Browsing Category
ଖବର
Drink & Drive ମାମଲାରେ ୧୩ ଅଟକ: ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡ଼ା ଚେକିଙ୍ଗ
ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ୨୦୨୩ ବର୍ଷ ଶେଷ ହେବାକୁ ମାତ୍ର ଗୋଟିଏ ଦିନ ବାକି ରହିଛି । ତେଣୁ ନବବର୍ଷର ସ୍ୱାଗତ ପାଇଁ ଦେଶବାସୀ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହାସହିତ ପ୍ରସ୍ତୁତ ହୋଇସାରିଛି…
2nd Test ଜିତିବାକୁ ଦଳରେ ହେବ ପରିବର୍ତ୍ତନ! ଟିମ ଇଣ୍ଡିଆକୁ ପରାମର୍ଶ ଦେଲେ ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ନିରାଶଜନକ ଭାବରେ ହାତଛଡ଼ା କରିଛି । ଷ୍ଟାର ବ୍ୟାଟର ଡିନ୍ ଏଲଗରଙ୍କ…
ସତୀଶ କୌଶିକଙ୍କ ଠାରୁ ଆରମ୍ଭ କରି ଗୁଫି ପଟେଲ: ୨୦୨୩ରେ ଏହି ସୁପରଷ୍ଟାରଙ୍କୁ ହରାଇଛି ବଲିଉଡ଼
ମୁମ୍ବାଇ: ୨୦୨୩ ଅନେକଙ୍କ ପାଇଁ ଏକ ଖୁସି ତଥା ସଫଳତାର ବର୍ଷ ଥିବା ବେଳେ କେତେକଙ୍କ ପାଇଁ ଏହା ବେଶ ଦୁଃଖଦାୟକ ରହିଥିଲା । ତେବେ ଚଳଚ୍ଚିତ୍ର ଜଗତର ଅନେକ ବରିଷ୍ଠ ତଥା ଯୁବ କଳାକାରଙ୍କୁ ଏହି ବର୍ଷରେ ହରାଇଛି ସିନେ ଜଗତ…
(video)ବ୍ୟାଣ୍ଡ ବାଜା ବଜାଇ ଓ ଫୁଲମାଳ ଧରି ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ୱିଗି, ଦେଲା ହଟ୍ ସରପ୍ରାଇଜ୍
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଏପରି ଜିନିଷ ଦେଖିବାକୁ ପାଇବେ ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନ ଥିବେ । ଏଠାରେ ମଜାରେ ମଜାରେ ଲୋକଙ୍କ ସ୍ୱପ୍ନ ବି ପୂରଣ ହୋଇ ଯାଉଛି । ଯେପରିକି ଆପଣ ଏହି ସୋସିଆଲ ମିଡିଆ…
ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ ମହିଳା? TTE ବି ବାହାର କରି ପାରିବେନି
ନୂଆଦିଲ୍ଲୀ: ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଭାରତୀୟ ରେଳ ମଧ୍ୟ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଯାତ୍ରୀମାନଙ୍କ ସମସ୍ତ ପ୍ରକାର…
Big Breaking: ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅମୃତ ଭାରତ ଟ୍ରେନର ଆଜି ଶେଷରେ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନିଜର ଅୟୋଧ୍ୟା ଗସ୍ତ ସମୟରେ ଏହାର…
ନୂଆ ବର୍ଷରେ ‘Midnight Kissing’ ଟ୍ରେଣ୍ଡ: ଜାଣନ୍ତୁ କାହିଁକି ପରସ୍ପରକୁ ‘କିସ’ କରିଥାନ୍ତି ଯୁବକ-ଯୁବତୀ
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ସାରା ବିଶ୍ୱରେ ଏ ନେଇ ଉତ୍ସବ ଆରମ୍ଭ ହୋଇଯାଇଥାଏ । ତେବେ ଏହି ଉତ୍ସବ ବଡ଼ଦିନରୁ ଆରମ୍ଭ ହୋଇ ୩୧ ତାରିଖ ରାତି ପର୍ଯ୍ୟନ୍ତ ଚାଲିଥାଏ । ଏପରିକି ଭାରତରେ ମଧ୍ୟ ପ୍ରତିବର୍ଷ…
‘ଟକ୍ସିକ ମାସ୍କୁଲିନିଟି’ର ଶିକାର ପୁରୁଷ ପରୁଷ ନିଜ ପାଇଁ ମଧ୍ୟ କ୍ଷତିକାରକ: ଜାଣନ୍ତୁ କ’ଣ କହୁଛି ବିଜ୍ଞାନ
ମୁମ୍ବାଇ: 'ଟକ୍ସିକ ମାସ୍କୁଲିନିଟି' ଶବ୍ଦଟି ବର୍ତ୍ତମାନ ସମୟରେ ଇଣ୍ଟରନେଟ ହେଉ ଅବା ସମାଜରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି 'ଆନିମଲ' ଫିଲ୍ମ ମୁକ୍ତିଲାଭ କରିବା ପରେ ଏହାର ଚର୍ଚ୍ଚା ବଢ଼ିଯାଇଛି । ତେବେ…
ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ, ନୂଆବର୍ଷରୁ କାର୍ଯ୍ୟକାରୀ ଡିଜି
ଓଡ଼ିଶା ଭାସ୍କର: ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ଗ୍ରହଣ କରିବେ । ତେବେ ପରବର୍ତ୍ତୀ ଡିଜି ପଦ ପାଇଁ ନାମ ଚୂଡ଼ାନ୍ତ ହେବା ନେଇ କୌଣସି ବୈଠକ ହୋଇପାରି ନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିଏସ୍ସି…
IAF ଅଫିସର ହେବାର ସ୍ୱପ୍ନ ହେବ ସତ… ଆବେଦନ କରିବାର ଶେଷ ତାରିଖ ଆଜି
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ଆଶା ରହିଛି । ତେବେ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ଆଜି ଶେଷ ତାରିଖ ରହିଛି । କାରଣ ଆଜି ଭାରତୀୟ ବାୟୁସେନା IAF AFCAT…