Browsing Category

ଖବର

ରାସ୍ତା ଉପରେ ଚାଲିଲା ହାଇଭୋଲଟେଜ୍ ଡ୍ରାମା, ଲୋକମାନେ ଛିଡା ଛିଡା ପ୍ରେମୀ ଯୁଗଳଙ୍କୁ କରାଇଦେଲେ ବାହାଘର

ନୂଆଦିଲ୍ଲୀ:ଏପରି ଏକ ଘଟଣା ପାଟନା ସିଟି ବାଇପାସ୍ ଥାନା କ୍ଷେତ୍ର ବେଗମପୁର ଅଞ୍ଚଳରେ ଘଟିଯାଇଛି । ବିବାହ ଲାଗି ପ୍ରେମୀ ଯୁଗଳଙ୍କ ପରିବାର ପକ୍ଷରୁ ମନା କରାଯିବାରୁ ଲୋକମାନେ ପ୍ରେମିକାକୁ ତାର ପ୍ରେମିକ ସହ ଜବରଦସ୍ତ…

ଭାରତ ସରକାରଙ୍କ ପାକିସ୍ତାନକୁ ଦାବି; ୨୬-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌କୁ ଆମକୁ ଶୀଘ୍ର ହସ୍ତାନ୍ତର କର

ନୂଆଦିଲ୍ଲୀ: ଲସ୍କର-ଇ-ତୋଏବା ମୁଖ୍ୟ ତଥା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରତ୍ୟର୍ପଣ…

Big Breaking: ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଘଟିଛି ଅଗ୍ନିକାଣ୍ଡ । ଏହା ଏକ ରିଫାଇନ ତେଲ ଫ୍ୟାକ୍ଟ୍ରି ବୋଲି ଜଣାପଡ଼ିଛି । ଏହି ତେଲ ଫ୍ୟାକ୍ଟ୍ରି ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ…

ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇ ଦେଲା BMC; ଧାରଣାରେ କର୍ମଚାରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଧାରଣାରେ ବସିଛନ୍ତି କର୍ମଚାରୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟସ୍ଥ…

ଏହି ଦ୍ୱୀପରେ ରାଜ୍ କରନ୍ତି ବିଲେଇ, ମନୁଷ୍ୟ ଠାରୁ ଦ୍ୱିଗୁଣା ଏମାନଙ୍କ ସଂଖା

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯାହା ସେଠାରେ ଥିବା ବିଶେଷତ୍ୱ କାରଣରୁ ପ୍ରସିଦ୍ଧ ଅଟେ । ଏହି ପର୍ଯ୍ୟାୟରେ ଆମେ ଆପଣଙ୍କୁ ଏପରି ଦ୍ୱୀପ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଣିଷ ଅପେକ୍ଷା…

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…

ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି ରଣବୀର କପୁର, ଭାଇରାଲ ହେଉଛି ଭିଡ଼ିଓ…

ମୁମ୍ବାଇ: ନିକଟରେ କ୍ରିସମାସ୍ ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥିଲେ । ବି-ଟାଉନ୍ ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍‌କୁ ନିଜ ନିଜ ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ଏଥିମଧ୍ୟରେ ବଲିଉଡ଼ ଅଭିନେତା ରଣବୀର…

(Video)ଶୂନଶାନ ରାସ୍ତାରେ ସାଇକଲ ଧରି ଏପରି ଷ୍ଟଣ୍ଟ କଲେ ମହିଳା, ଯେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ତେବେ ଅନେ କସମୟରେ ଏହି ଭିଡିଓ ଦର୍ଶକମାନଙ୍କୁ ହସାଇ ବେଦମ କରିଥାଏ ତ' କେବେ ଏହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ ବର୍ତ୍ତମାନ…

Breaking…ଡମ୍ଫରକୁ ଧକ୍କା ଦେଲା ବସ; ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୨ ଯାତ୍ରୀ, ୧୪ ଆହତ

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡମ୍ପର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଗଲା। ପୋଡ଼ି ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉପସ୍ଥିତ…

କେନ୍ଦୁଝର: ଆନନ୍ଦପୁର ଭାଲୁକୁମା ନିକଟରେ ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଲ ପିକ୍‌ନିକ୍‌ ବସ୍‌, ୧୦ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ର କିଛି ଛାତ୍ରଛାତ୍ରୀ ସମ୍ବଲପୁର ପିକନିକ କରିବାକୁ ଯାଇ…