ବାଲେଶ୍ୱର; ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ବାଲେଶ୍ୱର: (ଓଡ଼ିଶା ଭାସ୍କର) ଦୀର୍ଘଦିନର ଅପେକ୍ଷାର ଅନ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍। ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କ’ଣ ଭାବୁଛନ୍ତି ମାଳଦ୍ୱୀପର ମନ୍ତ୍ରୀ?
ଓଡ଼ିଶା ଭାସ୍କର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ତିନି ଜଣ କନିଷ୍ଠ ମନ୍ତ୍ରୀ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ପର୍ଯ୍ୟଟନ ପାଇଁ ସମସ୍ୟା ସୃଷ୍ଟି କରିଛି। ମାଳଦ୍ୱୀପ ଭାରତୀୟ…
୪ ପିଲାର ବାପା ୫ ପିଲାଙ୍କ ମା’ ସହ ଫେରାର: ଶାଳୀ-ଭିଣୋଇଙ୍କର ଅଜବ ପ୍ରେମ କାହାଣୀ
ନୂଆଦିଲ୍ଲୀ: କୁହାଯାଇଥାଏ ଯେ ପ୍ରେମ ଅନ୍ଧ ହୋଇଥାଏ । ତେବେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରେ ସାମ୍ନାକୁ ଆସିଛି ଶାଳୀ-ଭିଣୋଇଙ୍କର ଅଜବ ପ୍ରେମ କାହାଣୀ । ତେବେ ବ୍ୟକ୍ତି ଜଣଙ୍କ ୪ ଜଣ ସନ୍ତାନଙ୍କର ପିତା ହୋଇଥିବା ବେଳେ…
ନଦୀ ଉପରେ କିପରି ନିର୍ମାଣ ହୋଇଥାଏ ସେତୁ?
ଓଡ଼ିଶା ଭାସ୍କର: ଆପଣମାନେ ନିଶ୍ଚିତ ସମୁଦ୍ର ଏବଂ ନଦୀ ଉପରେ ବିରାଟ ପୋଲ କିମ୍ବା ବନ୍ଧ ନିର୍ମାଣ ହୋଇଥିବାର ଦେଖିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି ପାଣିରେ ସେତୁ କିପରି ନିର୍ମାଣ ହୋଇଥାଏ ? ଇଂଜିନିୟରମାନେ କେଉଁ…
(Video)ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଭାବ; ୫୦ବର୍ଷ ମଧ୍ୟରେ ପ୍ରଥମ ଥର ବଜାରରେ ଦେଖାଦେଲା ‘ରାମଚରିତମାନସ’ର ଅଭାବ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୀତା ପ୍ରେସ୍ ୫୦…
ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା
ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜିଠୁ ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼…
CES 2024: ଲଞ୍ଚ ହେଲା ଅଲ୍-ଇନ୍-ୱାନ୍ ଡିଭାଇସ୍, BP, Pulse rate, ଜ୍ୱର ଆଦି ମାପିବା ହେବ ସହଜ
ଓଡ଼ିଶା ଭାସ୍କର: ଆଜିକାଲି ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କାରଣରୁ ମାନବ ଜୀବନ ସହଜ ହୋଇପାରିଛି । ବଜାରକୁ ଆସୁଥିବା ଏହି ନୂତନ ଗେଜେଟ୍ ସବୁ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ CES 2024…
ଲାଇଭ୍ ଟିଭି ଶୋ’ ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ ଡ. ଅନି ଏସ୍ ଦାସ
ନୂଆଦିଲ୍ଲୀ: କେରଳରୁ ଆସିଲା ଏକ ଦୁଃଖଦ ଖବର । ଦୂରଦର୍ଶନ ଷ୍ଟୁଡିଓରେ ଲାଇଭ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅଚେତ ହୋଇ ପଡ଼ି ଜଣେ କୃଷି ବିଶେଷଜ୍ଞଙ୍କ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ଏହି ସୂଚନା ସାମ୍ନାକୁ…